ବାଣିଜ୍ୟ

ନୂଆ ପ୍ୟାକେଜ ଆଣିବେ ସରକାର

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ଘରୋଇ ବଜାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତରରେ ରହିଛି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ପ୍ରାୟ…

୧୦% ଅଧିକ ଘରୋଇ ଉଡ଼ାଣକୁ ଅନୁମତି

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଲାଗି ଖୁସି ଖବର। କେନ୍ଦ୍ର ସରକାର ଦେଶ ମଧ୍ୟରେ ୧୦% ଅଧିକ ବିମାନ ଚଳାଚଳ ଲାଗି ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ କମ୍ପାନୀଗୁଡିକ ୬୦% କ୍ଷମତାରେ ପରିଚାଳିତ ହେଉଥିଲେ। ନୂଆ ନିୟମ ଦ୍ୱାରା…

୨ ଲକ୍ଷ କୋଟିର ପିଏଲ୍‌ଆଇ ସ୍କିମ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ୨ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ନିବେଶ (ପିଏଲ୍‌ଆଇ) ଯୋଜନାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଦେଶ ମଧ୍ୟରେ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ୧୦ଟି…

ମୁମ୍ବାଇ ରାସ୍ତାକଡ଼ରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ ଅମ୍ବାନୀ ପରିବାରର ଅଲିଅଳି: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ପ୍ରତିଟି ଟିକିନିକି ଖବର ଲୋକମାନେ ଜାଣିବାକୁ ଚାହିଁଥାନ୍ତି। ଭାରତର ସବୁଠାରୁ ଧନୀ ଦମ୍ପତି ମୁକେଶ ଏବଂ ନୀତ କିପରି ବଞ୍ଚୁଛନ୍ତି ତାହା ଜାଣିବାକୁ ଲୋକଙ୍କର ଖୁବ୍‌…

କୋଇଲା ବ୍ଲକ୍‌ ନିଲାମ: ରାଜ୍ୟ ପ୍ରତିବର୍ଷ ପାଇବେ ୭ ହଜାର କୋଟି

ମୁମ୍ବାଇ: ବାଣିଜି୍ୟକ କୋଇଲା ଖଣି ଅନ୍ତର୍ଗତ ୧୯ କୋଇଲା ବ୍ଲକ ନିଲାମ ହୋଇଛି। ଏହି ବ୍ଲକ୍‌ଗୁଡିକ ଘରୋଇ ହାତକୁ ଯାଇଛି। ନିଲାମ ପ୍ରକ୍ରିୟାରେ ୪୨ କମ୍ପାନୀ ସାମିଲ ହୋଇଥିଲେ। ଏହା ମଧ୍ୟରେ ୪୦ କମ୍ପାନୀ ଘରୋଇ କ୍ଷେତ୍ରର ରହିଥିଲେ। ଏହା ଦ୍ୱାରା…

ହ୍ବାଟ୍ସଆପ୍‌ରେ ନୂଆ ଶପିଂ ବଟନ

ମୁମ୍ବାଇ: ହ୍ବାଟ୍ସ ଆପ୍‌ ପକ୍ଷରୁ ବିଜ୍‌ନେସ ଆକାଉଣ୍ଟ ଲାଗି ନୂଆ ଶପିଂ ବଟନ ଫିଚର ସଂଯୋଗ କରାଯାଇଛି। ବିଜନେସ କାଟାଲଗ୍‌ ସମ୍ପର୍କରେ ଅଧିକ ଜାଣିବାରେ ଏହା ସହାୟକ ହେବ। କୌଣସି ନିର୍ଦ୍ଦିଷ୍ଟ ବାଣିଜ୍ୟ କିଭଳି ସାମଗ୍ରୀ ଓ ସେବା ଯୋଗାଉଛନ୍ତି ଏହାଦ୍ୱାରା…

ମାଲ୍ୟାଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ କରିବ ବ୍ରିଟେନ

ମୁମ୍ବାଇ: ପଳାତକ ଆର୍ଥତ୍କ ଅପରାଧୀ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବର୍ତ୍ତମାନ ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହେଲେ ଏହି ପ୍ରକ୍ରିୟା ଜାରି କରାଯାଇଥିଲେ ମଧ୍ୟ ତୁରନ୍ତ ଭିତ୍ତିରେ ମାଲ୍ୟାଙ୍କୁ ଭାରତ ଆଣିବା ସମ୍ଭବ ହୋଇପାରିନାହିଁ। ଏଥିଲାଗି ଏକ…

ବିମାନ ଚଳାଚଳ କ୍ଷେତ୍ରର ୫୦ ଲକ୍ଷ ନିଯୁକ୍ତି ବିପଦରେ

ମୁମ୍ବାଇ: କରୋନା ମହାମାରୀ ଲାଗି ସାରା ବିଶ୍ୱର ବିମାନ ଚଳାଚଳ କ୍ଷେତ୍ରରେ ପ୍ରାୟ ୫୦ ଲକ୍ଷ ନିଯୁକ୍ତି ବିପଦରେ ରହିଛି। ଏହି କ୍ଷେତ୍ରର ସମସ୍ୟାକୁ ସମାଧାନ କରିବା ଲାଗି ସରକାରୀ ସ୍ତରରେ ନୀତିଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ଇଣ୍ଟରନ୍ୟାଶନାଲ ଏୟାର…

ବଦାନ୍ୟତାରେ ଅଜିମ ପ୍ରେମ୍‌ଜୀ ଶୀର୍ଷରେ

ବାଙ୍ଗାଲୋର: ୨୦୧୯-୨୦ ବର୍ଷ ଲାଗି ପ୍ରକାଶିତ ଭାରତୀର ଫିଲାନଥ୍ରୋପି ବା ବଦାନ୍ୟତା ତାଲିକାରେ ଓ୍ବିପ୍ରୋର ଅଜିମ ପ୍ରେମ୍‌ଜୀ ସମସ୍ତଙ୍କ ପଛରେ ପକାଇ ଦେଇଛନ୍ତି। ସେ ଦୈନିକ ୨୨ କୋଟି ଏବଂ ବାର୍ଷିକ ମୋଟ ୭୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ…

ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ

ବାଙ୍ଗାଲୋର: ଲଗାତର ଦ୍ୱିତୀୟ ମାସ ଲାଗି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ। ପିଆଜ ସହ ଅନ୍ୟ ପନିପରିବା ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉଜୁଯିବା ନେଇ ରଏଟର୍ସ ପକ୍ଷରୁ ଆକଳନ କରାଯାଇଛି। ଏହା ହେଲେ ରିଜର୍ଭ…

ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ଲଗାତର ୭ ସେସନ ଧରି ଭାରତୀୟ ପୁଞ୍ଜିବଜାରରେ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ମଙ୍ଗଳବାର ଶେୟାର କାରବାର ଉନ୍ନତ ରହିବା ଯୋଗୁ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନୂଆ ରେକର୍ଡ ସ୍ତର ଛୁଇଁଛି। କରୋନା ଭାଇରସ୍‌କୁ…

୧୭% ଖସିଲା ଜୁମ୍‌ ଶେୟାର

ନୂଆଦିଲ୍ଲୀ: ଫାଇଜର କରୋନା ଭାକ୍‌ସିନ ୯୦% ପର୍ଯ୍ୟନ୍ତ ସଫଳ ହେଉଥିବା ରିପୋର୍ଟ ଆସିବା ପରେ ସାରା ବିଶ୍ୱର ଶେୟାର ବଜାରରେ ଉତ୍ସାହ ଦେଖାଯାଇଛି। ଏଭଳି ସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ଆପ୍ଲିକେଶନ ଜୁମ୍‌ର ଶେୟାର ସୋମବାର ପ୍ରାୟ ୧୭% ଖସିଥିବା ନଜରକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?