ଜାନୁୟାରୀରୁ ବଢ଼ିପାରେ କାର୍‌ ମୂଲ୍ୟ

ନୂଆଦିଲ୍ଲୀ: ବିକ୍ରି ଏବଂ ରାଜସ୍ବରେ ସାମାନ୍ୟ ସ୍ଥିତି ହାସଲ କରିବା ଲାଗି ଭାରତୀୟ କମ୍ପାନୀଗୁଡିକୁ ଏକ ଲମ୍ବା ଯାତ୍ରା କରିବାକୁ ହେବ। ବର୍ତ୍ତମାନ ଅଟୋମୋବାଇଲ ବଜାର କରୋନା ଝଟକାରୁ ମୁକୁଳିପାରିନାହିଁ। ବଜାର ଆଗାମୀ ଦିନରେ ମଧ୍ୟ ଚାହିଦା ହ୍ରାସ ସମସ୍ୟା ସାମ୍ନା କରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଯାନ ନିର୍ମାତାଙ୍କ ଲାଗି ଇନ୍‌ପୁଟ ଏବଂ କମୋଡିଟି ଖର୍ଚ୍ଚ ବଢିବା ଯୋଗୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ପ୍ରାୟ ସବୁ ବର୍ଗ ଯାନ ବିକ୍ରି ହ୍ରାସ ହୋଇଛି। କେୟାର ରେଟିଂ ରିପୋର୍ଟ ମୁତାବକ ଯାତ୍ରୀବାହୀ ଯାନ ହୋଲ୍‌ସେଲ ବିକ୍ରିରେ ୧୪% ହ୍ରାସ ହୋଇପାରେ। ସେହିଭଳି ୨ ଚକିଆ ଯାନ ବର୍ଗରେ ୧୮%, ୩ ଚକିଆ ଯାନ ବର୍ଗରେ ୭୩% ଏବଂ ବାଣିଜି୍ୟକ ଯାନ କ୍ଷେତ୍ରରେ ୩୦% ହ୍ରାସ ହେବା ନେଇ ଆକଳନ କରାଯାଇଛି। କେବଳ ଟ୍ରାକ୍ଟର ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିଛି। ସବୁଠାରୁ ବେଶି କ୍ଷତି ପାସେଞ୍ଜର ଯାନ ସେଗ୍‌ମେଣ୍ଟକୁ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା...

୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି...

ବିଟ୍‌କଏନ୍‌ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୧୯ ।୬: ବିଟ୍‌କଏନ୍‌ରେ ଶନିବାର ଭାରି ହ୍ରାସ ଦେଖିବାକୁ ମିଳିଛି। ଏହା ୨୦,୦୦୦ ଡଲାରରୁ ଊର୍ଦ୍ଧ୍ୱ ହ୍ରାସ ଘଟି ୧୮ ମାସର ସର୍ବନିମ୍ନ ସ୍ତରରେ...

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି...

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫।୮: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଦ୍ୱିମାସିକ ବୈଠକରେ...

ସରକାରଙ୍କ ସହଯୋଗ ଲୋଡ଼ିଲା ଭୋଡାଫୋନ

ନୂଆଦିଲ୍ଲୀ,୧୩-୧୧: ବିଭିନ୍ନ ବୈଧାନିକ ଦେୟ ବାବଦକୁ ପ୍ରାୟ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ...

୬ ବର୍ଷରେ କମିଛି ୯୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୨-୧୧: ୨୦୧୧-୧୨ଠାରୁ ୨୦୧୭-୧୮ ମଧ୍ୟରେ ସାରା ଦେଶରେ ୯୦ ଲକ୍ଷ ନିଯୁକ୍ତି କମିଛି। ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ସଷ୍ଟେନେବୁଲ ଏମ୍ପ୍ଲଏମେଣ୍ଟ ପକ୍ଷରୁ ପ୍ରକାଶିତ...

ଭାରତର ଆନୁମାନିକ ଗ୍ରୋଥ୍‌ ରେଟ୍‌ ହ୍ରାସକଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ, ୧୪।୪: ବିଶ୍ୱ ବ୍ୟାଙ୍କ ପକ୍ଷରୁ ବୁଧବାର ଭାରତ ଏବଂ ସମଗ୍ର ଦକ୍ଷିଣ ଏସିଆ କ୍ଷେତ୍ର ପାଇଁ ନିଜ ବିକାଶ ଅନୁମାନ ହ୍ରାସ କରିଛି। ୟୁକ୍ରେନ୍‌ ସଙ୍କଟ...

Advertisement
Archives

Model This Week