ବାଣିଜ୍ୟ

ସୁଧ ଛାଡ଼ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ବେଳେ ସୁଧ ଛାଡ଼ କରିବା ନେଇ ଅନେକ ପିଟିଶନ ସୁପ୍ରିମକୋର୍ଟରେ ପଡି ରହିଛି। ଚଳିତ ମାସ ୧୯ ତାରିଖଠାରୁ ଏହି ପିଟିଶନ ଉପରେ ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି ଆରମ୍ଭ କରିବେ ବୋଲି ଜଣାପଡିଛି। ଜଷ୍ଟିସ ଅଶୋକ ଭୂଷଣ,…

ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ସ୍ପେସ୍‌ ଏକ୍ସ ଏବଂ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଗତ ଦିନଗୁଡିକରେ ବିଭିନ୍ନ କାରଣ ପାଇଁ ମସ୍କ ବେଶ୍‌…

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର ହୋଇଛି। ଏଥିଲାଗି କମ୍ପାନୀକୁ ୬୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରଡକ୍ଟ ଲାଇନର…

ପୋଷ୍ଟ ଅଫିସର ଏହି ସ୍କ୍ରିମ୍‌ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..

ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍‌ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍‌ରେ ୧୨୪ ମାସ ପର୍ଯ୍ୟନ୍ତ ଟଙ୍କା…

ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା…

୨୬ରେ ଶ୍ରମିକ ସଙ୍ଗଠନଗୁଡିକର ଧର୍ମଘଟ

ନୂଆଦିଲ୍ଲୀ: ଦେଶର ୧୦ ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଚଳିତ ମାସ ୨୬ରେ ଧର୍ମଘଟ ଡାକରା ଦିଆଯାଇଛି। ଏ ନେଇ ସଙ୍ଗଠନଗୁଡିକ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେହିଭଳି ଆସନ୍ତା ସପ୍ତାହରେ କୃଷକମାନେ ୨ ଦିନିଆ ଧର୍ମଘଟକୁ ଓହ୍ଲାଇବେ। ଏହି ଧର୍ମଘଟକୁ ମଧ୍ୟ…

କ୍ରୀସ୍‌ ଗୋପାଳକ୍ରିଷ୍ଣନ ଆର୍‌ବିଆଇ ଇନୋଭେଶନ ହବ୍‌ ଅଧ୍ୟକ୍ଷ

ମୁମ୍ବାଇ:ସେନାପଥୀ(କ୍ରିସ) ଗୋପାଳକ୍ରିଷ୍ଣନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଇନୋଭେଶନ ହବ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଇନଫୋସିସର ସହ ପ୍ରତିଷ୍ଠାତା ଥିବା ବେଳେ ସହ ଅଧ୍ୟକ୍ଷ ଭାର ମଧ୍ୟ ତୁଲାଇଛନ୍ତି। ଅଗଷ୍ଟରେ କେନ୍ଦ୍ରୀୟ ବ୍ୟାଙ୍କ ଇନୋଭେଣନ ହବ୍‌…

ସୀତାରାମନଙ୍କୁ ରିପୋର୍ଟ ଦେଲେ ଅର୍ଥ ଆୟୋଗ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ ଏହାର ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। ଚଳିତ ମାସ ୪ରେ କମିଶନ ଉକ୍ତ ରିପୋର୍ଟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ୧୬ ତାରିଖରେ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛନ୍ତି। ଅର୍ଥ…

ଚଳିତ ଆର୍ଥିକ ଜିଡିପି ୧୦.୩% ଖସିବ: ଗୋଲ୍ଡମ୍ୟାନ ସ୍ୟାଚ୍‌

ମୁମ୍ବାଇ: ବିଦେଶୀ ବ୍ରୋକ୍‌ରେଜ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍‌ ଭାରତ ଲାଗି ପୂର୍ବରୁ କରିଥିବା ଅଭିବୃଦ୍ଧ ଆକଳନକୁ ବଦଳାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୧୦.୩% ହ୍ରାସ ହେବ ବୋଲି ଏହି ଏଜେନ୍ସି କହିଛି। ଏହି ଅବଧିରେ ଭାରତର ଜିଡିପି ୧୪.୮%…

ଭାରତ ଛାଡିପାରେ ଏୟାର ଏସିଆ ଗ୍ରୁପ

କୁଆଲାଲମ୍ପୂର: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣକାରୀ ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ଗ୍ରୁପ ଭାରତ ନିବେଶ ପ୍ରସ୍ତାବ ଉପରେ ବର୍ତ୍ତମାନ ବିଚାର କରୁଛି। ଭାରତରେ ଟାଟା ସହ ମିଳିତ ହୋଇ ଏହି କମ୍ପାନୀ ସେବା ଯୋଗାଣ କରୁଥିବା ବେଳେ…

ଲକ୍ଷ୍ମୀବିଳାସ ବ୍ୟାଙ୍କ ଉଠାଣରେ ଲାଗିଲା କଟକଣା;ମାସିକ ୨୫ ହଜାର ଉଠାଇ ପାରିବେ ଜମାକାରୀ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଉଠାଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ସରକାର ଏବେ ଏହି ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଛନ୍ତି। ଏହାର ଗ୍ରାହକ ଡିସେମ୍ବର ୧୬ ଯାଏ ମାସିକ ୨୫ ହଜାର ଟଙ୍କା ଉଠାଣ କରିପାରିବେ…

ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ ଭର୍ଚୁଆଲ ଫୋରମ୍‌କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?