ବାଣିଜ୍ୟ

୧୦.୭% ଖସିବ ଜିଡିପି:ଏସ୍‌ବିଆଇ ରିପୋର୍ଟ

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦.୭% ଖସିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନରେ…

ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ ୫ ଯାତ୍ରୀ କୋଭିଡ ପଜିଟିଭ ବାହାରିବା କାରଣରୁ ହଂକଂ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସର୍ବାଧିକ ୧୨ ଘଣ୍ଟା କାର୍ଯ୍ୟ ଦିବସ ଲାଗି ପ୍ରସ୍ତାବ

ମୁମ୍ବାଇ: ସର୍ବାଧିକ ୧୨ ଘଣ୍ଟିଆ କାର୍ଯ୍ୟଦିବସ ଲାଗି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ସହ ମଧ୍ୟାନ୍ତର ସମୟ ମଧ୍ୟ ରହିବ। ଅକ୍ୟୁପେଶନାଲ ସେଫ୍ଟି ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିସନ୍ସ(ଓଏସ୍‌ଏସ୍‌) କୋଡ୍‌ ୨୦୨୦ ଡ୍ରାଫ୍ଟ ନିୟମରେ ଏହା ଉଲ୍ଲେଖ ରହିଛି।…

ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଏକ ଅନ୍ତରୀଣ କମିଟି ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦେଇଛି। ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ…

ରିଲାଏନ୍ସ ଫ୍ୟୁଚର ଡିଲ୍‌କୁ ସିସିଆଇ ମଞ୍ଜୁରୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ଡିଲ୍‌କୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିବିଆଇ) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ଡିଲ୍‌କୁ ବାତିଲ କରିବା ଲାଗି ଆମାଜନ ଆପତ୍ତି ଉଠାଇ ଆସିଥିଲା। ବିଭିନ୍ନ ନିୟମକୁ ଫ୍ୟୁଚର…

ଡିଇପିଏମ୍‌ ରେଟ୍‌ ସିଷ୍ଟମ ଜାରି ରହିବ; ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ(ଡିଇପିଏମ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ପୂର୍ବଭଳି ଜାରି ରହିବ। ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରକୁ ଏ ନେଇ ଏକ ଭର୍ଚୁଆଲ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଗଭର୍ନମେଣ୍ଟ ଇ-ନାମ(ଜିଇଏମ୍‌)…

ଭାରତକୁ ୭୦ ହଜାର କୋଟିର ଟିକସ କ୍ଷତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କର୍ପୋରେଟ ଟିକସର ଦୁରୁପଯୋଗ ଏବଂ ବେସରକାରୀ ଟିକସ ଫାଙ୍କି ଯୋଗୁ ସାରା ବିଶ୍ୱର ଦେଶ ସମୂହ ୪୨୭ ବିଲିୟନ ଡଲାରର ଟିକସ ଲାଭ କରିବାରୁ ବଞ୍ଚିତ ହେଉଛନ୍ତି। ଏହି କ୍ଷେତ୍ରରେ ଭାରତ ୭୦ ହଜାର କୋଟି ଟଙ୍କା ଟିକସ…

ନଗଦ ମୋହ ତୁଟୁନି; ଉଠାଉଛନ୍ତି ହାରାହାରି ୫ ହଜାର

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର ଏବେ ଦ୍ରୁତ ହୋଇଛି। ଇଣ୍ଟରନେଟ ଏବଂ ପ୍ରଯୁକ୍ତି ଉନ୍ନତ ହେବା ଯୋଗୁ ପୂର୍ବ ତୁଳନାରେ ଏବେ ଡିଜିଟାଲ ନେଣଦେଣକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଏହା ସତ୍ତ୍ୱେ ଭାରତୀୟଙ୍କ ମଧ୍ୟରେ ରହିଥିବା ନଗଦ ମୋହ ତୁଟୁନି।…

୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ ପରିବର୍ତ୍ତନ ଦେଖାଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୨୧ ପଇସା ବଢ଼ି ୮୧.୮୧ ଛୁଇଁଛି।…

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ ଲଞ୍ଚ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। କମ୍ପାନୀ ଆସନ୍ତା ଜାନୁୟାରୀରେ ଏହା ବଜାରକୁ…

ଆପଣ ଏସବୁ ପାସଓ୍ବାର୍ଡ ରଖିଛନ୍ତି କି, ତୁରନ୍ତ ବଦଳାନ୍ତୁ: ନଚେତ୍‌…

ନୂଆଦିଲ୍ଲୀ,୨୦।୧୧: ୨୦୨୦ର ସବୁଠୁ ଦୁର୍ବଳ ପାସୱାର୍ଡର ତାଲିକା ପ୍ରକାଶ ପାଇଛି। ଏଥିରେ କେତେଥର ପାସୱାର୍ଡ ଲିକ ହୋଇଛି କିମ୍ବା କେତେ ଥର ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ସହଜରେ ମନେ ରଖିବା ପାଇଁ…

୫୮୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିଲା। ଗୁରୁବାର ଏଥିରେ ପ୍ରଭାବ ଦେଖାଯାଇଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୮୦ ପଏଣ୍ଟ (୧.୩୧%) ଖସିବା ଯୋଗୁ କାରବାର ୪୩,୬୦୦ ପଏଣ୍ଟ ସ୍ତରରେ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?