ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ ୧୦% ଅଂଶଧନ ସରକାର ବିକ୍ରି କରିପାରନ୍ତି। ଏ ନେଇ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ…
ଜିଏସ୍ଟି ପଞ୍ଜୀକରଣ କଡ଼ାକଡ଼ି କରିବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ପଞ୍ଜୀକରଣ ଧାରାକୁ କଡ଼ାକଡ଼ି କରିବାକୁ ଜିଏସ୍ଟି ପରିଷଦର ଆଇନ ସଂକ୍ରାନ୍ତ କମିଟି ପ୍ରସ୍ତାବ ଦେଇଛି। ଜାଲ୍ ଇନଭଏସ୍ ଦ୍ୱାରା ଠକେଇ ହେଉଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ କମିଟି ପ୍ରସ୍ତାବ ଦେଇଥିବା…
୫୦ ହଜାର କୋଟି ନିବେଶ କଲେଣି ବିଦେଶୀ ନିବେଶକ
ନୂଆଦିଲ୍ଲୀ: କରୋନା ଟିକା ସଫଳ ହେଉଥିବା ଖବର ଭାରତୀୟ ପୁଞ୍ଜି ବଜାର ଉପରେ ଭଲ ପ୍ରଭାବ ପକାଇଛି। ଫଳରେ ନଭେମ୍ବର ମାସ ଅଦ୍ୟାବଧି ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି।…
୩୦% ବଢ଼ିଛିି ଖାଇବା ତେଲ ଦର
ନୂଆଦିଲ୍ଲୀ,୨୨।୧୧: ଉତ୍ପାଦନକାରୀ ରାଷ୍ଟ୍ରରେ ଶ୍ରମଶକ୍ତିର ଅଭାବ ଓ ଆମଦାନୀ କାରଣରୁ ଭାରତରେ କ୍ରମାଗତ ଭାବେ ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ଯୋଗୁ ସାଧାରଣଲୋକ ଆର୍ଥିକ ମାନ୍ଧାବସ୍ଥା ଦେଇ ଗତି କରୁଥିବା ବେଳେ ବଜାରରେ ଏଭଳି ମହଙ୍ଗା…
ଜି-୨୦ ସମିଟ୍: ନୂଆ ବିଶ୍ୱ ସୂଚକାଙ୍କ ପ୍ରସ୍ତାବ ଦେଲେ ମୋଦି
ନୂଆଦିଲ୍ଲୀ, ୨୨।୧୧: ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ଜି୨୦ ସମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗଦେଇଛନ୍ତି। ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀର ସୁଯୋଗ ବୁଝିବା’ ସମିଟ୍ର ମୁଖ୍ୟ ପ୍ରସଙ୍ଗ ରହିଛି। ସାଉଦି ରାଜା ସଲମାନ…
ସବୁ ଟଙ୍କା ନ ଦେଲେ ସୁବ୍ରତଙ୍କ ଅଡ଼ୁଆ ବଢ଼ିବ
ମୁମ୍ବାଇ,୨୨।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ ବୋଲି ସୂଚନା ମିଳିଛି। ସୁରକ୍ଷା ଏବଂ ବିନିମୟ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ପିଟିଶନ କରାଯାଇଛି। ଏହି ମାମଲାରେ ସୁବ୍ରତ ପ୍ରାୟ ୬୩ ହଜାର କୋଟି ଟଙ୍କା…
ଦକ୍ଷିଣ ଭାରତ ବୁଲିବାକୁ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୨୨।୧: ପରିଭ୍ରମଣକାରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଉକ୍ତ ଟ୍ରେନ୍ର ନାମ ରହିଛି ‘ଭାରତ ଦର୍ଶନ’, ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ଦକ୍ଷିଣ ଭାରତର ସମସ୍ତ ପର୍ଯ୍ୟଟନସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରାଇବାର ଯୋଜନା ରହିଛି। ଏହି…
‘୫ବର୍ଷରେ ଦ୍ୱିଗୁଣିତ ହେବ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା’
ନୂଆଦିଲ୍ଲୀ,୨୨।୧୧: ଆଗାମୀ ୫ ବର୍ଷ ମଧ୍ୟରେ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି। ଶନିବାର ମୋଦି ଏ ସମ୍ପର୍କରେ ଏକ ବିସ୍ତୃତ ମନ୍ତବ୍ୟ ଦେଇ କହିଥିଲେ, ପୂର୍ବରୁ ଜୁନ୍ ମାସରେ…
ଗ୍ରାହକଙ୍କୁ ସତର୍କ କଲା ଏସ୍ବିଆଇ, ଏହି ଦିନ ଉପୁଜିପାରେ ବଡ଼ ସମସ୍ୟା
ନଭେମ୍ବର ୨୨ ଅର୍ଥାତ୍ ଆସନ୍ତା ରବିବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେବା ବ୍ୟାହତ ହେବା ନେଇ ବ୍ୟାଙ୍କ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଅଫିସିଆଲ ଓ୍ବେବ୍ସାଇଟ୍ରେ ଟୁଇଟ୍ କରି ଲେଖିଛି ଯେ,…
ସୁପ୍ରିମକୋର୍ଟଙ୍କୁ ଇଡିର ପ୍ରତିଶ୍ରୁତି; ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ହେବନି
ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛି। ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟ ଖଣ୍ଡପୀଠକୁ କହିଛନ୍ତି ଯେ,…
ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ
ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଅପିଲ କରିଛି। ସାହାରା ଗ୍ରୁପ ୬୨ ହଜାର କୋଟି ଟଙ୍କା…
୨୮୨ ପଏଣ୍ଟ ବଢିଲା ସେନ୍ସେକ୍ସ
ମୁମ୍ବାଇ: ଗୋଟିଏ ଦିନ ଖସିଲା ପରେ ଭାରତୀୟ ପୁଞ୍ଜି ବଜାରରେ ଶୁକ୍ରବାର କାରବାର ପୁଣି ଥରେ ଟ୍ରାକକୁ ଫେରିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ୨୮୨ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଶ୍ୱ ସ୍ତରରେ ଶେୟାର ବଜାର କାରବାର ଉନ୍ନତ…

