୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ଦେବ ଇଓ୍ବାଇ

ନୂଆଦିଲ୍ଲୀ: ପ୍ରଫେଶନାଲ ସର୍ଭିସ ଫାର୍ମ ଇଓ୍ବାଇ ୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ପ୍ରଦାନ କରିବ। କ୍ୟାଲେଣ୍ଡର ବର୍ଷ ୨୦୨୧ ଲାଗି କମ୍ପାନୀ ବିଭିନ୍ନ ଟେକ୍ନୋଲୋଜି ରୋଲ୍‌ ଲାଗି ଏଭଳି ନିଯୁକ୍ତି ଦେବ ବୋଲି ଜଣାପଡିଛି। କମ୍ପାନୀର ଗ୍ଲୋବାଲ ଡେଲିଭରି ସେଣ୍ଟର ସମେତ ସବୁ ମେମ୍ବର ଫାର୍ମଗୁଡିକରେ ଡିଜିଟାଲ କ୍ଷମତା ବୃଦ୍ଧି ଏବଂ ଏଣ୍ଡ ଟୁ ଏଣ୍ଡ ବିଜ୍‌ନେସ ସଲ୍ୟୁଶନ ଯୋଗାଣ ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମେଟିକ୍ସ ଭଳି କ୍ଷେତ୍ରଗୁଡିକରୁ ଏଭଳି ନିଯୁକ୍ତି କରାଯିବ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ, ସାଇବର ସିକ୍ୟୁରିଟି, ଆନାଲିଟିକ୍ସ ଏବଂ ଏମର୍ଜିଂ ଟେକ୍ନୋଲୋଜି ଭଳି କ୍ଷେତ୍ରରେ କମ୍ପାନୀ ଏହାର କ୍ଷମତା ବଢାଇବା ଦିଗରେ ଯୋଜନା ରଖିଛି। ଇକୋସିଷ୍ଟମକୁ ଦୃଢ କରିବା ଦିଗରେ କମ୍ପାନୀ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ନେଉଥିବା ଇଓ୍ବାଇ ଇଣ୍ଡିଆର କନ୍‌ସଲ୍‌ଟିଂ ପ୍ରାକ୍ଟିସ ଲିଡର ଏବଂ ପାର୍ଟନର ରୋହନ ସଚଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ...

କରୋନା ଯୋଦ୍ଧାଙ୍କୁ ଏଲ୍‌ଆଇସିର ସମ୍ବର୍ଦ୍ଧନା

ଭୁବନେଶ୍ୱର,୩। ୫: ଲକ୍‌ଡାଉନ ସମୟରେ ଏଲ୍‌ଆଇସିର ମଣ୍ଡଳ କାର୍ଯ୍ୟାଳୟ କାର୍ଯ୍ୟ ଜାରି ରହିଛି। କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ଏଲଆଇସି ସମର୍ଥନ ଜଣାଇଛି।...

ଆଦାନୀ ଦେବ ଓଡ଼ିଶାକୁ ଆଲୋକ;ଓପିଜିସିର ୪୯% ଅଂଶଧନ ହାସଲ କଲା

ଭୁବନେଶ୍ୱର,୨୪।୬ (ବ୍ୟୁରୋ) :ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ...

ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ଯାନ (କାର୍‌)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି...

ସ୍ପର୍ଶ ହସ୍ପିଟାଲ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର,୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ପର୍ଶ ଗ୍ରୁପ୍‌ ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ...

ଭିଜିଆଇଆର୍‌ରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବରରେ ଏକ ଭର୍ଚୁଆଲ ଗ୍ଲୋବାଲ ଇନ୍‌ଭେଷ୍ଟର ରାଉଣ୍ଡଟେବୁଲ (ଭିଜିଆଇଆର୍‌)ରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏବଂ...

୧.୬%କୁ ଖସିପାରେ ବିକାଶ ହାର

ନୂଆଦିଲ୍ଲୀ,୯।୪: ୨୦୨୦-୨୧ରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୧.୬%କୁ ଖସିପାରେ। ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ପକ୍ଷରୁ ଏଭଳି ଅନୁମାନ କରାଯାଇଛି। ୨୦୧୯-୨୦ ଲାଗି ଘରୋଇ ବଜାରର...

ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି...

Advertisement
Archives

Model This Week