ବାଣିଜ୍ୟ

ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କେନ୍ଦ୍ର କର୍ମଚାରୀମାନେ ଅଧିକ ବେତନ ଲାଭ କରିପାରନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଦେଖାଯାଇଥିବା ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଏପ୍ରିଲରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ପ୍ରଦାନକୁ ବନ୍ଦ ରଖିଥିଲେ। ଏହା ପୁଣି ଥରେ…

ପିଏମ୍‌ସି ବ୍ୟାଙ୍କ ଉପରେ କଟକଣା ମାର୍ଚ୍ଚ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ: ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କ ଉପରେ କଟକଣାକୁ ରିଜର୍ଭ ବ୍ୟାଙ୍କ ୨୦୨୧ ମାର୍ଚ୍ଚ ୩୧ ଯାଏ ବଢ଼ାଇଛି। ଏହି କଟକଣା ଆଉ ୩ ମାସ ବଢିଥିବା ଜଣାପଡିଛି। ବ୍ୟାଙ୍କର ପୁନରୁଦ୍ଧାର ଲାଗି…

କୋକାକୋଲାରୁ ଛଟେଇ ହେବେ ୨,୨୦୦ କର୍ମଚାରୀ

ନୂଆଦିଲ୍ଲୀ: ପ୍ରମୁଖ ମୃଦୁପାନୀୟ କମ୍ପାନୀ କୋକାକୋଲା ପୁଣି ଥରେ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ଏଥିରେ ଆମେରିକାର ୧୨୦୦ ନିଯୁକ୍ତି ମଧ୍ୟ ସାମିଲ ରହିଛି। କମ୍ପାନୀ ଏହାର ପୁନର୍ଗଠନ ଯୋଜନା ମୁତାବକ ଏଭଳି ପଦକ୍ଷେପ ହାତକୁ ନେଇଛି। ଏହା…

ଜାନୁୟାରୀରୁ ବଢ଼ିପାରେ କାର୍‌ ମୂଲ୍ୟ

ନୂଆଦିଲ୍ଲୀ: ବିକ୍ରି ଏବଂ ରାଜସ୍ବରେ ସାମାନ୍ୟ ସ୍ଥିତି ହାସଲ କରିବା ଲାଗି ଭାରତୀୟ କମ୍ପାନୀଗୁଡିକୁ ଏକ ଲମ୍ବା ଯାତ୍ରା କରିବାକୁ ହେବ। ବର୍ତ୍ତମାନ ଅଟୋମୋବାଇଲ ବଜାର କରୋନା ଝଟକାରୁ ମୁକୁଳିପାରିନାହିଁ। ବଜାର ଆଗାମୀ ଦିନରେ ମଧ୍ୟ ଚାହିଦା ହ୍ରାସ ସମସ୍ୟା ସାମ୍ନା…

୧୦ ଲକ୍ଷଙ୍କୁ ମିଳିପାରେ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଫୁଡ୍‌ ସର୍ଭିସେସ୍‌ ଇଣ୍ଡଷ୍ଟ୍ରିଜରେ ପୁଣି ଥରେ ସୁଧାର ପରିଲକ୍ଷିିତ ହୋଇଛି। ଏକ ରିପୋର୍ଟ ମୁତାବକ, ଏହି ଶିଳ୍ପ ୨୦୨୧ରେ ପୁଣି ଥରେ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ସର୍ଭିସ ଯୋଗାଣକାରୀ…

ପୁଞ୍ଜିବଜାର ଲଗାତର ୬ ଦିନ ଧରି ଊର୍ଦ୍ଧ୍ୱଗାମୀ

ନୂଆଦିଲ୍ଲୀ: ଲଗାତର ୬ ଦିନ ହେବ ଦେଶର ପୁଞ୍ଜି ବଜାରରେ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଶୁକ୍ରବାର ସେନ୍‌ସେକ୍ସ ୭୦ ପଏଣ୍ଟ ବଢିବା ଯୋଗୁ ନୂଆ ଉଚ୍ଚତମ ସ୍ତରରେ ପହଞ୍ଚିଯାଇଛି। ଇନ୍‌ଫୋସିସ୍‌, ଆଇସିଆଇସିଆଇ ବ୍ୟାଙ୍କ, ଟିସିଏସ୍‌ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର…

ଯାତ୍ରୀ ଚାହିଦା ଭିତ୍ତିରେ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଯାତ୍ରୀ ଚାହିଦାକୁ ନଜରରେ ରଖି ରେଲଓ୍ବେ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଯୋଜନା ରଖିଛି। ସେହିଭଳି ୨୦୨୪ ସୁଦ୍ଧା ବର୍ତ୍ତମାନର ଓ୍ବେଟିଂ ଲିଷ୍ଟ ତାଲିକାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ୍‌ ରେଲଓ୍ବେ ମାଲବାହୀ ଟ୍ରେନ ଚଳାଚଳକୁ ବଢ଼ାଇବା ନେଇ…

ନୀତା ଅମ୍ବାନୀଙ୍କ ଏହି କଥା ରଖିଲେ ଭାବି ସାନ ବୋହୂ ରାଧିକା

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଯେତେବେଳେ ବି ଯାହା ପିନ୍ଧନ୍ତି ଭାରି ସୁନ୍ଦର ଦେଖାଯାଆନ୍ତି। କିନ୍ତୁ ପାରମ୍ପରିକ ପୋଷାକ କ୍ଷେତ୍ରରେ ସେ ସବୁବେଳେ ଭାବି ଶାଶୁ…

ଚଳିତ ମାସ ଶେଷ ସୁଦ୍ଧା ସୁଧ ଦେବ ଇପିଏଫ୍‌ଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଚଳିତ ମାସ ଶେଷ ସୁଦ୍ଧା ୮.୫% ସୁଧ ପ୍ରଦାନ କରିବ। ପ୍ରାୟ ୬ କୋଟି ଉପଭୋକ୍ତାଙ୍କ ଖାତାରେ ଏହି ସୁଧ ରାଶି ଜମା କରାଯିବ…

ହ୍ବାଟ୍ସଆପ୍‌ରେ ବୀମା ପଲିସି କ୍ରୟ ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଟ୍‌ ଆପ୍‌ ନିକଟରେ ଭାରତରେ ପେମେଣ୍ଟ ସେବା ଉପଲବ୍ଧ କରାଇଛି। ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ସହଭାଗିତାରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସେବାକୁ ଆରମ୍ଭ କରାଇଛି। ଏହି ୪ ବ୍ୟାଙ୍କର ଗ୍ରାହକ ହ୍ବାଟ୍ସଆପ୍‌…

ଘରମାଲିକ-ଭଡ଼ାଟିଆଙ୍କ ମାମଲା ମଧ୍ୟସ୍ଥତାରେ ବିଚାର ହେବ

ନୂଆଦିଲ୍ଲୀ: ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦ ରହିଥିଲେ ଏହାର ସମାଧାନ ଲାଗି ଆଉ କୋର୍ଟ ଚକ୍କର ଚଲାଇବାକୁ ପଡିବ ନାହିଁ। ଆର୍ବିଟ୍ରେଶନ ବା ମଧ୍ୟସ୍ଥତା ଜରିଆରେ ଏହି ମାମଲାଗୁଡ଼ିକର ସମାଧାନ କରାଯାଇପାରିବ। ଅତ୍ୟଧିକ ଖର୍ଚ୍ଚ ଏବଂ ଲମ୍ବା…

ସବୁ ରେକର୍ଡ ଭାଙ୍ଗିଲା ବିଟ୍‌ କଏନ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ବୁଧବାର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମଥର ଲାଗି ଏହି କ୍ରିପ୍ଟୋ କରେନ୍ସିର ମୂଲ୍ୟ ୨୦ ହଜାର ଡଲାର (ପ୍ରାୟ ୧୫ ଲକ୍ଷ) ଟପିଛି। ଚଳିତ ବର୍ଷ ଏହାର ମୂଲ୍ୟ ପ୍ରାୟ ୧୭୦%ରୁ ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?