ବାଣିଜ୍ୟ

ନୀରବ ମୋଦି ଭାଇଙ୍କ ବିରୋଧରେ ଠକେଇ ମାମଲା

ନୂଆଦିଲ୍ଲୀ: ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କା ଠକେଇରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ଏବେ ପ୍ରତ୍ୟର୍ପଣ ମାମଲା ରୁଜୁ ହୋଇଛି। ତାଙ୍କ ଭାଇ ନେହାଲ ମୋଦିଙ୍କ ବିରୋଧରେ ରବିବାର ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ନେହାଲଙ୍କ ବିରୋଧରେ…

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮ କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ ନେଇ ଏହି ରାଜ୍ୟଗୁଡ଼ିକୁ ଅନୁମତି ମିଳିଛି। ଇଜ୍‌…

ଫେବୃୟାରି ୨୮ ସୁଦ୍ଧା ଲାଇଫ ସାର୍ଟିଫିକେଟ ଦେବେ ପେନସନଭୋଗୀ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ପେନଶନଭୋଗୀଙ୍କୁ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ୨୦୨୧ ଫେବୃୟାରୀ ୨୮ ସୁଦ୍ଧା ପେନଶନଭୋଗୀ ଲାଇଫ ସାର୍ଟିଫିକେଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ମହାମାରୀକୁ ଧ୍ୟାନରେ ରଖି ପେନସନଭୋଗୀଙ୍କ ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ଅବଧିକୁ…

ବିଳମ୍ବ ହୋଇପାରେ ଏୟାର ଇଣ୍ଡିଆ ଘରୋଇକରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ପାରେ। ଏହା ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଆଉ ୩ ମାସ ସମୟ ରହିଛି। ଏହି…

ପେଟିଏମ୍‌ ଜରିଆରେ ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର: ମିଳୁଛି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ !

ନୂଆଦିଲ୍ଲୀ,୨୦।୧୨: ପେଟିଏମ୍‌ ମୋବାଇଲ ଆପ୍‌ ଜରିଆରେ ଏଲ୍‌ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି ଅଫର ଆଣିଛି। ଯଦି ଆପଣ ଅନ୍ୟ କୌଣସି ମାଧ୍ୟମରେ ସିଲିଣ୍ଡର ବୁକିଂ କରି ଆସୁଥିଲେ…

ପହିଲାରୁ ବଦଳିବାକୁ ଯାଉଛି ବ୍ୟାଙ୍କିଂ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ,୨୦।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନରୁ ବ୍ୟାଙ୍କିଂ ସହ ଜଡ଼ିତ କାମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଆପଣଙ୍କ ଉପରେ ସିଧା ପ୍ରଭାବ ପକାଇବ। ଜାନୁଆରୀ ପହିଲାରୁ ୫୦ହଜାରରୁ ଅଧିକ ଚେକ୍‌ ଟ୍ରାନ୍ଜାକ୍ସନ…

ବିଟ୍‌କଏନ ଭାଲ୍ୟୁ ୫୦ଲକ୍ଷ ଟପିବ

ମୁମ୍ବାଇ,୨୦।୧୨: କମ୍‌ ସମୟରେ ଧନୀ ହେବା ଏବଂ ଆବଶ୍ୟକଠାରୁ ଅଧିକ ଧନ କମାଇବାର ନିଶା ସାରା ବିଶ୍ୱବାସୀଙ୍କୁ ଏକ ପ୍ରକାର ମାୟାରେ ଛନ୍ଦିଦେଇଛି। ବର୍ତ୍ତମାନ ଏହି ଧନ ଅର୍ଜନ ଲୋଭରେ ସାରା ବିଶ୍ୱର ସବୁବର୍ଗର ଲୋକ ବିଟ୍‌ କଏନ ନିବେଶରେ ଲାଗିପଡିଛନ୍ତି।…

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ ଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ଏଥିରେ ୯ମ ସ୍ଥାନକୁ ଖସିଆସିଥିବା ସୂଚନା…

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ପୁରସ୍କାର

ଭୁବନେଶ୍ୱର,୨୦।୧୨: ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷ ପାଇଁ ସିଆଇଆଇ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଶହେ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ ‘ବିଦିନ ଦି ଫେନ୍ସ ବର୍ଗ’ରେ ଉଲ୍ଲେଖନୀୟ ଜଳ ପରିଚାଳକ ୟୁନିଟ ଭାବେ ଏହି…

ଏକ ଡଲାରରେ ଫିନାବ୍ଲରକୁ କିଣିଲା ଇସ୍ରାଏଲ-ୟୁଏଇ ଗ୍ରୁପ୍‌

ମୁମ୍ବାଇ,୨୦।୧୨: ବିଦେଶରେ ବ୍ୟବସାୟିକ କ୍ଷତି ଓ ଠକେଇ ଭଳି ଅଭିଯୋଗ ଲାଗି ଜଣେ ପ୍ରବାସୀ ଭାରତୀୟ ଉଦ୍ୟୋଗପତି ବି.ଆର୍‌. ସେଟ୍ଟୀ ମାତ୍ର ୧ ଡଲାରରେ ତାଙ୍କ କମ୍ପାନୀକୁ ବିକିଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ତାଙ୍କ କମ୍ପାନୀର ମୂଲ୍ୟ ୧.୫ ରୁ ୨ ବିଲିୟନ…

ଠିକ୍‌ ସମୟରେ ମିଳିଲାନି ଦରମା, କର୍ମଚାରୀ ଫୋନ୍‌ ଭାଙ୍ଗିବା ପରେ ଆପଲ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯ା୧୨: ବିଶ୍ୱର ସର୍ବୋତ୍ତମ ବୈଷୟିକ କମ୍ପାନୀ ମଧ୍ୟରେ ଥିବା ଓ୍ବିଷ୍ଟ୍ରନ କମ୍ପାନୀ ଦରମା ନ ଦେବାରୁ କର୍ମଚାରୀମାନେ ଫୋନ୍‌ ଭାଙ୍ଗିବା ପରେ ଆପଲ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ତାଇଓ୍ବାନ କମ୍ପାନୀକୁ ଦିଆଯାଇଥିବା ଚୁକ୍ତିଗୁଡ଼ିକର…

୭,୯୨୬ କୋଟିର ବ୍ୟାଙ୍କ ଠକେଇ

  ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ଠକେଇ ମାମଲା ବଢିବାରେ ଲାଗିଛି। ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି ପଞ୍ଜାବ ନ୍ୟାଶନାଲ (ପିଏନ୍‌ବି)କୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରିବା ପରେ ବର୍ତ୍ତମାନ ଆଉ ଏକ ବଡ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?