ବାଣିଜ୍ୟ

୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ସେହିଭଳି ୨୦୩୦ ବେଳକୁ ତୃତୀୟ ସ୍ଥାନରେ ରହିବ…

ଗଡ଼ିବ ୧୦୦ତମ କିଷାନ ରେଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୮ରେ ଭିଡିଓ କନ୍‌ଫରେନ୍ସ ଯୋଗେ ୧୦୦ତମ କିଷାନ ରେଳର ଶୁଭାରମ୍ଭ କରିବେ। ଏହା ମହାରାଷ୍ଟ୍ରର ସାଙ୍ଗୋଲାଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ…

୧୦ ବର୍ଷ ମଧ୍ୟରେ ଭାରତ ହେବ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୬।୧୨: ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ। ରିସର୍ଚ୍ଚ ସଂସ୍ଥା ଥିଙ୍କ୍‌ ଟାଙ୍କ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୦୩୦ ବେଳକୁ ଭାରତ ଏହି ସ୍ଥାନ…

୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ଦେବ ଇଓ୍ବାଇ

ନୂଆଦିଲ୍ଲୀ: ପ୍ରଫେଶନାଲ ସର୍ଭିସ ଫାର୍ମ ଇଓ୍ବାଇ ୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ପ୍ରଦାନ କରିବ। କ୍ୟାଲେଣ୍ଡର ବର୍ଷ ୨୦୨୧ ଲାଗି କମ୍ପାନୀ ବିଭିନ୍ନ ଟେକ୍ନୋଲୋଜି ରୋଲ୍‌ ଲାଗି ଏଭଳି ନିଯୁକ୍ତି ଦେବ ବୋଲି ଜଣାପଡିଛି। କମ୍ପାନୀର ଗ୍ଲୋବାଲ ଡେଲିଭରି ସେଣ୍ଟର ସମେତ…

ଭୋଡାଫୋନ ଟିକସ ମାମଲାରେ ସରକାରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭୋଡାଫୋନ ପିଏଲ୍‌ସି ଟିକସ ମାମଲାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସରକାର ସିଙ୍ଗାପୁରରେ ଚ୍ୟାଲେଞ୍ଜ କରିଛନ୍ତି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ରଏଟର୍ସକୁ ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ସରକାର କେୟର୍ନ ଏନର୍ଜି ମାମଲାରେ ମଧ୍ୟ…

ତୃତୀୟ ତ୍ରୈମାସରେ ସକାରାତ୍ମକ ଅଭିବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ସକାରାତ୍ମକ ରହିବ। କୋଭିଡ୍‌-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଥିଲା। ହେଲେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ରହିଥିବା ଆର୍‌ବିଆଇ ଷ୍ଟେଟ୍‌ ଅଫ୍‌ ଇକୋନୋମି ବୁଲେଟିନ ନାମକ…

୫୨୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଲଗାତର ତୃତୀୟ ସେସନ ଲାଗି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୫୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ବଢିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୫୨୯ ପଏଣ୍ଟ(୧.୧୪%) ଊର୍ଦ୍ଧ୍ୱରେ ରହି ୪୬,୯୭୪ ପଏଣ୍ଟରେ ବନ୍ଦ…

୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଶୁକ୍ରବାର ବଡ଼ଦିନ ପଡୁଥିବାରୁ ଏହିଦିନ ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୨୬ ଏବଂ ୨୭ ତାରିଖ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି। ୨୬ରେ ଚତୁର୍ଥ ଶନିବାର ଏବଂ ୨୭ ଡିସେମ୍ବରରେ ରବିବାର…

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ଅମ୍ବାନୀ ପରିବାରର ଏହି ବିବାହରେ ଦେଶ, ବିଦେଶରୁ ଅନେକ ବଡ ବଡ଼ ଲୋକ…

ଭାରତ ହାରିଲା କେୟର୍ନ ଟିକସ ମାମଲା

ନୂଆଦିଲ୍ଲୀ,୨୪।୧୨ : ବ୍ରିଟେନର ଶକ୍ତିି କମ୍ପାନୀ କେୟର୍ନ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଚାଲିଥିବା ଟିକସ ମାମଲାରେ ଭାରତକୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଉକ୍ତ କମ୍ପାନୀକୁ ୧.୪ ବିଲିୟାନ ଡଲାର (ପ୍ରାୟ ୮ ହଜାର କୋଟି ଟଙ୍କା) କ୍ଷତିପୂରଣ ଦେବାକୁ…

ହ୍ବାଟ୍ସଆପ୍‌ରୁ ନିଜର ଗୋପନୀୟ ଚାଟ୍‌କୁ ଡିଲିଟ୍‌ ନ କରି ଏଭଳି ଲୁଚାନ୍ତୁ: ଦରକାର ସମୟରେ ସହଜରେ ମିଳିଯିବ

ନୂଆଦିଲ୍ଲୀ,୨୩।୧୨: ଫେସବୁକ୍‌ର ମେସେଜିଂ ଆପ୍‌ ‘ହ୍ବାଟ୍ସଆପ୍‌’ ବିଶ୍ୱରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଆପ୍‌। ଏଥିରେ ଚାଟ୍‌ କରିବା ସମୟରେ କିଛି କଥା ପ୍ରତି ଅନେକେ ଡ଼ରିଥାନ୍ତି। ସେଇଟି ହେଲା ଗୋପନୀୟ ଚାଟ୍‌କୁ କେହି ପଢ଼ିଦେବେନି ତ। ଏଥିପାଇଁ ସେମାନେ ଚାଟ୍‌କୁ ଡିଲିଟ୍‌…

୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ ଡେଟ୍‌ ଦ୍ୱାରା ଏଭଳି ପାଣ୍ଠି ସଂଗ୍ରହ କରାଯିବ। ନିୟାମକ ଆବଶ୍ୟକତା ଏବଂ ଋଣ ଯୋଗାଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?