ବାଣିଜ୍ୟ

୬.୩% ବଢ଼ିଲା ବିମାନ ଇନ୍ଧନ

ନୂଆଦିଲ୍ଲୀ : ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ବା ବିମାନ ଇନ୍ଧନ ୬.୩% ବୃଦ୍ଧି ଘଟିଛି। ଏହା କିଲୋଲିଟର ପିଛା ୨୯୪୧.୫ ଟଙ୍କା ବଢ଼ିବାରୁ ନୂଆଦିଲ୍ଲୀରେ ଦର ୪୯,୧୬୧ ଟଙ୍କାକୁ ବୃଦ୍ଧିପାଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ଲାଗି ଏଟିଏଫ୍‌ ମୂଲ୍ୟରେ…

ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ଉପହାର: ଏୟାର ଇଣ୍ଡିଆରେ ଯାତ୍ରାରେ ଦେବାକୁ ପଡ଼ିବ ଅଧା ଭଡ଼ା

ନୂଆଦିଲ୍ଲୀ,୧୬।୧୨: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପହାର ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଏଣିକି ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ଦେବାକୁ ପଡ଼ିବ। ୬୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ…

ଆସନ୍ତା ୨୦ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ ଭାରତ: ଅମ୍ବାନୀ

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଏକ ଭିଡିଓ ବାର୍ତ୍ତାଳାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା କହିଛନ୍ତି। ଅମ୍ବାନୀ କହିଛନ୍ତି, ହ୍ବାଟ୍ସଆପ୍‌ର…

ଟାଟା ହାତକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ସରକାର ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ଏହି ବିମାନ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗନେବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ବା ଆଗ୍ରହ ପତ୍ର ଦାଖଲ କରିବାର ସୀମା ଧାର୍ଯ୍ୟ…

ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (ଡବ୍ଲ୍ୟୁପିଆଇ)୯ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ନଭେମ୍ବରରେ ଏହା ୧.୫୫% ସ୍ତର ଛୁଇଁଛି। ମାନୁଫାକ୍‌ଚର ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରଦାମ ସ୍ବାଭାବିକ ରହିଛି।…

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ରାଶି ଭାବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସପ୍ତମ କିସ୍ତି ଭାବେ ଆଉ ୬ ହଜାର କୋଟି ଟଙ୍କା ସୋମବାର ପ୍ରଦାନ କରିଛନ୍ତି। ସରକାର ଏବେ ସୁଦ୍ଧା ରାଜ୍ୟଗୁଡିକୁ ୪୨ ହଜାର କୋଟି…

ଖୁଚୁରା ମୁଦ୍ରାସ୍ଫୀତି ୬.୯୩%

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରେ ୬.୯୩% ସ୍ତରକୁ ଖସିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି। ହେଲେ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ଊର୍ଦ୍ଧ୍ୱରେ ରହିଥିବା ଜଣାପଡିଛି। ଅକ୍ଟୋବର ମାସରେ ଖାଉଟି ମୂଲ୍ୟସୂଚୀ (ସିପିଆଇ)ଭିତ୍ତିକ…

ପ୍ରାକ୍‌ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦେଶର ଶିଳ୍ପଜଗତ ନିବେଦନ କରିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପ୍ରାକ୍‌ ବଜେଟ ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଦେଶର ଶିଳ୍ପ ଜଗତ ସରକାରଙ୍କୁ ଏଭଳି…

ଗୁଗଲର ବିଭିନ୍ନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଗୁଗଲର ଇ-ମେଲ୍‌ ସମେତ ଜି-ମେଲ୍‌ ସହ ଅନ୍ୟ ବିଭିନ୍ନ ସେବା ସୋମବାର ଅପରାହ୍ନରେ ବାଧାପ୍ରାପ୍ତ ହୋଇଛି। କେଉଁ କାରଣ ଯୋଗୁ ସେବାରେ ବାଧା ଆସିଲା ସେ ନେଇ କମ୍ପାନୀ କିଛି ସ୍ପଷ୍ଟ କରିନାହିଁ। ଅଗଷ୍ଟ ମାସରେ ମଧ୍ୟ…

ଜୟପୁରରେ ସ୍ଥାପନ ହେବ ନୂଆ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର

ନୂଆଦିଲ୍ଲୀ: ଜୟପୁରରେ ଏକ ସ୍ବୟଂକ୍ରିୟ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର ସ୍ଥାପନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନୋଟ୍‌ର ବର୍ଦ୍ଧିତ ପ୍ରଚଳନକୁ ଧ୍ୟାନରେ ରଖି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଯୋଜନା ହାତକୁ ନେବ ବୋଲି ଜଣାପଡ଼ିଛି।…

ଆଜିଠାରୁ ୨୪ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖ(ସୋମବାର)ରୁ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସେବା ୨୪ ଘଣ୍ଟିଆ ହେବ। ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ସୁବିଧା ସମ୍ପର୍କରେ ଘୋଷଣା କରିଛି। ରବିବାର ରାତି ୧୨.୩୦ରୁ ଆର୍‌ଟିଜିଏସ୍‌କୁ ୨୪…

ବ୍ୟାଙ୍କଗୁଡ଼ିକୁ ମିଳିପାରେ ୧୪,୫୦୦ କୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ୪ର୍ଥ ତ୍ରୈମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସରକାର ୧୪,୫୦୦ କୋଟି ଟଙ୍କା ଯୋଗାଣ କରିପାରନ୍ତି। ଏହା ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରିପାରେ ବୋଲି ଏକ ରିପୋର୍ଟ ଆସିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମାର୍ଦ୍ଧରେ ସରକାର ବ୍ୟାଙ୍କଗୁଡିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?