ଗ୍ରାଜୁଏଶନ୍ କରିଥିଲେ ସରକାରୀ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ: ମାସିକ ବେତନ ୬୨ ହଜାର ଟଙ୍କା
ଏକ୍ସପୋର୍ଟ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଇସିଜିସି) ପ୍ରୋବେସନାରୀ ଅଫିସର ପଦବୀରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ଯୋଗ୍ୟତା, ବେତନ, ଆବେଦନ ଶୁଳ୍କ ସହିତ ସମସ୍ତ ଆବଶ୍ୟକୀୟ ସୂଚନା ବିଜ୍ଞପ୍ତିରେ ଉପଲବ୍ଧ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତି ଡାଉନଲୋଡ…
ନୂଆ ରେକର୍ଡ ସୃଷ୍ଟି କଲା ଫେସ୍ବୁକ୍: ହ୍ବାଟ୍ସଆପ୍ରେ ୧୪୦ କୋଟି ଭିଡିଓ, ଭଏସ୍ କଲ୍
ନୂଆଦିଲ୍ଲୀ,୩।୧: କରୋନା ମହାମାରୀର କଟକଣା ମଧ୍ୟରେ ନୂଆବର୍ଷକୁ ଭିନ୍ନ ଭିନ୍ନ ମାଧ୍ୟମରେ ସ୍ବାଗତ ଜଣାଇଛନ୍ତି ସାରା ବିଶ୍ବବାସୀ। ଏହି ଅବସରରେ ସୋସିଆଲ ମିଡିଆ ଆପ୍ ଫେସ୍ବୁକ୍, ହ୍ବାଟ୍ସଆପ ସମେତ ଏହାର ଅନ୍ୟ ଆପ୍ଗୁଡିକ ମଧ୍ୟ ନୂଆବର୍ଷରେ ସମସ୍ତଙ୍କ ପାଇଁ ସକାରାତ୍ମକ ସାବ୍ୟସ୍ତ…
ପ୍ୟାକେଜ୍ଡ ପାଣି ପାଇଁ ୬ ମାସ: ଏଫ୍ଏସ୍ଏସ୍ଏଆଇ
ନୂଆଦିଲ୍ଲୀ,୩।୧: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ପ୍ୟାକିଂ ହୋଇଥିବା ପାଣି ଉପରେ ସରକାରଙ୍କ ନୂଆ ନିୟମ ଲାଗୁ ନିମନ୍ତେ ସମୟ ସୀମା ବୃଦ୍ଧି କରାଯାଇଛି। ଆସନ୍ତା ୧ ଜୁଲାଇ ୨୦୨୧ ସୁଦ୍ଧା ସମସ୍ତ ପ୍ୟାକିଂ ପାନୀୟ…
ଆଇବିଏର ଉପଦେଷ୍ଟା ହେଲେ ଓଡ଼ିଆ ପୁଅ
ଭୁବନେଶ୍ୱର,୩।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସିଜିଏମ୍ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏଶନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା ପଦରେ ଯୋଗଦେଇଛନ୍ତି। ମିଶ୍ର ବୌଦ୍ଧ ଜିଲାର ଡାଙ୍ଗମୁଣ୍ଡା ଗାଁର ବାସିନ୍ଦା ବୋଲି ଜଣାପଡିଛି। ସେ…
ମୁକେଶ ଅମ୍ବାନୀ ଏସିଆର ଶ୍ରେଷ୍ଠ ଧନୀ
ନୂଆଦିଲ୍ଲୀ,୩।୧: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଏଲ୍)ର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏସିଆ ମହାଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିର ଗୌରବ ହାସଲ କରିଛନ୍ତି। ଗତ ଦୁଇ ଦିନ ପୂର୍ବରୁ ଚାଇନାର ୱାଟର କିଙ୍ଗ୍…
ନୀତି ଆୟୋଗକୁ ୬ ବର୍ଷ
ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ ଭାଙ୍ଗି ଦିଆଯାଇଥିଲା। ଯୋଜନା ଆୟୋଗର ନାମ ବଦଳାଇ ନୀତି ଆୟୋଗ (ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟଶନ ଫର୍…
ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଏହି ବ୍ୟକ୍ତି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚାଇନାର ଓ୍ବାଟର କିଙ୍ଗ୍ ବ୍ୟବସାୟୀ ଝୋଙ୍ଗ ଶାନ୍ଶାନ। ଝୋଙ୍ଗ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ। ଚଳିତବର୍ଷ ତାଙ୍କର ସମ୍ପତ୍ତି ୭୦.୭ ଅରବ ଡଲାରରୁ…
ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍
ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍…
ପାରାଦୀପ ବନ୍ଦର ହେବ ବିଶ୍ୱସ୍ତରୀୟ
ନୂଆଦିଲ୍ଲୀ,୩୧।୧୨: ପାରାଦୀପ ବନ୍ଦରରେ ଓ୍ବେଷ୍ଟର୍ନ ଡକ୍(ପୋତାଶ୍ରୟ) ପ୍ରକଳ୍ପ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ବନ୍ଦର ମଧ୍ୟରେ ଆଭ୍ୟନ୍ତରୀଣ ସୁବିଧାକୁ ବଢ଼ାଇବା ନେଇ ମଧ୍ୟ ଯୋଜନା ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ…
କୋଭିଡ୍ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ
ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ଏହା…
ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର
ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା ମହାମାରୀ କାରଣରୁ ଭିଆଇଟିର ବିଭିନ୍ନ କ୍ୟାମ୍ପସର ଛାତ୍ରୀଛାତ୍ରମାନେ ଭର୍ଚୁଆଲ ମୋଡ୍ରେ କ୍ୟାମ୍ପସରେ ଅଂଶ ଗ୍ରହଣ…
ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ
ନୂଆଦିଲ୍ଲୀ,୩୧।୧୨: କୋଭିଡ୍-୧୯ ମହାମାରୀର ନୂଆ ଷ୍ଟ୍ରେନ୍ କାରଣରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ସୂଚନା ମିଳିଛି। ବ୍ରିଟେନରୁ ଭାରତ କିମ୍ବା ଭାରତରୁ ବ୍ରିଟେନକୁ ବିମାନ ଆଗାମୀ…

