ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଗୁରୁବାର ହେବ। ବ୍ରିଟେନ ଅଦାଲତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ନୀରବଙ୍କୁ ୨୦୧୯ ମାର୍ଚ୍ଚ ୨୫ରେ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ସେ ଓ୍ବାଣ୍ଡସଓ୍ବାର୍ଥ ଜେଲରୁ ଭିଡିଓ ଲିଙ୍କ୍‌ ଜରିଆରେ ହାଜର ହେଉଥିଲେ। ତାଙ୍କୁ ଓ୍ବେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଜିଲା ମାଜିଷ୍ଟ୍ରେଟ ସାମୁଏଲ ଗୁଜି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡିଛି। ନୀରବ ଭାରତରେ କୌଣସି କୋର୍ଟଙ୍କ ସାମ୍ନାରେ ହାଜର ହେବା ନେଇ ଏହି ଶୁଣାଣି ଅନେକ ଗୁରୁତ୍ୱ ବହନ କରୁଛି। ମାଜିଷ୍ଟ୍ରେଟ୍‌ଙ୍କ ଏହି ନିଷ୍ପତ୍ତି ପରେ ଫାଇଲକୁ ବ୍ରିଟେନର ହୋମ୍‌ ସେକ୍ରେଟେରି ପ୍ରୀତି ପଟେଲଙ୍କ ପାଖକୁ ପଠାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଣ୍ଡଟିକୁ ୨୫ ହଜାର କୋଟିର ବୁଲେଟ ଟ୍ରେନ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୨୮।୧୧: ଦେଶ ମଧ୍ୟରେ ବୁଲେଟ ଟ୍ରେନ ଚଳାଚଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଏଲ୍‌ଆଣ୍ଡଟି ୨୫ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଲାଭ କରିଛି। ନ୍ୟାଶନାଲ...

୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଏନ୍‌ଟିପିସିର ଚିକିତ୍ସା

ଭୁବନେଶ୍ୱର,୨୪।୫: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ପକ୍ଷରୁ ଭ୍ରାମ୍ୟମାଣ ମେଡିକାଲ ମେଡିକାଲ ଚିକିତ୍ସା ଶିବିରରେ ୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଚିକିତ୍ସା କରାଯାଇଛି। ଏହି ଶିବିରଗୁଡିକ...

ରେଲଓ୍ବେର ୧୪୦ ଏମ୍‌ଟି ଅକ୍ସିଜେନ୍‌ ପରିବହନ

ନୂଆଦିଲ୍ଲୀ,୨୬।୪:  କରୋନା ମହାମାରୀର ୨ୟ ଲହର ଯୋଗୁ ଦେଶରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଅଚାନକ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଦେଶରେ...

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି...

ବକ୍ସାଇଟ ଆମଦାନୀ ବିଲ୍‌ ଯୋଗାଣ ଚେନ୍‌ରେ ବିନିଯୋଗ ହେଉ

ନୂଆଦିଲ୍ଲୀ: ଆଲୁମିନିୟମ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍‌ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ...

ପାକିସ୍ତାନକୁ ମିଳି ନ ପାରେ ଆର୍ଥିକ ସହାୟତା

ପ୍ୟାରିସରେ ଜୁନ୍‌ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏଫ୍‌ଏଟିଏର ଭର୍ଚୁଆଲ୍‌ ସେସନରେ ଏସିଆ-ପାସିଫିକ୍‌ ଗ୍ରୁପ୍‌ ପାକିସ୍ତାନ ଉପରେ ପ୍ରଦାନ କରିଥିବା ରିପୋର୍ଟର ସମୀକ୍ଷା କରାଯାଇଛି।...

ଖୁଚୁରା ମୁଦ୍ରାସ୍ଫୀତି ୬.୬୯%କୁ ହ୍ରାସ

ନୂଆଦିଲ୍ଲୀ, ୧୫।୯: ଦେଶ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ସାମାନ୍ୟ ହ୍ରାସ ହୋଇଛି। ଅଗଷ୍ଟରେ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୬.୬୯% ସ୍ତରକୁ ଖସିଛି।...

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

Advertisement
Archives

Model This Week