ବାଣିଜ୍ୟ

ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ରେ କରୋନା ବୀମା

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଏହାର ପିକ୍‌ଅପ୍‌ ରେଞ୍ଜର ଯାନ ଉପରେ ଗ୍ରାହକଙ୍କ ଲାଗି କରୋନା ବୀମା ସମ୍ପର୍କରେ ଘୋଷଣା କରାଯାଇଛି। ମେଗା ଫେଷ୍ଟିସ ଅଫର ଅନ୍ତର୍ଗତ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କାର ବୀମା କଭର...

ପାର୍ବଣରେ ଉନ୍ନତ ରହିବ ଟୁହ୍ବିଲର୍ସ ବଜାର:ହୋଣ୍ଡା

ମୁମ୍ବାଇ: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଟୋମୋବାଇଲ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ହେଲେ ନିକଟରେ ଆସିଥିବା ଗାଡ଼ି ବିକ୍ରି ଡାଟା ମୁତାବକ ପୂର୍ବ ତୁଳନାରେ ଯାନ ବିକ୍ରି ବୃଦ୍ଧି ହେଉଛି। ପାର୍ବଣରେ ଦେଶର ଟୁହ୍ବିଲର୍ସ ବଜାରରେ ବିକ୍ରି...

ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ଆକାଉଣ୍ଟ ତଥ୍ୟ

ମୁମ୍ବାଇ: ଭାରତ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଲାଭ କରିଛି। ଟିକସ ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ଲାଗି ଭାରତ ଏବଂ ସୁଇଜରଲାଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନ୍ତର୍ଗତ ଏଭଳି ସୂଚନା ମିଳିଛି। କଳାଟଙ୍କା...

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହି ବୈଠକରେ ରେପୋ ରେଟ୍‌ (ଆର୍‌ବିଆଇ ବ୍ୟାଙ୍କଗୁଡିକ ଯେଉଁ ସୁଧ ହାରରେ ଋଣ ଦିଏ)କୁ...

ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭ ଲକ୍ଷ ୟୁନିଟକୁ ୧.୩୬ ଲକ୍ଷ କୋଟି ଟଙ୍କା ଋଣ ଯୋଗାଣ ହୋଇଥିବା ଜଣାପଡିଛି।...

ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି ସେ ଏହି ତାଲିକାର ପ୍ରଥମ ସ୍ଥାନରେ ରହି ଆସୁଛନ୍ତି। ଏହି ବିଜ୍‌ନେସ ଟାଇକୁନ...

ହୋଣ୍ଡାର ନୂଆ ହାଇନେସ-ସିବି ୩୫୦

ନୂଆଦିଲ୍ଲୀ: ପାର୍ବଣକୁ ଧ୍ୟାନରେ ରଖି ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ନୂଆ ହାଇନେସ- ସିବି ୩୫୦ ମଡେଲ ଭାରତ ବଜାରରେ ଶୁଭାରମ୍ଭ ହୋଇଛି। ଏହି ମଡେଲର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧.୮୫ ଲକ୍ଷ ଟଙ୍କା ରହିଛି। ସିବି ବ୍ରାଣ୍ଡର ପରମ୍ପରାକୁ ବଜାୟ...

୯.୬% ଖସିବ ଜିଡିପି

ନୂଆଦିଲ୍ଲୀ: ୨୦୨୦-୨୧ରେ ଭାରତର ଜିଡିପି ୯.୬% ଖସିବା ନେଇ ବିଶ୍ୱବ୍ୟାଙ୍କ ପରିବର୍ତ୍ତିତ ଆକଳନରେ କହିଛି। ଜିଡିପି ୩.୨% ଖସିବ ବୋଲି ଏହା ପୂର୍ବରୁ ଆକଳନ କରିଥିଲା। କୋଭିଡ୍‌ ଜନିତ ଲକ୍‌ଡାଉନ ଏବଂ ବ୍ୟକ୍ତିବିଶେଷ ଏବଂ ଫାର୍ମଗୁଡିକର ଆୟରେ ଗଭୀର ଭାବେ...

ତନିସ୍କର ନୂଆ ପାର୍ବଣ କଲେକ୍ସନ‘ଏକତ୍ୱମ’

ଭୁବନେଶ୍ୱର : ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ପାର୍ବଣ ଉପଲକ୍ଷେ ନୂଆ ‘ଏକତ୍ୱମ’ କଲେକ୍ସନ ଶୁଭାରମ୍ଭ କରାଯାଇଛି। ଦେଶର ଶ୍ରେଷ୍ଠ କାରିଗିରଙ୍କ ଦ୍ୱାରା ଏହି କଲେକ୍ସନ ପ୍ରସ୍ତୁତ କରାଯାଇଛି। ଏହା ଏକତାକୁ ଦର୍ଶାଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା...

ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି। ସେପ୍ଟେମ୍ବରରେ ମଧ୍ୟ ରାଜ୍ୟରେ ମୋଟ ଯାନ ବିକ୍ରି ୧୮.୬୫% ଖସିଛି। ଗତ ବର୍ଷ...

ନୀତା ଅମ୍ବାନୀ ବୋହୂ ଶ୍ଲୋକାଙ୍କୁ ମୁଁହ ଦେଖାରେ ଦେଇଥିଲେ ଏହି ଉପହାର: ଶୁଣିଲେ ଉଡିଯିବ ହୋସ୍‌

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ନେଇ ଦେଶ ତଥା ବିଦେଶ ସବୁଠାରେ ଚର୍ଚ୍ଚା ହୋଇଥିଲା। ଏହା...

ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ୧୫ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ୨୦୨୧ ସୁଦ୍ଧା ବିଶ୍ୱର ପ୍ରାୟ ୧୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସ୍ଥିତିକୁ ଚାଲିଯିବା ଆଶଙ୍କା ଉପୁଜିଛି। ବିଶ୍ୱବ୍ୟାଙ୍କ ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri