ଇଜ୍ର ୪ର୍ଥ ସଂସ୍କରଣ ଆରମ୍ଭ
ନୂଆଦିଲ୍ଲୀ,୨୬।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସହଜ ବ୍ୟାଙ୍କିଙ୍ଗ୍ ଲାଗି ଏନ୍ହାନ୍ସ ଆକ୍ସେସ୍ ଆଣ୍ଡ ସର୍ଭିସ ଏକ୍ସିଲେନ୍ସ (ଇଜ୍)ର ୪ର୍ଥ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି ଏହା ଏକ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ। ସ୍ପଷ୍ଟ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ସେବା ଯୋଗାଣ…
ପ୍ରାଇମ ଭିଡିଓରେ ଡବ୍ଲ୍ୟୁଏନ୍ବିଏ ଷ୍ଟ୍ରିମିଂ
ନୂଆଦିଲ୍ଲୀ,୨୬।୮: ଦେଶ ମଧ୍ୟରେ ଆମାଜନ ପ୍ରାଇମ ସଦସ୍ୟ ଡବ୍ଲ୍ୟୁଏନ୍ବିଏର ୨୫ତମ ସିଜନର ଖେଳଗୁଡ଼ିକ ଲିଗ୍ ସମୟରେ ଲାଇଭ୍ ଷ୍ଟ୍ରିମ୍ କରିପାରିବେ। ଆମାଜନ ପ୍ରାଇମ ଭିଡିଓ ଏବଂ ଜାତୀୟ ମହିଳା (ଡବ୍ଲ୍ୟୁଏନ୍ବିଏ) ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି। ମେ ୨୦୨୧ରେ ଆମାଜନ…
ଅଗଷ୍ଟ ୩୧ ମଧ୍ୟରେ ୪ ଦିନ ବ୍ୟାଙ୍କ ଛୁଟି
ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ମାସରୁ ପାର୍ବଣର ପର୍ବ ଆରମ୍ଭ ହେଉଛି। ଫଳରେ ଅଗଷ୍ଟ ୩୧ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୪ ଦିନ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାପଡିଛି। ଏହି ମାସ ଶେଷ ହେବାକୁ ଆଉ ମାତ୍ରା ୬ଦିନ ବାକି ଥିବାବେଳେ ଶେଷ…
ଇଣ୍ଡିଆନ୍ ବ୍ୟାଙ୍କ ଇଡିଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ୱର,୨୫ା୮ – ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭି.ଭି. ସେନୋୟେ ବ୍ୟାଙ୍କର ମିଶ୍ରଣ ପରେ ପ୍ରଥମଥର ପାଇଁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବ୍ୟାଙ୍କର ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ମହାପ୍ରବନ୍ଧକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଏକ ମେଗା ରିଟେଲ ଏବଂ ଏମ୍ଏସ୍ଏମ୍ଇ…
ବଢ଼ିପାରେ ଏଜିଆର୍ ଦେୟ ଅବଧି
ନୂଆଦିଲ୍ଲୀ,୨୫ା୮ – ଟେଲିକମ୍ କ୍ଷେତ୍ରରେ ବର୍ତ୍ତମାନ ଜିଓର ରହିଆସିଥିବା ଏକାଧିକାରକୁ କମ୍ କରିବାକୁ ସରକାର ଚାହୁଁଥିବା ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସରକାର ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲକୁ ଏଥିଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିପାରନ୍ତି। ଟେଲିକମ୍ କମ୍ପାନୀଗୁଡିକ ଉପରେ…
ଆସେଟ୍ ମନିଟାଇଜେଶନ ପ୍ଲାନ୍ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ
ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍ ମନିଟାଇଜେଶନ ପ୍ଲାନ୍ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍ଏମ୍ପି) ଅଧୀନରେ ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଚଳିତ…
ଜୁଏଲର୍ସଙ୍କ ଦେଶବ୍ୟାପୀ ଧର୍ମଘଟ
ନୂଆଦିଲ୍ଲୀ,୨୪।୮ ସୁନା ହଲ୍ମାର୍କିଂ ନିୟମ ବିରୋଧରେ ଦେଶବ୍ୟାପୀ ଜୁଏଲର୍ସମାନେ ସୋମବାର ଧର୍ମଘଟ କରିଛନ୍ତି। ଏଥିରେ ୩୫୦ ଆସୋସିଏଶନ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିଲା। ଏହାକୁ ଦୃଢ ସମର୍ଥନ ମିଳିଥିବା…
ଚାଲୁ ହେବ ବନ୍ଦ ଏଲ୍ଆଇସି ପଲିସି
ନୂଆଦିଲ୍ଲୀ, ୨୪ ।୮ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) ପଲିସି ବନ୍ଦ ହୋଇଯାଇଥିଲେ ଉପଭୋକ୍ତା ଏହାକୁ ପୁଣି ଥରେ ଚାଲୁ କରିପାରିବେ। ଅକ୍ଟୋବର ୨୨ ଯାଏ ଏଥିଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏଥିଲାଗି ଲେଟ୍ ଫିସରେ ମଧ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତି…
ଇନ୍ଫୋସିସ୍କୁ ସେପ୍ଟେମ୍ବର ୧୫ ଯାଏ ମହଲତ
ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ ସରକାର ଏ ଦିଗରେ ଯତ୍ନବାନ ହୋଇଛନ୍ତି। ରବିବାର ଇନ୍ଫୋସିସ ସିଇଓ ସଲିଲ ପାରେଖଙ୍କୁ ସରକାର…
ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ପିଏଫ୍
ନୂଆଦିଲ୍ଲୀ,୨୩।୮: କୋଭିଡ୍ ସଂକ୍ରମଣ ସାରା ଦେଶକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି। ଦେଶ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ମହାମାରୀ ଏକ ପ୍ରକାର ବାଧକ ସାଜିଛି। ଫଳରେ ସରକାରଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ…
ସମାଧାନ ହେବ ଆୟକର ସାଇଟ୍ ସମସ୍ୟା
ନୂଆଦିଲ୍ଲୀ,୨୩।୮: ଚଳିତ ବର୍ଷ ଜୁନ୍ରୁ ବ୍ୟବହୃତ ହୋଇ ଆସୁଥିବା ଆୟକର ବିଭାଗର ନୂତନ ଆୟକର ‘ଇ-ଫାଇଲିଂ ପୋର୍ଟାଲ’ରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଦେବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍ଫୋସିସ୍ ସିଇଓ ସଲିଳ ପାରେଖଙ୍କୁ…
ଆଜି ଉଦ୍ଘାଟନ ହେବ ଏନ୍ଏମ୍ପି
ନୂଆଦିଲ୍ଲୀ,୨୩।୮: ଦେଶର ବିକାଶରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ଏକ ବୃହତ୍ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଗତ ୪ ବର୍ଷ ହେବ ନିର୍ମାଣ କରାଯାଉଥିବା ଉକ୍ତ ପ୍ରକଳ୍ପ ‘ଜାତୀୟ ମୌଦ୍ରିକ ପାଇପଲାଇନ’ (ଏନ୍ଏମ୍ପି)ର କାର୍ଯ୍ୟ ନିକଟରେ ଶେଷ ହୋଇଛି। ସୋମବାର ଏହାକୁ…

