ବାଣିଜ୍ୟ

କ୍ଷୁଦ୍ର,ମଧ୍ୟମ ବାଣିଜ୍ୟକୁ ଫେସ୍‌ବୁକ ଦେବ ୫୦ ଲକ୍ଷ ଟଙ୍କାର ଋଣ

ନୂଆଦିଲ୍ଲୀ,୨୨।୮: ଯଦି କ୍ଷୁଦ୍ର ଏବଂ ମଧ୍ୟମ ବାଣିଜ୍ୟ ଚଳାଉଛନ୍ତି ଏବଂ ଆପଣଙ୍କୁ ପୁଞ୍ଜିର ଆବଶ୍ୟକତା ରହିଛି ତେବେ ଏହା ପାଇବା ଲାଗି ନୂଆ ବିକଳ୍ପ ଆସିଛି। ଗ୍ଲୋବାଲ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଏ କ୍ଷେତ୍ରରେ ଆପଣଙ୍କୁ ସୁଯୋଗ ପ୍ରଦାନ କରିବ।…

ନାତିଙ୍କୁ ୪୦ କୋଟିର ଗିଫ୍ଟ ଦେଲେ ରାଣା କପୁରଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୮: ୟେସ୍‌ ବ୍ୟାଙ୍କର ପ୍ରମୋଟର ରାଣା କପୁରଙ୍କ ବିରୋଧରେ ଋଣ ମାମଲା ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ରାଣାଙ୍କ ସ୍ତ୍ରୀ ବିନ୍ଦୁ କପୁର ତାଙ୍କ ୯ ମାସର ନାତି ଆଶିବ ଖାନ୍ନାଙ୍କୁ ୪୦ କୋଟି ଟଙ୍କାର ଏକ ପ୍ରପର୍ଟି ଉପହାର ଦେଇ…

ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ ନିକଟରେ ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିବା ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା…

ହୁରୁନ ଗ୍ଲୋବାଲ ତାଲିକା: ଭାରତର ୧୨ କମ୍ପାନୀ ସାମିଲ

ନୂଆଦିଲ୍ଲୀ,୨୨।୮: ହୁରୁନ ପକ୍ଷରୁ ବିଶ୍ୱର ୫୦୦ ପ୍ରମୁଖ ଭାଲ୍ୟୁ କମ୍ପାନୀଙ୍କ ତାଲିକା ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ଭାରତର ୧୨ କମ୍ପାନୀ ସାମିଲ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଟିସିଏସ୍‌ ଏବଂ ଅନ୍ୟ କମ୍ପାନୀ ରହିଥିବା ଜଣାପଡିଛି। ଗତ…

୩.୭୧ ଲକ୍ଷ କୋଟି ଛୁଇଁବ ଓ୍ବେଡିଂ ବଜାର

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ବିବାହ ବଜାର ଉପରେ ପ୍ରଭାବ ପକାଇଛି। ଫଳରେ କ୍ୟାଟରିଂ, ଟେଣ୍ଟ ହାଉସ, ବିବାହ ମଣ୍ଡପ, ନିମନ୍ତ୍ରଣପତ୍ର, ଫୁଲ ସାଜସଜ୍ଜା, ବ୍ୟାଣ୍ଡ ବାଜା ଭଳି ବିବାହ ସହ ଜଡିତ ଅନ୍ୟ କ୍ଷେତ୍ର କ୍ଷତି ସହିଛନ୍ତି। ବର୍ତ୍ତମାନ ବିବାହ ତରିକା…

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏହାର ସ୍ବତ୍ୱାଧିକାରୀ ସଞ୍ଜୟ ଲୋହିଆ। ବର୍ତ୍ତମାନ ୨୦୦ ଡିଲର…

ଡିଜେଲ ୨୫ପଇସା କମିଲା

ଭୁବନେଶ୍ୱର,୨୦।୮: ଲଗାତର ୨ୟ ଦିନ ପାଇଁ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି। ବୁଧବାର ୨୨ ପଇସା ହ୍ରାସ ହୋଇଥିବାବେଳେ ଗୁରୁବାର ୨୫ ପଇସା କମିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୭.୪୮ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଗତ…

୫୬,୦୦୦ ଅଙ୍କ ଟପିଲା ସେନସେକ୍ସ୍‌…

ମୁମ୍ବାଇ,୧୮।୮: ସେନସେକ୍ସ୍‌ ବୁଧବାର ପ୍ରଥମ ଥର ପାଇଁ ୫୬, ୦୦୦ ଅଙ୍କ ଟପିଛି। ସେହିପରି ନିଫ୍ଟି ମଧ୍ୟ ୧୭ ହଜାର ପାଖାପାଖି କାରବାର ଜାରି ରଖିଛି। ପ୍ରାରମ୍ଭିକ କାରବାରରେ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମୁଖ୍ୟ ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ୨୮୧.୦୪ ପଏଣ୍ଟ…

ତେଲ ଦର ବୃଦ୍ଧିରୁ ମିଳିବନି ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୭ା୮ କରୋନା କାଳରେ ତେଲ ଦର ଶତକ ପାର କରିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ବେଳେ ପେଟ୍ରୋଲ,ଡିଜେଲ ଦର ମାତ୍ରାଧିକ ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି।…

କମୁନି ଦର, ଖାଲି ହେଉଛି ପକେଟ

ନୂଆଦିଲ୍ଲୀ,୧୫।୮: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛିମାସ ହେଲା କ୍ରମାଗତ ହ୍ରାସ ପାଇଚାଲିଛି। ହେଲେ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ସବୁ ବର୍ଗର ଖାଉଟି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା…

ପୁରୀ ଓ ରାଉରକେଲା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲାଠାରୁ ଏହି ଟ୍ରେନ୍‌ ଅଗଷ୍ଟ ୨୪ରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଅଗଷ୍ଟ ୨୫ରେ ଛାଡି ରାଉରକେଲା…

ସ୍ବାଧୀନତା ଦିବସରେ ଲଞ୍ଚ୍‌ କରିବ ଓଲା ସ୍କୁଟର, ଭିଡିଓ ଶେୟାର କରି ଏମିତି କହିଲେ କମ୍ପାନୀ ସିଇଓ

ନୂଆଦିଲ୍ଲୀ,୧୪ା୮: ଓଲା ଇଲେକ୍ଟ୍ରିକ୍‌ କମ୍ପାନୀ ୧୫ ଅଗଷ୍ଟରେ ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବ। ଲଞ୍ଚ୍‌ ପୂର୍ବରୁ କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। Scooters are coming on Sunday!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?