ବାଣିଜ୍ୟ

ସୃଜନଶୀଳତାର ଶିକ୍ଷା ଦେଇଛି ମହାମାରୀ

ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖି ନିଜ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଯାଇ କୌଣସି ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। କିନ୍ତୁ କୋଭିଡ୍‌-୧୯ ଏକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଥିଲା। ୨୦୨୦ ମାର୍ଚ୍ଚରେ କରୋନା ଲକ୍‌ଡାଉନ୍‌ ଘୋଷଣା ପରେ ସମସ୍ତେ ଅନିଶ୍ଚିତତା ଦେଇ…

ବେଜୋସ୍‌ ବିଶ୍ୱର ୧ ନମ୍ବର ଧନୀ

ନୂଆଦିଲ୍ଲୀ,୭।୩: ଫୋର୍ବସ୍‌ ରିୟଲ ଟାଇମ୍‌ ବିଲିୟନେୟାର ସୂଚୀ ଅନୁସାରେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌ (୧୭୫.୪ ବିଲିୟନ ଡଲାର) ସହ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ଭାବରେ ପୁଣି ଥରେ ସୂଚୀକୁ ଫେରିଛନ୍ତି। ଦୀର୍ଘ ମାସ ଧରି ଧନୀ ତାଲିକାରେ ଶୀର୍ଷରେ…

ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ: ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସଂସ୍ଥାର ନେଟଓ୍ବର୍କ ମଧ୍ୟରେ ପ୍ରବେଶ ପାଇଁ ମାଇକ୍ରୋସଫ୍ଟ୍‌ର ଏକ୍ସଚେଞ୍ଜ ସର୍ଭର…

ଏପ୍ରିଲ ୧ରୁ ଏୟାର ବ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭ା।୩: ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧ ପରଠାରୁ ତିଆରି ହେଉଥିବା ସମସ୍ତ କାର୍‌ରେ ଏୟାର ବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସରକାର ସଡ଼କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ସହ ବିଜ୍ଞପ୍ତି ଜାରି…

ଫ୍ଲାଇଂ ଟ୍ୟାକ୍ସି ବ୍ୟବସାୟ କରିବ ଏୟାରଏସିଆ

ନୂଆଦିଲ୍ଲୀ : ମ୍ୟାଲେସିଆର ଏୟାରଲାଇନ୍ସ ଏୟାରଏସିଆ ଗ୍ରୁପ୍‌ ବିଏଚ୍‌ଡି ଆସନ୍ତା ବର୍ଷ ଫ୍ଲାଇଂ ଟ୍ୟାକ୍ସି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହସଂସ୍ଥାପକ ଟୋନି ଫର୍ନାଣ୍ଡିସ ଶନିବାର ଏନେଇ ସୂଚନା ଦେଇଛନ୍ତି। ବର୍ଷେରୁ…

ୟୁନିୟନ ବ୍ୟାଙ୍କ ପକ୍ଷରୁ ନୂଆ ଆଇଏଫ୍‌ଏସ୍‌ସି କୋଡ୍‌

ନୂଆଦିଲ୍ଲୀ,୭ା୩: ପୂର୍ବ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ଗୁଡିକର ଆଇଏଫଏସସି କୋଡର ପରିବର୍ତ୍ତନ କରାଯାଇଛି।୨୦୨୧ ଏପ୍ରିଲ ୧ରୁ ଏହି ୨ଟି ବ୍ୟାଙ୍କର ପୂର୍ବ ଆଇଏଫଏସସି ଆଉ ଚଳିବ ନାହିଁ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ସମିଶ୍ରଣ ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କ…

ମୁଥୁଟ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ରାତି ୯ଟାରେ ଦିଲ୍ଲୀର ଇଷ୍ଟ୍‌ ଅଫ୍‌ କୈଳାସସ୍ଥିତ…

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୭।୩: ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ବ୍ୟାରେଲ ପିଛା ଦର ୧.୪୫% ବୃଦ୍ଧି ପାଇ ୬୭.୭୧ (ନ୍ୟୁୟର୍କ) ଡଲାରରେ ପହଞ୍ଚିଛି। ଏହି ଦର ବୃଦ୍ଧି ଫଳରେ ଭାରତ ବଜାରରେ…

ଗ୍ରାହକ ସେବାରେ କଳାମନ୍ଦିର

କଳାମନ୍ଦିର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସାଉଁଟି ଏକ ପାରିବାରିକ ବ୍ରାଣ୍ଡ୍‌ ପାଲଟିଯାଇଛି। ୧୯୭୭ରେ ପ୍ରଥମ ଷ୍ଟୋର୍‌ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍‌ ସର୍ବୋତ୍ତମ ଗୁଣବତ୍ତା ଉପତ୍ାଦ ଓ ସେବା ଯୋଗାଇବାରେ କେବେ ବିଫଳ ହୋଇନାହିଁ। ପ୍ରତିଯୋଗିତା ଯେତେ ବଢ଼ିଚାଲିଲେ…

ଇଣ୍ଡିଆନ ବ୍ୟାଙ୍କରେ ମିଶିଲା ଆଲ୍ଲାହାବାଦ ବ୍ୟାଙ୍କ ଶାଖା

ଭୁବନେଶ୍ୱର: ପୂର୍ବର ଆଲ୍ଲାହାବାଦ ବ୍ୟାଙ୍କର ଅଶୋକ ନଗର ଶାଖା ଇଣ୍ଡିଆନ ବ୍ୟାଙ୍କର ଭୁବନେଶ୍ୱର ଶାଖାରେ ମିଶ୍ରଣ ହୋଇଛି। ଏହି ଅବସରରେ ଜନପଥସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ଷେତ୍ରୀୟ ପ୍ରବନ୍ଧକ ବି.ସୁରିବାକୁ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱର ଶାଖାର ଜୋନାଲ…

୧୧୪୮ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତାର ତୃତୀୟ ସେସନ ଲାଗି ଭାରତୀୟ ପୁଞ୍ଜି ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ୧୧୪୮ ପଏଣ୍ଟ ବଢିବା ଯୋଗୁ ୫୧,୪୪୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୩୨୭ ପଏଣ୍ଟ ଉର୍ଦ୍ଧ୍ୱରେ…

କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?