ବାଣିଜ୍ୟ

ଇ-ଯାନ କିଣିବାକୁ ୯୦% ଆଗ୍ରହୀ

ନୂଆଦିଲ୍ଲୀ, ୨୬।୭: ପେଟ୍ରୋଲ ଏବଂ ଡିଜେଲର ଲଗାତର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଏ କ୍ଷେତ୍ରରେ ଇ-ଯାନ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। କେନ୍ଦ୍ର ସରକାର ଫେମ୍‌-୨ ଯୋଜନା ଦ୍ୱାରା ସବ୍‌ସିଡି ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟଗୁଡ଼ିକ…

ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି।…

ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ବର୍ତ୍ତମାନ ଏ କ୍ଷେତ୍ରରେ ଟ୍ରାକ୍ଟରକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ମହିନ୍ଦ୍ରା ଆଣ୍ଡ…

ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ

ନୂଆଦିଲ୍ଲୀ,୨୫।୭: ୨୦୨୦ କୋଭିଡ୍‌ ସଂକ୍ରମଣଠାରୁ ଭାରତୀୟଙ୍କ ମଧ୍ୟରେ ରହିଥିବା ଆଶଙ୍କାକୁ ନେଇ ଡୋଲୋଏଟ୍‌ ପକ୍ଷରୁ ଶନିବାର କରାଯାଇଥିବା ସର୍ଭେ ‘ଗ୍ଲୋବାଲ ଷ୍ଟେଟ୍‌ ଅଫ୍‌ କଞ୍ଜ୍ୟୁମର ଟ୍ରାକର’ର ରିପୋର୍ଟ ଜାରି କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ ସହ…

ବୀମା କମ୍ପାନୀଙ୍କ ମନମାନି

ନୂଆଦିଲ୍ଲୀ, ୨୨।୭: କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହର ସମୟରେ ବୀମା କମ୍ପାନୀଗୁଡିକର ମନମାନି ଦେଖିବାକୁ ମିଳିଛି। ବୀମା ନେଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା ପରିବର୍ତ୍ତେ କମ୍ପାନୀଗୁଡିକ ସମସ୍ୟାରେ ପକାଉଥିବା ଦେଖାଯାଇଛି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିବିଶେଷ ବୀମା ଦ୍ୱାରା ଏହାର…

୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…

ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍‌ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍‌ ଟ୍ୟାକ୍ସ୍‌ ବାବଦରେ ସରକାର ୩.୩୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏସମ୍ପର୍କରେ…

୧୨.୫ ବିଲିୟନ ଡଲାର ଛୁଇଁବ ଓଟିଟି ବଜାର

ମୁମ୍ବାଇ, ୧୯।୭: ବର୍ଷ ୨୦୨୧ରେ ଭାରତର ଭିଡିଓ ଓଟିଟି ବଜାର ୧.୫ ବିଲିୟନ ଡଲାର ରହିଛି। ଏହା ୨୦୩୦ ବେଳକୁ ୧୨.୫ ବିଲିୟନ ଡଲାର ଛୁଇଁପାରେ। ଉନ୍ନତ ନେଟଓ୍ବର୍କ, ଡିଜିଟାଲ ସଂଯୋଗ, ସ୍ମାର୍ଟଫୋନ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଆର୍‌ବିଏସ୍‌ଏ…

ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର ଶିକାର ହେବାକୁ ପଡୁଛି। ସରକାର ମଧ୍ୟ ତୈଳ ଦର ହ୍ରାସ ପାଇଁ ବହୁ ଚେଷ୍ଟା…

ତୈଳ ବିକ୍ରି ପାଇଁ ୭ କମ୍ପାନୀକୁ ଅନୁମତି

ନୂଆଦିଲ୍ଲୀ,୧୯।୭: ପେଟ୍ରୋଲିୟମ ଆଣ୍ଡ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଉ ୭ଟି କମ୍ପାନୀକୁ ଦେଶରେ ତୈଳ କାରବାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ର ନିୟାମବଳୀରେ ସାମାନ୍ୟ ପରିବର୍ତ୍ତନ ପୂର୍ବକ ଦେଶର ଆର୍ଥିକସ୍ଥିତି ଓ ବଜାର ଚାହିଦାକୁ ପୂରଣ…

୪୫୧୫ କୋଟି ଉଠାଇଲେ ଏଫ୍‌ପିଆଇ

ମୁମ୍ବାଇ, ୧୯।୭: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଦେଶର ପୁଞ୍ଜି ବଜାର ଇକ୍ୱିଟି ସେଗ୍‌ମେଣ୍ଟରୁ ୪୫୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି। ଭାରତୀୟ ବଜାରକୁ ନେଇ ନିବେଶକମାନେ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି। ବର୍ତ୍ତମାନ ବଜାର…

ଶୀଘ୍ର ସ୍ଥାପନ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ, ୧୯।୭: ୬ ହଜାର କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜି ସହ ଦେଶ ମଧ୍ୟରେ ଏକ ନ୍ୟାଶନାଲ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ଶୀଘ୍ର ରିଜର୍ଭ ବ୍ୟାଙ୍କକୁ ଏକ ଆବେଦନ…

ପୋଷ୍ଟ ଅଫିସ୍‌ରେ ହେବ ଆୟକର ରିଟର୍ନ

ଭୁବନେଶ୍ୱର,୧୮।୭: ଦେଶର ସମସ୍ତ କରଦାତାଙ୍କ ପାଇଁ ରିଟର୍ନ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ବର୍ତ୍ତମାନ କରଦାତା ନିକଟରେ ଥିବା ଡାକଘରେ ସେମାନଙ୍କର ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ କରିପାରିବେ ବୋଲି କୁହାଯାଇଛି। ଏହା ପୂର୍ବରୁ ୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?