ଅଗଷ୍ଟରେ ୨ ନିୟୁତରୁ ଅଧିକ ହ୍ବାଟସ୍ଆପ ଆକାଉଣ୍ଟ ନିଷେଧ…
ନୂଆଦିଲ୍ଲୀ,୨।୧୦: ଅଗଷ୍ଟରେ ଭାରତର ୨ ନିୟୁତରୁ ଅଧିକ ହ୍ବାଟସ୍ଆପ୍ ଆକାଉଣ୍ଟକୁ ନିଷେଧ କରାଯାଇଛି। ଏନେଇ ହ୍ବାଟସ୍ଆପ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୪୨୦ଟି ଅଭିଯୋଗ ମଧ୍ୟ ମିଳିଛି। ହ୍ବାଟସ୍ଆପ୍ ରିପୋର୍ଟ ଅନୁସାରେ ଅଗଷ୍ଟରେ ୨୦ ଲକ୍ଷ…
ଏୟାର ଇଣ୍ଡିଆକୁ କିଣିବ ଟାଟା
ନୂଆଦିଲ୍ଲୀ,୨।୧୦: କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀର ନିଲାମ ପ୍ରକ୍ରିୟାରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଭାଗ ନେଇଥିବା ବେଳେ ବିଡ୍ ଲାଗି ଏହା ଆଗରେ…
ଖାଉଟି ମୁଣ୍ଡରେ ତେଲ ବୋଝ
ଭୁବନେଶ୍ୱର/ନୂଆଦିଲ୍ଲୀ,୨।୧୦: ନିକଟରେ ଅନୁଷ୍ଠିତ ୪୫ତମ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା। ହେଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ଏ…
ବିଶ୍ୱସନୀୟ ସେବାରେ ୪୯ ବର୍ଷ
ଭୁବନେଶ୍ୱର,୨।୧୦ କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ବଜାର ଧୀରେ ଧୀରେ ଟ୍ରାକ୍କୁ ଫେରୁଛି। ପାର୍ବଣ ଲାଗି ବ୍ୟବସାୟୀମାନେ ସଜବାଜ ହୋଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଭଲ କାରବାର ଆଶା ରହିଛି। ବିଭିନ୍ନ…
୧.୧୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ
ନୂଆଦିଲ୍ଲୀ,୨।୧୦ ଚଳିତ ବର୍ଷ ସେପ୍ଟେମ୍ବରରେ ୧.୧୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଆଦାୟ କରାଯାଇଛି। ଏହା ଗତ ୫ ମାସର ସର୍ବାଧିକ ପରୋକ୍ଷ ଟିକସ ଆଦାୟ। ସେହିଭଳି ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ଏହି ଆଦାୟ ୨୩%…
ଓଡ଼ିଶାର ୨୧% ପରିବାର ଏବେ ବି ଏଲ୍ପିଜି କନେକ୍ସନ ପାଇନାହାନ୍ତି
ନୂଆଦିଲ୍ଲୀ,୨।୧୦: ଓଡ଼ିଶାର ପ୍ରାୟ ୪୭% ପରିବାର ସେମାନଙ୍କର ପ୍ରାଥମିକ ରୋଷେଇ ଇନ୍ଧନ ଭାବେ ଲିକ୍ୱିଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍ (ଏଲ୍ପିଜି)ର ବ୍ୟବହାର କରୁଛନ୍ତି। ରାଜ୍ୟର ୭୯% ଘରେ ଏଲ୍ପିଜି ସଂଯୋଗ ରହିଛି। ତେବେ ପ୍ରାୟ ୭୩% ପରିବାର ଏବେ ବି ସ୍ବତନ୍ତ୍ର ଭାବେ…
ଇ-କମର୍ସ ସାଇଟରେ ପାର୍ବଣ ଅଫର
ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଉପଲକ୍ଷେ ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍, ଫ୍ଲିପ୍କାର୍ଟ, ମିଶୋ ଓ ମିନ୍ତ୍ରା ପକ୍ଷରୁ ମେଗା ସେଲ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମାଜନ୍ ଡଟ୍ ଇନ୍ ପକ୍ଷରୁ ‘ପୂଜା ସପିଙ୍ଗ୍ ଉତ୍ସବ’ ଏବଂ ଫ୍ଲିପକାର୍ଟରେ ‘ଆର୍ଟଫର୍ମ ଅଫ…
ଅନ୍ଲାଇନରେ ସୁନା କ୍ରୟ ଟ୍ରେଣ୍ଡ
ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ…
ଜି ଏଣ୍ଟରଟେନମେଣ୍ଟର ଅଡୁଆ ବଢ଼ିଲା
ନୂଆଦିଲ୍ଲୀ,୩୦।୯: ଜି ଏଣ୍ଟରଟେନମେଣ୍ଟ ସୋନି ଟିଭି ସହ ମିଶ୍ରଣ ନେଇ ଯୋଜନା ରଖିଥିଲା। ମାତ୍ର ବର୍ତ୍ତମାନ ଏହାର ଅଡୁଆ ବଢିଥିବା ଜଣାପଡିଛି। ଜି ଏଣ୍ଟରଟେନମେଣ୍ଟର ସବୁଠାରୁ ବଡ ନିବେଶକ ଇନଭେସ୍କୋ ବର୍ତ୍ତମାନ ଆଇନଗତ ଲଢ଼େଇର ସାହାରା ନେଇଛି। ଜି ଏଣ୍ଟରଟେନମେଣ୍ଟକୁ ଇନଭେସ୍କୋ…
ପାଖରେ ଟଙ୍କା ନ ଥିଲେ ବି କିଣି ହେବ ସୁନା
ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ…
ଏଲ୍ଆଇସି-ଭାରତୀୟ ଡାକ ମଧ୍ୟରେ ଚୁକ୍ତି
ନୂଆଦିଲ୍ଲୀ,୨୯ା୯ – ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଏବଂ ଡାକ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରିଣ୍ଟ ଟୁ ପୋଷ୍ଟ ସଲ୍ୟୁଶନ ପାଇଁ ଏହା ଉଦ୍ଦିଷ୍ଟ ହେବ। ଏହି ସଲ୍ୟୁଶନ ଡାକ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଛି। ଜୀବନ…
ଜିଏସ୍ଟି ଚୋରି ଉପରେ ରୋକ ଲାଗିବ
ନୂଆଦିଲ୍ଲୀ,୨୯ା୯ – ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହେବା ପରେ ଟିକସ ଠକେଇ ମାମଲା ସାମ୍ନାକୁ ଆସୁଛି। ଏହି ମାମଲାଗୁଡିକରେ ବୃହତ୍ ପରିମାଣର ରାଜସ୍ବ ସରକାରଙ୍କୁ ହରାଇବାକୁ ପଡୁଛି। ଏହାକୁ ନଜରରେ ରଖି ସରକାର ଜିଏସ୍ଟି ଠକେଇ ରୋକିବା…

