୬୬ କୋଟି ଟିକା କିଣିବ କେନ୍ଦ୍ର
ନୂଆଦିଲ୍ଲୀ,୧୮।୭ : କୋଭିଡ ସଂକମଣରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପୂର୍ବରୁ ଅଧିକାଂଶ ଲୋକଙ୍କୁ ଟିକା ପ୍ରଦାନ ପାଇଁ ଶନିବାର ଉଭୟ ସେରମ ଓ ଭାରତ ବାୟୋଟେକକୁ ଅର୍ଡର ଦେଇଛନ୍ତି।…
ସମ୍ପତ୍ତି ବିକି ୧୩ ହଜାର କୋଟି ଆଦାୟ
ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ସେମାନଙ୍କର ଭାରତରେ ଥିବା ସମସ୍ତ…
୨୪ଘଣ୍ଟାରେ ଲକ୍ଷେ ଓଲା ଇଭି ବୁକିଂ
ନୂଆଦିଲ୍ଲୀ,୧୮।୭ : ନୂତନ ଜ୍ଞାନକୌଶଳରେ ନିର୍ମିତ ଓଲା ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧,୦୦,୦୦୦ ବୁକିଂ ହୋଇଥିବା ଯାତ୍ରୀ ସେବା ପ୍ରଦାନକାରୀ ସଂସ୍ଥା ଓଲା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଗତ କିଛିଦିନ ତଳେ…
ଗୁଗଲ୍ ଦେବ ୫୯୩ ନିୟୁତ ଡଲାର ଜରିମାନା
ନୂଆଦିଲ୍ଲୀ,୧୫ା୭: ଫ୍ରାନ୍ସ କମ୍ପିଟେସନ ରେଗୁଲେଟର ମଙ୍ଗଳବାର ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ୍କୁ ୫୦୦ ନିୟୁତ ୟୁରୋ (୫୯୩ ନିୟୁତ ଡଲାର) ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ପାଳନରେ ବିଫଳତା ଲାଗି ନିୟାମକ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡଇଛି।…
ନୂଆ ଗ୍ରାହକ ଯୋଡ଼ିପାରିବନି ମାଷ୍ଟରକାର୍ଡ
ନୂଆଦିଲ୍ଲୀ, ୧୫ା୭: ନିୟମ ଉଲ୍ଲଂଘନ ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଉପରେ କଟକଣା ଲଗାଇଛି। ଫଳରେ ଏହା ନୂଆ ଗ୍ରାହକ ଯୋଡ଼ିପାରିବନି। ୨୨ ଜୁଲାଇଠାରୁ ନିଜ ନେଟ୍ଓ୍ବର୍କରେ ନୂଆ ଗ୍ରାହକ ଯୋଡିବାକୁୁ ମାଷ୍ଟରକାର୍ଡକୁ ବାରଣ କରାଯାଇଛି। ଏହା ମଧ୍ୟରେ ଡେବିଟ୍, କ୍ରେଡିଟ୍…
ଜୁନ୍ରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭%
ନୂଆଦିଲ୍ଲୀ, ୧୫।୭: ଜୁନ୍ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭% ରହିଛି। ଏହି ସମୟରେ ଅଶୋଧିତ ତେଲ ଏବଂ ଖାଦ୍ୟ ସାମଗ୍ରୀ ଦର ସାମାନ୍ୟ ବଢ଼ିଛି। ଲଗାତର ୩ ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ୨ ଅଙ୍କ ସ୍ତର ଛୁଇଁଛି। ଗତ ବର୍ଷର…
ମାଇକ୍ରୋସଫ୍ଟ ଦେଲା ୧.୧୨ ଲକ୍ଷର ବୋନସ୍
ନୂଆଦିଲ୍ଲୀ,୧୨।୭: ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ୧୫୦୦ ଡଲାର ବୋନସ୍ ତା’ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଭିଡ୍ ମହାମାରୀ ସମୟରେ କମ୍ପାନୀର ସମସ୍ତ କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ଏହି ସ୍ପେଶାଲ ପ୍ୟାକେଜ୍…
ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବ
ନୂଆଦିଲ୍ଲୀ,୧୨।୭: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କାର୍ଯ୍ୟକ୍ରମ ଉପରେ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସରକାର ଏବଂ ଏଲ୍ଆଇସି ଏହି ବ୍ୟାଙ୍କରେ ରହିଥିବା ସମ୍ପୂର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଚୂଡ଼ାନ୍ତ ହେଲେ କେତେ ଅଂଶଧନ ଖସିଲା…
୧୨ଶହ କୋଟିର ଜାଲିଆତି ଧରାପଡ଼ିଲା
ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍କୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ କରିଥିଲା। ସଂସ୍ଥାର ଏଭଳି ଆଚରଣ ଯୋଗୁ ଆୟକର ବିଭାଗ ସନ୍ଦେହ ପ୍ରକଟ କରି…
୧୨ରୁ ବିଭିନ୍ନ ସହରରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ
ନୂଆଦିଲ୍ଲୀ,୧୧।୭: ଭାରତୀୟ ରେଳ ପକ୍ଷରୁ ପଶ୍ଚିମ ଭାରତର ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଗୁଜୁରାଟ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର ଭଳି ଅନେକ ସହରରେ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତି ନେଇଛି। ଏହି ଟ୍ରେନ ଗୁଡିକ ଜୁଲାଇ ୧୨ ତାରିଖରୁ ଚାଲିବ…
କ୍ଷୀର ଦର ୨ଟଙ୍କା ବଢ଼ାଇଲା ମଦର ଡେରୀ
ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ଦୁଗ୍ଧ ଜାତୀୟ ସାମଗ୍ରୀ ବିକ୍ରେତା ମଦର ଡେରୀ ପକ୍ଷରୁ କ୍ଷୀର ଲିଟର ଦିଲ୍ଲୀ ସମେତ ଅନ୍ୟ ସହରରେ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ନୂଆ ଦର ରବିବାରଠାରୁ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହା…
କର୍ମଚାରୀଙ୍କୁ ତତ୍କାଳ ଛୁଟି ଦେବ ବ୍ୟାଙ୍କ
ନୂଆଦିଲ୍ଲୀ,୧୧।୭: ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ହାତଗଣତି କର୍ମଚାରୀଙ୍କ ଦ୍ବାରା ସବୁବେଳେ ପରିଚାଳିତ ହେଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଏଭଳି ନିୟମର ପରିବର୍ତ୍ତନ ସହ ବ୍ୟାଙ୍କରେ ନିୟମିତ ବ୍ୟବଧାନରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ‘ବାଧ୍ୟତାମୂଳକ…

