ଏସଟିପିଆଇରେ ୫ ଲକ୍ଷ କୋଟି କାରବାର ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୧: ଓମିକ୍ରନ୍‌ ଭାରିଆଣ୍ଟ କାରବାର ବୃଦ୍ଧିର ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ସଫ୍ଟୱେର୍‌ ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସ୍‌ଟିପିଆଇ)ର ଜଣେ ଉଚ୍ଚ ପଦାଧିକାରୀଙ୍କ ସୂଚନା ଅନୁଯାୟୀ ଏସଟିପିଆଇ ସ୍କିମ୍‌ ଅଧୀନରେ ପଞ୍ଜୀକୃତ ୟୁନିଟ୍‌ ଗୁଡିକର କାର୍ଯ୍ୟଦକ୍ଷତାକୁ ବାଧା ଦେବ ନାହିଁ। ଏହାର ଇଣ୍ଡିଆ ୟୁନିଟ୍‌ଗୁଡ଼ିକର ସଫ୍ଟୱେର୍‌ ରପ୍ତାନିର ମୂଲ୍ୟ ୨୨ ଆର୍ଥିକ ବର୍ଷରେ ୫ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି ବୋଲି ଏସଟିପିଆଇର ମହାନିର୍ଦ୍ଦେଶକ ଅରବିନ୍ଦ କୁମାର କହିଛନ୍ତି। କୋଭିଡ୍‌ର ପୂର୍ବ ଲହରଗୁଡ଼ିକ ସମୟରେ ସକ୍ରିୟ ହୋଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଏକ ପ୍ରଭାବଶାଳୀ ରିମୋଟ୍‌ ୱାର୍କିଂ ମଡେଲ୍‌ ଗ୍ରହଣ କରିଛି ଏବଂ କାର୍ଯ୍ୟର ଡିଜିଟାଲ୍‌ ପ୍ରକୃତି ଏସଟିପିଆଇ ୟୁନିଟ୍‌ଗୁଡ଼ିକୁ ବ୍ୟାଘାତ ବିନା ସେବାଗୁଡ଼ିକର ନିରନ୍ତରତା ବଜାୟ ରଖିବାରେ ସକ୍ଷମ କରିଛ। ଏସ୍‌ଟିପିଆଇ ଅଧୀନରେ ପଞ୍ଜୀକୃତ ୟୁନିଟ୍‌ଗୁଡ଼ିକରୁ ସଫ୍ଟୱେର୍‌ ରପ୍ତାନି ପ୍ରାୟ ୫ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଏହା ୨୧ ଆର୍ଥିକ ବର୍ଷରେ ପ୍ରାୟ ୪.୯୬ ଲକ୍ଷ କୋଟି ଟଙ୍କା ହେବ ବୋଲି କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯.୫ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ହାସଲ କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଦେଶର ପ୍ରଥମ କମ୍ପାନୀ ହିସାବରେ ୯.୫୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର...

ରିଜର୍ଭ ବ୍ୟାଙ୍କ୍‌ଙ୍କୁ କୋର୍ଟଙ୍କ ମହଲତ

ନୂଆଦିଲ୍ଲୀ,୨୧।୨: ଦେଶର ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କ ସମ୍ପତ୍ତିର ରକ୍ଷକ। ବ୍ୟାଙ୍କ ଗ୍ରାହକଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିପାରିବ ନାହିଁ ବୋଲି ଶନିବାର ସୁପ୍ରିମକୋର୍ଟ କହିଛନ୍ତି। ବ୍ୟାଙ୍କର ଲକର ପରିଚାଳନାକୁ...

ଏହି ପ୍ଲାନରେ ୫୦ ଜିବି ବୋନସ୍‌ ଡାଟା ଦେଉଛି ଭୋଡାଫୋନ୍‌-ଆଇଡିଆ, ତା’ ସହ ରହିଛି…

ନୂଆଦିଲ୍ଲୀ,୨୯।୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ୨୫୯୫ ଟଙ୍କା ପ୍ରିପେଡ ପ୍ଲାନରେ ଉପଭୋକ୍ତମାନଙ୍କୁ ବୋନସ୍‌ ଡାଟା ଦେଉଛି। କିନ୍ତୁ ଏହା କେବଳ କମ୍ପାନୀର ମୋବାଇଲ୍‌...

ତୃତୀୟ ତ୍ରୈମାସରେ ସକାରାତ୍ମକ ଅଭିବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ସକାରାତ୍ମକ ରହିବ। କୋଭିଡ୍‌-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଥିଲା। ହେଲେ...

ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ...

ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସମୟ ଅବଧି ବଢିଲା

ନୂଆଦିଲ୍ଲୀ,୮।୪: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ରାଜ୍ୟଗୁଡିକ ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ବର୍ତ୍ତମାନର ଲକ୍‌ଡାଉନକୁ ନଜରରେ ରଖି ରାଜ୍ୟଗୁଡିକ ଲାଗି...

ପେଟିଏମ୍‌ର କ୍ୟାଶବ୍ୟାକ ଧମାକା

ଭୁବନେଶ୍ୱର,୨୨।୧୦: ଦେଶର ପ୍ରମୁଖ ଡିଜିଟାଲ ଇକୋସିଷ୍ଟମ ପେଟିଏମ ନିକଟରେ ଏହାର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପାର୍ବଣ ଅବସରରେ ୧୦୦ କୋଟିର ମାର୍କେଟିଂ...

ଇନୋଭିଟିର ନୂଆ ସ୍ବାଇପ ମେଶିନ

ଭୁବନେଶ୍ୱର,୨୩-୯: ଇନୋଭିଟି ବ୍ରାଣ୍ଡ ପକ୍ଷରୁ ନୂଆ ସ୍ବାଇପ ମେଶିନ ବଜାରକୁ ଆସିଛି। କମ୍ପାନୀର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ମାନସ ରଞ୍ଜନ ସାହୁ, ଆର୍‌ଜେସ୍‌ ଏଣ୍ଟରପ୍ରାଇଜେସର ସତ୍ତ୍ୱାଧିକାରୀ...

Advertisement


Archives

Model This Week