ଆହୁରି ବଢ଼ିବ କଞ୍ଜୁମର ପ୍ରଡକ୍ଟ ମୂଲ୍ୟ

ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ସାମଗ୍ରୀ ନିର୍ମାତା ସଂସ୍ଥାଗୁଡ଼ିକ ନିରୁପାୟ ବୋଲି ସେମାନେ କହିଛନ୍ତି। କାରଣ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଅଧିକ ମାଲ ପରିବହନ ଶୁଳ୍କ ଯୋଗୁ ଏଭଳି କରିବାକୁ ପଡୁଛି। ଫଳରେ ଗ୍ରାହକମାନଙ୍କ ଉପରେ ଅଧିକ ଚାପ ପଡ଼ିବ ବୋଲି କମ୍ପାନୀଗୁଡ଼ିକ ମତ ଦେଇଛନ୍ତି। ଏହି ମାସ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ମାସରେ ୱାଶିଂମେଶିନ୍‌ ଭଳି ଘରୋଇ ଉପକରଣଗୁଡ଼ିକ ଉପରେ ୫ରୁ ୧୦% ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ୪୧.୨୫ ଲକ୍ଷ ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରିଛି। ବ୍ୟକ୍ତିଗତ...

ଯୁବ ଟିମ୍‌ ତିଆରି କରୁଛି ଆଇବିଏମ୍‌;୧ ଲକ୍ଷ ବୁଢ଼ା କର୍ମଚାରୀ ବିଦା

ସାନଫ୍ରାନ୍ସିସ୍‌କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍‌ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧...

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

ଆର୍ଥିକ ପ୍ୟାକେଜ ଦେବେନି ସରକାର

ନୂଆଦିଲ୍ଲୀ,୨୩-୮: ଦେଶର ଅର୍ଥନୀତି ଧିମା ହେବା କାରଣରୁ ଉଦ୍ୟୋଗ ଜଗତ ଏବେ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ...

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦...

୯.୫ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ହାସଲ କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଦେଶର ପ୍ରଥମ କମ୍ପାନୀ ହିସାବରେ ୯.୫୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର...

ଓଡ଼ିଶା ବଜାରରେ ନୂଆ ରିୟଲମି ୩ ପ୍ରୋ

ଭୁବନେଶ୍ୱର,୨୯-୫(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ‘ରିୟଲମି ୩ ପ୍ରୋ’ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହା କମ୍ପାନୀର ଅଧିକୃତ ଷ୍ଟୋର...

ଶସ୍ତା ମୂଲ୍ୟରେ ଅଧିଗ୍ରହଣକୁ ମିଳିବନି ଅନୁମତି

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା...

Advertisement


Archives

Model This Week