ବ୍ରହ୍ମପୁରରେ ଷ୍ଟୋର ଖୋଲିବ ଅରୁନ୍ଧତୀ
ଭୁବନେଶ୍ୱର,୨୧।୯ ରାଜ୍ୟର ଏକ ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୪ର୍ଥ ବାର୍ଷିକ ଉସତ୍ବ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ‘ବିଗ୍ ଆନିଭରସାରି ଅଫର’ ମଧ୍ୟ ପ୍ରଦାନ କରୁଛି। ଶତ…
ଭାରତରେ ଆମଦାନୀ ଶୁଳ୍କ ଅତ୍ୟଧିକ:ମର୍ସିଡିଜ
ନୂଆଦିଲ୍ଲୀ,୨୦।୯ ଆମଦାନୀ ହେଉଥିବା କାର୍ଗୁଡିକ ଉପରେ ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଛନ୍ତି। ଏହା କମ୍ପାନୀଗୁଡ଼ିକ ଲାଗି ଅଡୁଆ ସୃଷ୍ଟି କରିଛି ବୋଲି ପ୍ରମୁଖ ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିଜ ବେଞ୍ଜ ସୋମବାର କହିଛି। ଭାରତ ସରକାର ଟିକସ କମାନ୍ତୁ…
୩୦ରୁ ୩୫ ଟଙ୍କା କମ୍ ଦରରେ ମିଳିପାରିବ ପେଟ୍ରୋଲ
ନୂଆଦିଲ୍ଲୀ,୨୦।୯: ପେଟ୍ରୋଲ ଏବଂ ଡିଜେଲ ସାମଗ୍ରୀ ଓ ସେବା ଟିକସ୍(ଜିଏସ୍ଟି) ପରିସରଭୁକ୍ତ ହେଲେ ତେଲ ଦର ୩୦ରୁ ୩୫ ଟଙ୍କା ହ୍ରାସ ହେବ ବୋଲି ଭାଜପା ନେତା କେ.ଆନ୍ନାମଲାଇ ସୋମବାର କହିଛନ୍ତି। ଏପରି ହେଲେ କେନ୍ଦ୍ରକୁ ଏହା ଉପରେ ସରଚାର୍ଜ ଏବଂ…
ଚଳିତ ବର୍ଷ ଆସି ନ ପାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ୪ ଶ୍ରମ କୋଡ୍ ଲାଗୁ ହୋଇ ନ ପାରେ। ରାଜ୍ୟଗୁଡ଼ିକ ସ୍ତରରେ ନିୟମ ଡ୍ରାଫ୍ଟ କରିବା ପ୍ରକ୍ରିୟା ବର୍ତ୍ତମାନ ବିଳମ୍ବ ହେଉଛି। ସେହିଭଳି ଉତ୍ତର ପ୍ରଦେଶ ନିର୍ବାଚନ ମଧ୍ୟ ଏକ ରାଜନୈତିକ କାରଣ ଭାବେ ଉଭା…
ଜାନୁୟାରୀରୁ କଡ଼ାକଡ଼ି ହେବ ଜିଏସ୍ଟି ଫାଇଲିଂ
ନୂଆଦିଲ୍ଲୀ,୨୦।୯: ଆସନ୍ତା ଜାନୁୟାରୀ ମାସରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଫାଇଲିଂକୁ କଡ଼ାକଡ଼ି କରାଯିବ। ଯେଉଁ ବାଣିଜ୍ୟ ସଂସ୍ଥାଗୁଡିକ ସମରି ରିଟର୍ନ ଏବଂ ମାସିକ ଜିଏସ୍ଟି ରିଟର୍ନ ଫାଇଲିଂ କରିବେନି ପରବର୍ତ୍ତୀ ମାସଗୁଡିକରେ ଜିଏସ୍ଟିଆର୍-୧ ସେଲ୍ସ ରିଟର୍ନ ଭରିବା କଷ୍ଟକର…
ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୦।୯: ସରକାର ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଯାତ୍ରୀ ପରିବହନ କ୍ଷମତା ୭୨.୫%ରୁ ୮୫%କୁ ବୃଦ୍ଧି କରିଛନ୍ତି। ଏହା ସହ ବିମାନ ଭଡ଼ା ସମ୍ପର୍କିତ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ବିମାନ ଭଡ଼ା କ୍ଷେତ୍ରରେ ସର୍ବନିମ୍ନ ଏବଂ…
ଛୋଟ କାର୍ରେ ୨ ଏୟାର ବ୍ୟାଗ୍ କାହିଁକି
ନୂଆଦିଲ୍ଲୀ,୨୦।୯: ବଡ କାର୍ଗୁଡିକରେ ୮ ଏୟାରବ୍ୟାଗ୍ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରବିବାର ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଶ୍ନ କରିଛନ୍ତି। ଗଡକରୀଙ୍କ କହିବା ମୁତାବକ, ଛୋଟ…
ରେଳପଥ ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳନ
ଭୁବନେଶ୍ୱର,୧୯।୯: ଭାରତୀୟ ରେଲଓ୍ବେର ପୂର୍ବତଟ ରେଳପଥ ପକ୍ଷରୁ ସେପ୍ଟେମ୍ବର ୧୬ ରୁ ୩୦ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳନ କରାଯାଉଛି। ସରକାରଙ୍କ କୋଭିଡ୍ କଟକଣା ଓ ଗାଇଡ୍ଲାଇନ ଅନୁସାରେ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ବଚ୍ଛତା ପକ୍ଷ ପାଳନ ସହ ରେଳଷ୍ଟେଶନ…
କ୍ରୁଜ୍ ଲାଇନରର ଶୁଭାରମ୍ଭ କଲା ଆଇଆର୍ସିଟିସି
ନୂଆଦିଲ୍ଲୀ,୧୯।୯ – ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଶନିବାର ଦେଶର ପ୍ରଥମ ସ୍ବଦେଶୀ ପର୍ଯ୍ୟଟକ ଜଳଜାହାଜ ‘ଲକଜରୀ କ୍ରୁଜ ଲାଇନର’ର ଶୁଭାରମ୍ଭ କରାଯାଇଛି। ଏହି କ୍ରୁଜ୍ ସେବା ସ୍ଥାନୀୟ ଗୋଆ, ଡ୍ୟୁ, କୋଚ୍ଚି, ଲାକ୍ଷାଦ୍ୱୀପ ଓ…
ଅନୁଚିତ ଉପାୟରେ କାରବାର କରୁଛି ଗୁଗଲ
ନୂଆଦିଲ୍ଲୀ,୧୯।୯ – ବିଶ୍ୱର ସର୍ବବୃହତ୍ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ବିରୋଧରେ ନାନା ଅଭିଯୋଗ ଆସିବା ପରେ ଏହାର ଗୁରୁତ୍ୱକୁ ନଜରରେ ରଖି କମ୍ପିଟେଶନ କମିସନ ଅଫ୍ ଇଣ୍ଡିଆ (ସିସିଆଇ) ୨୦୧୯ ଏପ୍ରିଲରେ ଗୁଗଲର ବେଆଇନ କାର୍ଯ୍ୟକଳାପ ଓ ବ୍ୟବସାୟ ଉପରେ…
ନାଲ୍କୋ ବକ୍ସାଇଟ ଖଣି ପୁରସ୍କୃତ
ଭୁବନେଶ୍ୱର,୧୮।୯ ନାଲ୍କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ମାନ ଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କଷ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ସ୍ଥାନୀୟ ନୀଳକଣ୍ଠନଗରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା…
ଓଡ଼ିଶାରେ ଉପସ୍ଥିତି ଦୃଢ଼ କରୁଛି ଟିଭିଏସ୍
ଭୁବନେଶ୍ୱର,୧୮।୯(ବ୍ୟୁରୋ) ଦୁଇ ଚକିଆ ଏବଂ ୩ ଚକିଆ ଯାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଟିଭିଏସ୍ ମୋଟର କମ୍ପାନୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ଦୃଢ଼ କରୁଛି। କମ୍ପାନୀ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ନୂଆ ଡିଲରଶିପ ‘ରିତା ଟିଭିଏସ୍’ ଶୁକ୍ରବାର ଶୁଭାରମ୍ଭ ହୋଇଛି।…

