ଭାରତରେ ହେବ ଟେସ୍ଲା ଇ-କାର ପ୍ଲାଣ୍ଟ
ଭୁବନେଶ୍ୱର,୧୧।୧୦: ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଇ-ଯାନ ପ୍ରଚଳନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଏକ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ୍କରୀ କହିଛନ୍ତି ଯେ, ଟେସ୍ଲାର ଇଲେକ୍ଟ୍ରିକ୍ କାରର ଉତ୍ପାଦନ…
ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା
ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୮ ପଇସା ଏବଂ…
ଘରୋଇ କରଣ, ଏବେ ଏସବୁ କମ୍ପାନୀ ବିକ୍ରି ତାଲିକାରେ…
ନୂଆଦିଲ୍ଲୀ,୧୦।୧୦: ସରକାର ଏୟାର ଇଣ୍ଡିଆର ଘରୋଇ କରଣ କରିଛନ୍ତି। ସାର୍ବଜନୀନ କ୍ଷେତ୍ର କମ୍ପାନୀ(ପିଏସ୍ୟୁ)ଗୁଡ଼ିକୁ ଘରୋଇ ହାତକୁ ହସ୍ତାନ୍ତର କରିବାକୁ କେନ୍ଦ୍ରର ଅଭିଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହି ତାଲିକାରେ ଅନ୍ୟ କମ୍ପାନୀ ମଧ୍ୟ ରହିଛନ୍ତି। ଡିସେମ୍ବର ସୁଦ୍ଧା…
୭୮ହଜାରଙ୍କୁ ନିଯୁକ୍ତି ଦେବ ଟିସିଏସ୍
ନୂଆଦିଲ୍ଲୀ,୧୦।୧୦: କୋଭିଡ୍ ସଂକ୍ରମଣର ଭୟାବହତା କିଛି ପରିମାଣରେ ହ୍ରାସ ପାଇଛି। ଏହାକୁ ନଜରରେ ରଖି ଆଇଟି କମ୍ପାନୀଗୁଡ଼ିକ ନୂଆ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ମହାମାରୀ ଯୋଗୁ ସାରା ବିଶ୍ୱର ଆଇଟି କମ୍ପାନୀଗୁଡିକ ଓ୍ବାର୍କ ଫର୍ମ ହୋମ୍ ଜରିଆରେ ବର୍ତ୍ତମାନ…
୧୦୦ ବିଲିୟନ କ୍ଲବରେ ଅମ୍ବାନୀ
ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲ୍ଥ କ୍ଲବରେ ସାମିଲ…
୯ ଦିନରେ ୮ଥର ବଢ଼ିଲାଣି ତେଲ ଦର
ଭୁବନେଶ୍ୱର/ନୂଆଦିଲ୍ଲୀ,୧୦।୧୦: ଗତ ୯ ଦିନ ମଧ୍ୟରେ ୮ ଥର ତେଲ ଦର ବଢ଼ିଲାଣି। ଏପରିକି କ୍ରମାଗତ ପଞ୍ଚମ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ…
ସାମନ୍ତରାପୁରରେ ଗୁପ୍ତାର ୨୫ତମ ଷ୍ଟୋର
ଭୁବନେଶ୍ୱର,୯।୧୦ ଚଳିତ ବର୍ଷର ପାର୍ବଣ ଅବସରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସ ପକ୍ଷରୁ ଶୁକ୍ରବାର ଆଉ ଏକ ମେଗା ଫ୍ଲାଗସିପ୍ ଷ୍ଟୋର ସ୍ଥାନୀୟ ସାମନ୍ତରାପୁର ଛକ ଠାରେ ଶୁଭାରମ୍ଭ ହୋଇଯାଇଛି। ୧୪ହଜାର ବର୍ଗଫୁଟ ପରିସରରେ ନବନିର୍ମିତ ଏହି ଷ୍ଟୋରକୁ କମ୍ପାନୀର ସତ୍ତ୍ୱାଧିକାରୀ ରାଜେଶ କୁମାର…
ଉତ୍କଳ ଅଟୋମୋବାଇଲ୍ସରେ ଏକ୍ସୟୁଭି ୭୦୦ ଶୁଭାରମ୍ଭ
ଭୁବନେଶ୍ୱର, ୯।୧୦ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ନୂଆ ଏକ୍ସୟୁଭି ୭୦୦ ମଡେଲ ସ୍ଥାନୀୟ ଉତ୍କଳ ଅଟୋମୋବାଇଲ୍ସ ଶୋ’ରୁମ୍ରେ ଶୁଭାରମ୍ଭ ହୋଇଛି। ଶୋ’ରୁମ୍ର ସ୍ବତ୍ୱାଧିକାରୀ ସୌନକ ପାରିଖ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ କମ୍ପାନୀର ଅଧିକାରୀ ଉପସ୍ଥିତ ରହି ଯାନଟିକୁ…
ରେପୋ ରେଟ୍ ଅପରିବର୍ତ୍ତିତ
ମୁମ୍ବାଇ,୯।୧୦ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ରେପୋ ରେଟ୍(କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଯେଉଁ ହାରରେ ଋଣ ଦିଏ)କୁ ଶୁକ୍ରବାର ୪% ସ୍ତରରେ ଅପରିବର୍ତ୍ତିିତ ରଖିଛି। ଲଗାତର ୮ଥର ଲାଗି ରେପୋରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗଭର୍ନର ଶକ୍ତିକାନ୍ତ…
୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍କମ୍ ବ୍ୟାକ୍’
ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ଘର ବାହୁଡ଼ିବ। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୦୨୧ ସୁଦ୍ଧା…
ରେପୋ ରେଟ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ…
ବ୍ରିଜ୍ ପ୍ରକଳ୍ପ ପାଇଁ ନାବାର୍ଡର ୩୦୩ କୋଟି
ଭୁବନେଶ୍ୱର,୭ା୧୦: ରାଜ୍ୟ ମଧ୍ୟରେ ୨୪ ବ୍ରିଜ୍ ନିର୍ମାଣ ଲାଗି ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ୩୦୩ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦେଇଛି। ବ୍ୟାଙ୍କ ଏହାର ଗ୍ରାମୀଣ ଭିତ୍ତିଭୂମି ଉନ୍ନତୀକରଣ ପାଣ୍ଠି(ଆର୍ଆଇଡିଏଫ୍) ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ…

