ବାଣିଜ୍ୟ

ବୟନ ପାର୍କ ସ୍ଥାପନ ଲାଗି ଓଡ଼ିଶା ଆଗ୍ରହୀ

ନୂଆଦିଲ୍ଲୀ,୭ା୧୦: ଦେଶ ମଧ୍ୟରେ ୭ ମେଗା ଟେକ୍ସଟାଇଲ ରିଜିୟନ ଏବଂ ଆପାରେଲ ପାର୍କ (ପିଏମ୍‌ ମିତ୍ର) ସ୍ଥାପନ ହେବ। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଏଥିଲାଗି ୪,୪୪୫ କୋଟିର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ବୟନ…

ବିଲିୟନ ଡଲାର କମ୍ପାନୀ ଗଢ଼ିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଆଇଆଇଟି ମାଡ୍ରାସରେ ପଢ଼ାପରେ ବିଦେଶରେ ଏକ ଭଲ ପ୍ୟାକେଜରେ ଚାକିରି ପାଇଥିଲେ। ହେଲେ ନିଜେ କିଛି କରି ଦେଖାଇବାର ଇଚ୍ଛା ତାଙ୍କ ମନକୁ ସବୁବେଳେ ଆନ୍ଦୋଳିତ କରୁଥିଲା। ଆମେରିକାର ମୋଟା ଅଙ୍କର ଦରମା ଛାଡ଼ି ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ। ଆଉ…

ଭାରତ ଲାଗି ଆଉଟ୍‌ଲୁକ୍‌ ଦୃଢ଼ କଲା ମୁଡିସ୍‌

ନୂଆଦିଲ୍ଲୀ,୬।୧୦: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ଭାରତ ବଜାର ଲାଗି ଆଉଟ୍‌ଲୁକ୍‌ ରେଟିଂକୁ ପୂର୍ବାପେକ୍ଷା ଦୃଢ଼ କରିଛି। ଏହା ପୂର୍ବରୁ ଭାରତର ରେଟିଂକୁ ନେଗେଟିଭ୍‌ ରଖିଥିଲା। ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ‘ଷ୍ଟେବଲ’ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଦେଶର ଅର୍ଥ…

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି ଉତ୍ପାଦନ ଲାଗି ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ ବହୁତ କମ୍‌ କୋଇଲା ଗଚ୍ଛିତ ରହିଛି। ଭାରତ ଉତ୍ପାଦନ…

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌ ୧୫ ଟଙ୍କା ବଢ଼ିଛି। ଫଳରେ ଏବେ ଏହାର ଦାମ୍‌ ଦିଲ୍ଲୀ-ମୁମ୍ବାଇରେ ୮୯୯.୫୦ ଟଙ୍କା…

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୁଣା ଯାନ ଉପରେ ଏଭଳି ଅତ୍ୟଧିକ ଫି ବୋଝ…

ତନିସ୍କର ପୂଜା କଲେକ୍ସନ ‘ସାଜ୍‌’

ଭୁବନେଶ୍ୱର,୫।୧୦ ପ୍ରମୁଖ ଗହଣା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ୍‌’ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ ଷ୍ଟୋରରେ ତନିସ୍କର ଏବିଏମ୍‌ ଅରିନ୍ଦମ ପ୍ରାମାଣିକ ଏବଂ ଷ୍ଟୋର ପକ୍ଷରୁ ଲିପ୍‌ସା ହଂସ ଉପସ୍ଥିତ ରହି ଏହାକୁ ବଜାର…

୧୭ ଅଳଙ୍କାର ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ

ଭୁବନେଶ୍ୱର,୫।୧୦ ବାଣିଜ୍ୟ କର ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ଏନଫୋର୍ସମେଣ୍ଟ ୟୁନିଟ୍‌ ସୋମବାର ରାଜ୍ୟର ୧୮ଟି ସହରର ୧୭ଟି ଅଳଙ୍କାର ଦୋକାନ ଉପରେ ଚଢ଼ାଉ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିଟି ଜିଏସ୍‌ଟି ବିଭାଗର ମିଳିତ…

ସ୍ଥାନୀୟ ଇସ୍ପାତ ଶିଳ୍ପକୁ ମିଳିବ ପ୍ରାଥମିକତା

ଭୁବନେଶ୍ୱର,୫।୧୦(ବ୍ୟୁରୋ) ରାଜ୍ୟରେ ରହିଥିବା ଖଣିଗୁଡ଼ିକରେ ଉତ୍ପାଦିତ ଲୁହା ପଥର ରାଜ୍ୟ ବାହାରେ ବିକ୍ରି ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଇସ୍ପାତ ଶିଳ୍ପଗୁଡିକ ଆଶଙ୍କାରେ ରହିଥିଲେ। ଏହି ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଶିଳ୍ପର…

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ…

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା ଅଭାବ…

ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦: ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୨୩୮୩.୯୯ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?