ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ର ଆଇପିଓ

ନୂଆଦିଲ୍ଲୀ,୩୦।୧: ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଫେବୃୟାରୀ ୪ରେ ଖୋଲିବ ଓ ୮ରେ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ହେଉଛି ଫେବୃୟାରୀ ୩। ଏହି ଅଫରର ମୂଲ୍ୟ ବ୍ୟାଣ୍ଡ ହେଉଛି ଇକ୍ୱିଟି ଶେୟାର ପିଛା ୮୨୪ ଟଙ୍କାରୁ ୮୬୬ ଟଙ୍କା। ସର୍ବନିମ୍ନ ୧୭ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିହେବ ଏବଂ ଏହା ପରେ ୧୭ଟି ଇକ୍ୱିଟି ଶେୟାରର ଗୁଣିତକ ହିସାବରେ ଆଗକୁ ବଢ଼ିବ। ଏହି ଅଫରରେ ୧ ଟଙ୍କିଆ ଫେସ୍‌ ଭ୍ୟାଲୁ ଥିବା ୩୬,୩୬୪,୮୩୮ ଇକ୍ୱିଟି ଶେୟାର ଜାରି କରାଯିବ। ସେଥିରେ ରହିଛି ରିନେ ହୋଲ୍‌ଡିଂସ୍‌ ଲିମିଟେଡ୍‌ର ୧୭,୪୫୯,୩୯୨ ଇକ୍ୱିଟି ଶେୟାର, କେଦାର କ୍ୟାପିଟାଲ ଅଲ୍‌ଟରନେଟିଭ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌-କେଦାର କ୍ୟାପିଟାଲ ଏଆଇଏଫ୍‌ ୧ର ୭୨୩,୦୧୪ ଇକ୍ୱିଟି ଶେୟାର ଓ ରବି ମୋଦି ଫାମିଲି ଟ୍ରଷ୍ଟ୍‌ର ୧୮,୧୮୨,୪୩୨ ଇକ୍ୱିଟି ଶେୟାର।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri