ବାଣିଜ୍ୟ

ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ…

ଏବେ ଚୁଲି ଜଳାଇବା ବି ମହଙ୍ଗା !…

ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି। ମ୍ୟାଚେସ୍‌ ଦାମ ଡିସେମ୍ବରଠାରୁ ୧ ଟଙ୍କା ବଦଳରେ ୨ ଟଙ୍କା ହେବ। ଏସମ୍ପର୍କରେ ନିଷ୍ପତ୍ତି…

ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଲା ତୈଳଦର; ଲିଟର ପିଛା…

ନୂଆଦିଲ୍ଲୀ,୨୩।୧୦: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର। ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ସାରା ଦେଶରେ ଇନ୍ଧନ ଦର ୩୫ ପଇସା ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କାକୁ ବୃଦ୍ଧି ପାଇଛି।…

କମିବାକୁ ଯାଉଛି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ ଖାଦ୍ୟ ସାମଗ୍ରୀ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପାଣ୍ଡେ…

ଆକାଶଛୁଆଁ ତୈଳଦର; ଆଜି ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୨।୧୦: ତୈଳଦର ବୃଦ୍ଧିରେ ଲାଗୁନି ଲଗାମ। ଶୁକ୍ରବାର ପୁଣି ୩୫ ପଇସା ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଏହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୮୯ ଟଙ୍କା, ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା…

ବ୍ୟସ୍ତବହୁଳ ରୁଟ୍‌ରେ ବିମାନ ଭଡ଼ା ୪୫% ବୃଦ୍ଧି

ନୂଆଦିଲ୍ଲୀ,୨୨।୧୦: ଦୀପାବଳି ପୂର୍ବରୁ ବ୍ୟସ୍ତବହୁଳ ରୁଟ୍‌ଗୁଡ଼ିକରେ ବିମାନ ଭଡ଼ା ଲଗାତର ବୃଦ୍ଧି ହେଉଥିବା ଦେଖାଯାଉଛି। ବର୍ଦ୍ଧିତ ଚାହିଦା ଯୋଗୁ ବିମାନ ଭଡ଼ା ପୂର୍ବ ତୁଳନାରେ ପ୍ରାୟ ୩୦ରୁ ୪୫% ବଢ଼ିଥିବା ଜଣାପଡ଼ିଛି। ଟ୍ରାଭେଲ ପୋର୍ଟାଲ ଇକ୍ସିଗୋ ମୁତାବକ, ମୁମ୍ବାଇ-ଦିଲ୍ଲୀ ଏବଂ ମୁମ୍ବାଇ-କୋଲକାତା…

ପେଟିଏମ୍‌ର କ୍ୟାଶବ୍ୟାକ ଧମାକା

ଭୁବନେଶ୍ୱର,୨୨।୧୦: ଦେଶର ପ୍ରମୁଖ ଡିଜିଟାଲ ଇକୋସିଷ୍ଟମ ପେଟିଏମ ନିକଟରେ ଏହାର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପାର୍ବଣ ଅବସରରେ ୧୦୦ କୋଟିର ମାର୍କେଟିଂ କ୍ୟାମ୍ପନେ ତା’ର ପାର୍ଟନରମାନଙ୍କ ଜରିଆରେ କରିବ ବୋଲି ଜଣାପଡିଛି। କମ୍ପାନୀ ଚଳିତ ପାର୍ବଣରେ ପେ…

ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଟିସିଏସ୍‌, ଇନ୍‌ଫୋସିସ, ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ ଲକ୍ଷ୍ୟକୁ ୨ ଗୁଣ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୧.୬୦ ଲକ୍ଷ ଫ୍ରେସର୍ସଙ୍କୁ ଚାକିରି ଦେବେ…

ପୂର୍ବାଞ୍ଚଳର ଶକ୍ତି ଉତ୍ପାଦନ ୮% ବୃଦ୍ଧି

କୋଲକାତା,୧୮ା୧୦: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର ସୁଦ୍ଧା ଦେଶର ପୂର୍ବ ଭାଗରେ ଶକ୍ତି ଉତ୍ପାଦନ ୮.୪୮% ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ଅନ୍ୟ ପ୍ରାନ୍ତଗୁଡ଼ିକରେ ଶକ୍ତି ଉତ୍ପାଦନ ୫%କମିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଡାଟାରୁ ଜଣାପଡିଛି। ସାରା ଦେଶରେ ତାଜପ ବିଦ୍ୟୁତ ଶକ୍ତି…

ଏଫ୍‌ପିଆଇ ଉଠାଇ ନେଲେ ୧୪୭୨ କୋଟି

ମୁମ୍ବାଇ,୧୮ା୧୦: ଚଳିତ ମାସ ଅଦ୍ୟାବଧି ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୧୪୭୨ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହାର ପୂର୍ବ ୨ ମାସରେ ନିବେଶକମାନେ ନେଟ୍‌ ଭିତ୍ତିରେ ନିବେଶ କରିଥିଲେ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏବଂ…

ଦୃଢ଼ ହେଉଛି ଆର୍ଥିକ ସୁଧାର ପ୍ରକ୍ରିୟା

ନୂଆଦିଲ୍ଲୀ,୧୮ା୧୦: କରୋନା ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ହେଉଛି। ଘରୋଇ ବଜାରର ଚାହିଦାରେ ଉନ୍ନତି ଆସିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଥିବା ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ରବିବାର କହିଛନ୍ତି। କେନ୍ଦ୍ର…

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍‌ର ଚଳାଚଳ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?