ବାଣିଜ୍ୟ

ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୧୦: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ମାନ୍ଦା ରହିବା ସାଙ୍ଗକୁ ଅନେକ ସମସ୍ୟା ଦେଇ ଗତି କରିଛି। ସେହିଭଳି ସଂକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସହିତ ଆର୍ଥିକାବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାକୁ…

ଲିଟର ପିଛା ୧୧୧ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, ୧୭।୧୦: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ରବିବାର ପୁଣି ତୈଳ ଦାମ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ…

ମାଲବାର ପକ୍ଷରୁ ଚେନ ଆଣ୍ଡ୍‌ ବେଙ୍ଗଲ ଫେଷ୍ଟିଭାଲର ଶୁଭାରମ୍ଭ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦେଶର ପ୍ରମୁଖ ସୁନା ଏବଂ ହୀରା ଅଳଙ୍କାର ନିର୍ମାତା ମାଲବାର ଗୋଲ୍ଡ ଏଣ୍ଡ ଡାଏମଣ୍ଡସ୍‌ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଚେନ ଏବଂ ବାଙ୍ଗେଲ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସହିଦ ନଗର ସ୍ଥିତ ମାଲାବାର ଷ୍ଟୋର ପରିସରରେ ଏହି…

ପୁଣି ବଢ଼ିଲା ତୈଳଦର, ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧୪।୧୦: ପୁଣି ବଢ଼ିଲା ତୈଳଦର। ଦଶହରାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଉଭୟ ତୈଳ ୩୫ ପଇସା ଲେଖାଏ ବଢ଼ିଛି। ଫଳରେ ଲିଟର ପିଛା ପେଟ୍ରୋଲର ଦାମ ୧୦୪.୭୯ ଟଙ୍କା…

ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି। ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ…

ରେକର୍ଡ ସ୍ତରରେ ପୁଞ୍ଜିବଜାର

ମୁମ୍ବାଇ,୧୪।୧୦: ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୬୦,୭୩୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) ୧୭୦…

ମେଟ୍ରୋରେ ଟମାଟୋ କିଲୋ ୭୨

ନୂଆଦିଲ୍ଲୀ,୧୪।୧୦: ଦେଶର ମେଟ୍ରୋ ସହରଗୁଡ଼ିକରେ ଟମାଟୋର ରିଟେଲ ଦର ୭୨ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ଯୋଗାଣରେ ସମସ୍ୟା ଯୋଗୁ ଟମାଟୋ ଦର ବଢ଼ିଥିବା ଜଣାପଡ଼ିଛି। କୋଲକାତାରେ ଦର…

ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ ଏବଂ ମ୍ୟାନେଜମେଣ୍ଟ୍‌ କଣ୍ଟ୍ରୋଲ ହସ୍ତାନ୍ତର କରିବା ଲାଗି ଫାଇନାନ୍ସିଆଲ ବିଡ୍‌ ହାସଲ ହୋଇଛି। ଏନେଇ…

୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର କମିବା ଯୋଗୁ ଏଭଳି ସ୍ଥିତି ଆସିଛି। ଲଗାତାର ତୃତୀୟ…

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଭାରତର ୧୩୫ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି। ଏଠାରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହୁଏ,…

ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି ଭଳି ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି କିଣି ନେଇଥାନ୍ତେ ଗ୍ରାହକ। ହେଲେ ଦୁଇବର୍ଷ…

ଇଭି ଚାର୍ଜିଂ, ସିଏନ୍‌ଜିକୁ ଫୋକସ

ମୁମ୍ବାଇ,୧୧।୧୦: ସରକାର ବର୍ତ୍ତମାନ ପେଟ୍ରୋଲ, ଡିଜେଲ ବ୍ୟବହାରକୁ କମ୍‌ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିଲାଗି ପେଟ୍ରୋଲ ପମ୍ପ ଲାଇସେନ୍ସ କ୍ଷେତ୍ରରେ ରହିଥିବା ନିୟମକୁ କୋହଳ କରାଯାଇଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲ ବିକ୍ରି ହେବା ଆଗରୁ ମଧ୍ୟ ଇଲେକ୍ଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?