ବାଣିଜ୍ୟ

ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭ ପଏଣ୍ଟ ହ୍ରାସ ହୋଇ ଏହା ୪୯,୬୨୫ ପଏଣ୍ଟ ଏବଂ ନିଫ୍ଟିରେ ୫୪ ପଏଣ୍ଟ...

ଭର୍ଚୁଆଲ ମିଟ୍‌ରେ ଦେଖାଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଆତ୍ମଗୋପନ ରହିବା ପରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା ପୁଣି ଥରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଚାଇନାର ସରକାରୀ ଖବରକାଗଜ ଏ ସମ୍ପର୍କିତ ଏକ ଭିଡିଓ ଜାରି କରିଛି। ପ୍ରାୟ...

ୟୁଏସ୍‌ ଶେୟାର ବଜାରରେ ବାଇଡେନ୍‌ ଲହରି

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ ସ୍ତରରେ ରହିଥିଲା। ବିଶ୍ୱ ସ୍ତରର ରିସର୍ଚ୍ଚ ସଂସ୍ଥା ସିଏଫ୍‌ଆର୍‌ଏ ମୁତାବକ ଏହି ସମୟରେ...

ଭାରତୀୟଙ୍କ ଲାଗି ସୁଯୋଗ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବାଇଡେନ୍‌ ଏକ ଇମିଗ୍ରେସନ ବିଧେୟକ ଆଣିବାକୁ...

ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ପୁଞ୍ଜିବଜାରରେ ପୁଣି ଥରେ ଭଲ କାରବାର ହେଉଥିବା ନଜରକୁ ଆସିଛି। ଫଳରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ସ୍ତରରେ ରହିଛି। ସେନ୍‌ସେକ୍ସ ୩୯୩.୮୩% ବଢି ୪୯,୭୯୨.୧୨ ପଏଣ୍ଟ ସ୍ତରରେ ବନ୍ଦ...

ଆସିଲା ନୂଆ ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦୁଇଚକିଆ ଯାନ ବଜାରରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍କୁଟର ଆପ୍ରିଲିଆ ଏସ୍‌ଏକ୍ସଆର ୧୬୦ର ବଜାର ପ୍ରବେଶ ହୋଇଛି। ଏହାର ଅଧିକୃତ ଡିଲରଶିପ ୩ ଏସ୍‌ ମୋର୍ଟସ ପକ୍ଷରୁ ଏହି ନୂତନ ମଡେଲକୁ ମଙ୍ଗଳବାର...

ହ୍ବାଟ୍ସଆପ୍‌ ସହ ଯୋଡ଼ିହେବ ଜିଓମାର୍ଟ

ନୂଆଦିଲ୍ଲୀ: ଆଗାମୀ ୬ ମାସରେ ମୁକେଶ ଅମ୍ବାନୀ ତାଙ୍କ ଜିଓମାର୍ଟକୁ ହ୍ବାଟ୍ସଆପ୍‌ ସହ ଯୋଡ଼ିପାରନ୍ତି। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଯୋଜନା କରାଯାଉଛି। ଫାଇନାନ୍ସିଆଲ ଖବରକାଗଜ ଡେଲି ମିଣ୍ଟରେ ଏ ନେଇ ସୋମବାର ଏକ ଖବର ପ୍ରକାଶ...

ଆଦାନୀ ହାତକୁ ଯିବ ଆଉ ୩ ବିମାନବନ୍ଦର

ବେଙ୍ଗାଲୁରୁ: ଜୁଲାଇ ମଧ୍ୟଭାଗ ସୁଦ୍ଧା ଆଦାନୀ ଗ୍ରୁପ୍‌ ହାତକୁ ଦେଶର ଆଉ ୩ ବିମାନବନ୍ଦର ଯିବ। ଏହା ମଧ୍ୟରେ ଜୟପୁର, ଗୁଆହାଟୀ ଏବଂ ଥିରୁଭାନନ୍ତପୁରମ ବିମାନ ବନ୍ଦର ସାମିଲ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଆଦାନୀ ଏୟାରପୋର୍ଟ ଲିମିଟେଡ୍‌...

ଆଇଟି କମ୍ପାନୀ ଦେଇପାରନ୍ତି ୯୧ ହଜାର ନିଯୁକ୍ତି

ବାଙ୍ଗାଲୋର: ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ୍‌, ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏବଂ ଓ୍ବିପ୍ରୋ ୨୦୨୧-୨୨ରେ ପ୍ରାୟ ୯୧ ହଜାର ଫ୍ରେସରଙ୍କୁ ନିଯୁକ୍ତି କରିପାରନ୍ତି। ଲକ୍‌ଡାଉନ ପରେ ଚାହିଦା ପୁଣି ଥରେ ଫେରୁଥିବାରୁ ଏହି ୪ କମ୍ପାନୀ ମିଳିତ...

ନିବେଶକଙ୍କ ସମ୍ପତ୍ତି ୩.୪୧ ଲକ୍ଷ କୋଟି ବଢ଼ିଲା

ମୁମ୍ବାଇ: ମଙ୍ଗଳବାର ଭାରତୀୟ ପୁଞ୍ଜିବଜାରରେ କାରବାର ବେଶ୍‌ ଉତ୍ସାହଜନକ ରହିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୮୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ବଢିଥିବା ନଜରକୁ ଆସିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୩.୪୧ ଲକ୍ଷ କୋଟି ଟଙ୍କା ବଢ଼ିଛି। ରିୟଲ ଇଷ୍ଟେଟ, ମେଟାଲ...

ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ୟୁଜରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ବିବାଦୀୟ ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର କରିବା...

ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ କରିଛନ୍ତି। ଏହା ଏକ ଭାରତୀୟ ଆପ୍‌ ଥିଲା। ୨୦୧୨ରେ ହାଇକ ଲଞ୍ଚ କରାଯାଇଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri