ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ପୁଞ୍ଜିବଜାରରେ ପୁଣି ଥରେ ଭଲ କାରବାର ହେଉଥିବା ନଜରକୁ ଆସିଛି। ଫଳରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ସ୍ତରରେ ରହିଛି। ସେନ୍‌ସେକ୍ସ ୩୯୩.୮୩% ବଢି ୪୯,୭୯୨.୧୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଟେକ୍‌ ମହିନ୍ଦ୍ରା ଏବଂ ମାରୁତି ସୁଜୁକିର ଶେୟାର କାରବାର ସବୁଠାରୁ ଭଲ ହୋଇଛି। ଏହି ୨ କମ୍ପାନୀର ଶେୟାର କାରବାର ୨% ଊର୍ଦ୍ଧ୍ୱ ବୃଦ୍ଧି ସହ ବନ୍ଦ ହୋଇଛି। ମୋଟାମୋଟି ଭାବେ ଅଭିବୃଦ୍ଧି କ୍ଷେତ୍ରରେ ଅଟୋମୋବାଇଲ ଏବଂ ଆଇଟି ଶେୟାର ଆଗରେ ରହିଛି। ସେନ୍‌ସେକ୍ସ ଚଳିତ ସପ୍ତାହରେ ୫୦ ହଜାରର ରେକର୍ଡ ସ୍ତରରେ ପହଞ୍ଚିବା ନେଇ ଆଶା କରାଯାଉଛି। ସେହିଭଳି ନିଫ୍ଟି କାରବାର ୧୨୩.୫୫ ପଏଣ୍ଟ ଊର୍ଦ୍ଧ୍ୱରେ ରହିବା ଯୋଗୁ ୧୪,୬୪୪.୭୦ ପଏଣ୍ଟରେ ବନ୍ଦ ହୋଇଛି। ଏଭଳି ସମୟରେ ଏସିଆର ଶେୟାର ବଜାରଗୁଡିକରେ ବୃଦ୍ଧି ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲାମୀରେ ବିକ୍ରି ହୋଇପାରିନି ସ୍ପେକ୍ଟ୍ରମ;ସରକାରଙ୍କର ୫.୪ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭-୯: ଗତ ନିଲାମୀରେ କିଛି ସ୍ପେକ୍ଟ୍ରମ ବିକ୍ରି ହୋଇପାରି ନ ଥିବାରୁ ସରକାରଙ୍କର ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଉଦ୍ୟୋଗ...

୮ ମାସରେ ସୁଧୁରିପାରେ ଏମ୍‌ଏସ୍‌ଏମ୍‌ଇ ସ୍ଥିତି

ନୂଆଦିଲ୍ଲୀ,୧୨।୮: କୋଭିଡ୍‌ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ...

ଋଣ, ଏଫ୍‌ଡି ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୦-୯: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିିଆଇ) ସମସ୍ତ ଅବଧିର ମାର୍ଜିନାଲ କଷ୍ଟ୍‌ ଅଫ୍‌ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ସୁଧ ହ୍ରାରକୁ ୧୦ ବେସିସ୍‌ ପଏଣ୍ଟ ଅର୍ଥାତ୍‌ ୦.୧% ହ୍ରାସ କରିଛି।...

ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା...

ମିସ୍‌ କଲ୍‌ରେ ମିଳିବ ଗ୍ୟାସ୍‌ ସଂଯୋଗ, ଆଇଓସି କଲା ଘୋଷଣା…

ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ଚାହୁଁଥିଲେ କେବଳ...

ସେନ୍‌ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ

ମୁମ୍ବାଇ,୨୫।୧ କୋଭିଡ୍‌ ଏବଂ ଓମିକ୍ରନ୍‌ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ...

Advertisement
Archives

Model This Week