ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ କରିଛନ୍ତି। ଏହା ଏକ ଭାରତୀୟ ଆପ୍‌ ଥିଲା। ୨୦୧୨ରେ ହାଇକ ଲଞ୍ଚ କରାଯାଇଥିଲା ପରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇ ନୂତନ ଉଚ୍ଚତାରେ ପହଞ୍ଚିଲା।କିନ୍ତୁ କିଛି ସମୟ ପରେ, ଏହା ଖସିଯିବା ଆରମ୍ଭ କରେ କାରଣ ହ୍ବାଟସ ଆପ ପରି ବିଦେଶୀ ମେସେଜିଂ ଆପ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି। ହାଇକ ଷ୍ଟିକର୍‌ ଚାଟ କରୁଥିବାରୁ ଏହାକୁ ସର୍ବ ବୃହତ ଭାରତୀୟ ଫ୍ରିୱେୟାର, କ୍ରସ ପ୍ଲାଟଫର୍ମ ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ ମଧ୍ୟ କୁହାଯାଉଥିଲା। ଅଗଷ୍ଟ ୨୦୧୬ସୁଦ୍ଧା, ହାଇକେ ପାଖାପାଖି ୧୦୦ ନିୟୁତ ପଞ୍ଜୀକୃତ ଉପଭୋକ୍ତା ଥିଲେ ଏବଂ ୧୦ଟି ଆଞ୍ଚଳିକ ଭାରତୀୟ ଭାଷାକୁ ମଧ୍ୟ ଏହି ଆପ୍‌ ସପୋର୍ଟ କରୁଥିଲା। ଫଳରେ ହାଇକକୁ ଆପ ଷ୍ଟୋରରୁ ହଟାଇ ଦିଆଯାଇଛି। ହ୍ବାଟସଆପ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଭାରତରେ ଲଞ୍ଚ କରାଯାଇଥିଲା। ଏହା ଜାପାନର ସଫ୍ଟବ୍ୟାଙ୍କ ଗ୍ରୁପ ଦ୍ୱାରା ମଧ୍ୟ ଅର୍ଥ ପ୍ରଦାନ କରାଯାଇଥିଲା। ଭାରତ ଏୟାରଟେଲର ପ୍ରମୋଟର ସୁନୀଲ ଭାରତୀ ମିତ୍ତଲଙ୍କ ପୁଅ କେଭିନ ଭାରତୀ ମିତ୍ତଲଙ୍କ ଦ୍ୱାରା ଏହି ଆପ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେବ ମାଲ୍ୟାଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୫।୬: ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ ଜଡ଼ିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ବିଳମ୍ବ ହେବ।...

ଜିଏସ୍‌ପି ଉପରେ ଭାରତ ନିର୍ଭଳଶୀଳ ନୁହେଁ:ଗୋୟଲ

ନୂଆଦିଲ୍ଲୀ,୮-୬: ଆମେରିକାର ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେଜ(ଜିଏସ୍‌ପି) ପ୍ରତି ଭାରତ ବ୍ୟାକୁଳ କି ନିର୍ଭରଶୀଳ ନୁହେଁ। ଏହା ନିଜର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବାକୁ ସକ୍ଷମ ବୋଲି...

ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି...

ହ୍ବାଟ୍ସଆପ୍‌ରେ କିଏ କରିଛି ବ୍ଲକ୍‌? ଏପରି ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ଅନେକ ଫିଚର ରହିଛି। ସେଥିରୁ ଗୋଟିଏ ହେଲା ବ୍ଲକ ଅପ୍‌ଶନ। ଏହାକୁ ବ୍ୟବହାର କରି ବ୍ୟବହାରକାରୀ ଯେକୌଣସି ବ୍ୟବହାରକାରୀଙ୍କୁ ବ୍ଲକ କରିପାରିଥାଉ। ଏହାପରେ...

ନିବେଶକଙ୍କ ୩.୨୦ ଲକ୍ଷ କୋଟି ଘାଟା

ନୂଆଦିଲ୍ଲୀ, ୨।୪: ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ ଦେଶର ପୁଞ୍ଜି ବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର...

ସ୍ପଷ୍ଟ କଲା କେନ୍ଦ୍ର: ମାଗଣାରେ ମିଳିବନି ବିଜୁଳି

ନୂଆଦିଲ୍ଲୀ,୧୭-୭: ରାଜନୈତିକ କାରଣରୁ ରାଜ୍ୟ ସରକାରଗୁଡ଼ିକ ଚାଷୀ, ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଛନ୍ତି। ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ରିହାତି ଚାହୁଁଛନ୍ତି। ଏଣିକି...

ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ...

କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ;ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌ ୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ...

Advertisement
Archives

Model This Week