ବାଣିଜ୍ୟ

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିବା ସିନର୍ଜି…

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍‌ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ବୋର୍ଡରେ ସାମିଲ ହୋଇଥିଲେ ଏବଂ ଜାନୁଆରୀ…

ମେ’ରେ ଏଲ୍‌ଆଇସି ଆଇପିଓ

ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଲଞ୍ଚ୍‌କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍‌ଆଇସି ଆଇପିଓ ଆଣିବା ପାଇଁ…

ଆବ୍ରାହମ୍‌ ଆଣ୍ଡ ଠାକୋରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିବେଶ

ମୁମ୍ବାଇ,୧୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍‌ ଆଣ୍ଡ ଠାକୋର ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଂଶଧନ ପାଇଁ ନିବେଶ କରାଯାଇଛି। ଆର୍‌ଆର୍‌ଭିଏଲ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ବ୍ରାଣ୍ଡ୍‌ସ୍‌ ଲିମିଟେଡ୍‌ (ଆର୍‌ବିଏଲ୍‌) ପ୍ରିମିୟମ ବର୍ଗର…

୨୦୨୨-୨୩ରେ ୭.୯% ଜିଡିପି ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୪ା୩: ଆମେରିକୀୟ ବ୍ରୋକ୍‌ରେଜ କମ୍ପାନୀ ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଆନୁମାନିକ ବୃଦ୍ଧି ଦର ହ୍ରାସ କରି ୭.୯% କରିଛି। ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ପୂର୍ବରୁ ଜିଡିପିରୁ ନେଇ ପ୍ରକାଶିତ ରିପୋର୍ଟର…

ଭାରତୀୟ ବଜାରରେ ଏଫ୍‌ପିଆଇର କାରବାର ଜାରି

ନୂଆଦିଲ୍ଲୀ,୧୪।୩: କ୍ରମାଗତ ୬ଷ୍ଠ ମାସ ପାଇଁ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ର ଭାରତୀୟ ବଜାରରେ କାରବାର ଜାରି ରହିଛି। ମାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ଏଫ୍‌ପିଆଇ ଭାରତୀୟ ବଜାରରୁ ମୋଟ୍‌ ୪୫,୬୦୮ କୋଟି ଟଙ୍କା ବାହାର କରିପାରିଛି। ଡିପୋଜିଟରଙ୍କ ସଂଖ୍ୟା ଅନୁସାରେ ଏଫ୍‌ପିଆଇ…

ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର ୭.୬୨…

ଏଚ୍‌ଡିଏଫ୍‌ସି ଉପରୁ ହଟିଲା କଟକଣା ଏଚ୍‌ଡିଏଫ୍‌ସି ଉପରୁ ହଟିଲା କଟକଣା

ନୂଆଦିଲ୍ଲୀ,୧୩।୩: ଦେଶର ସର୍ବବୃହତ୍‌ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ଏଚ୍‌ଡିଏଫ୍‌ସିକୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ଆଶ୍ୱାସନା ମିଳିଛି। ଶନିବାର ଆର୍‌ବିଆଇ ପକ୍ଷରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପରେ ଲାଗିଥିବା ବିଭିନ୍ନ କଟକଣାକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଆର୍‌ବିଆଇ ପକ୍ଷରୁ ଏଚ୍‌ଡିଏଫ୍‌ସିର ଡିଜିଟାଲ…

ଏଫ୍‌ଏନ୍‌ପିରେ ୨୦୦ କୋଟି ନିବେଶକଲା ଲାଇଟ୍‌ ହାଉସ୍‌

ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଘରୋଇ ନିବେଶକ ସଂସ୍ଥା ଲାଇଟ୍‌ ହାଉସ୍‌ ଇଣ୍ଡିଆ ଫଣ୍ଡ୍‌ ଥାର୍ଡ ଲିମିଟେଡ୍‌ ପକ୍ଷରୁ ଶନିବାର ଫର୍ନ ଆଣ୍ଡ ପେଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ଏନ୍‌ପି)ରେ ୨୦୦ କୋଟି ଟଙ୍କା(୨୭ ମିଲିୟନ ଡଲାର)ର ନିବେଶ କରାଯାଇଛି। ଦିଲ୍ଲୀରେ ଏକ ଫୁଲଦୋକାନରୁ…

ନିବେଶକଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛି ସାହାରା

ନୂଆଦିଲ୍ଲୀ,୧୩।୩: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ପାଟନା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ଯେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ସେବି ପାଖରେ ଜମା ରାଶି ୨୪,୦୦୦ କୋଟି ଟଙ୍କାରୁ ଅଧିକ ପଡ଼ିରହିଛି। ମାତ୍ର ନିବେଶକମାନଙ୍କୁ ସେବି…

ଡବ୍ଲ୍ୟୁଇର ଚତୁର୍ଥ ସଂସ୍କରଣ ଘୋଷଣା

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ସ୍ତରର ଏଡ୍‌ଟେକ କମ୍ପାନୀ ଏବଂ ଟ୍ୟାଲେଣ୍ଟ ସ୍ପିରିଟ ତାହାର ଓମେନ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଗୁଗଲ ତା’ର ନିର୍ଦ୍ଦିଷ୍ଟ ଦୃଷ୍ଟିବଦ୍ଧ ପ୍ରୟାସଗୁଡିକ ଜରିଆରେ ବହୁବିଧ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ଉତ୍ସାହିତ,…

ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା ଧରିତ୍ରୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?