ବାଣିଜ୍ୟ

ହାଉସିଂ ଫାଇନାନ୍ସ କମ୍ପାନୀ ସହ ଏସ୍‌ବିଆଇର ସହଭାଗିତା

ମୁମ୍ବାଇ,୨୭।୩: ଗୃହଋଣ ପହଞ୍ଚୁ ନ ଥିବା କିମ୍ବା ଅଭାବ ରହୁଥିବା କ୍ଷେତ୍ର ପାଇଁ ଆବଶ୍ୟକ ଗୃହଋଣ ମଞ୍ଜୁର କରିବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ୫ଟି ହାଉସିଂ ଫାଇନାନ୍ସ କମ୍ପାନୀ ମଧ୍ୟରେ ସହଭାଗିତା ସ୍ଥାପନ କରାଯାଇଛି। ଏସ୍‌ବିଆଇ ସହ…

ସ୍ବଚ୍ଛତାରୁ ବ୍ୟବସାୟିକ ସଫଳତା

ଓଡ଼ିଶାର ମହିଳା ପୁରୁଷମାନେ ରୁପାରେ ତିଆରି ଅଳଙ୍କାର ବ୍ୟବହାର କରିବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଶୁଭ କାର୍ଯ୍ୟରେ ମଧ୍ୟ ରୁପା ସାମଗ୍ରୀ ଲୋଡ଼ାହୁଏ। ଖାସ୍‌ ଏପରି ଚାହିଦା ପୂରଣ ପାଇଁ ଭୁବନେଶ୍ୱରସ୍ଥିତ ‘ଚାନ୍ଦି ଭଣ୍ଡାର’ର ପରିକଳ୍ପନା କରାଯାଇଥିଲା। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୨୬।୩: ପୁଣି ବଢ଼ିଲା ତୈଳ ଦର। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ତୈଳ ଦର ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ପେଟ୍ରୋଲ…

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ମଧୁସୂଦନ ପଟ୍ଟନାୟକଙ୍କ ଅନେକ ଖ୍ୟାତି ଥାଏ। ମାମୁଙ୍କୁ ଦେଖି ବ୍ୟବସାୟ…

ମଧ୍ୟମ ରହିବ ଘରୋଇ ବ୍ରୋକିଂ ଇଣ୍ଡଷ୍ଟ୍ରିର ରାଜସ୍ବ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: ଦେଶର ଘରୋଇ ବ୍ରୋକିଂ ଶିଳ୍ପ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ଅଭିବୃଦ୍ଧି ୫% ଅର୍ଥାତ୍‌ ମଧ୍ୟମ ଶ୍ରେଣୀର ରହିବ ବୋଲି ଅନୁମାନ କରାଯାଉଥିବା ଇନ୍‌ଭେଷ୍ଟମେଣ୍ଟ ଇନ୍‌ଫର୍ମେସନ୍‌ ଆଣ୍ଡ କ୍ରେଡିଟ୍‌ ରେଟିଂ ଏଜେନ୍ସି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଆଇସିଆର୍‌ଏ) ପକ୍ଷରୁ…

ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ନୂଆଦିଲ୍ଲୀ,୨୪।୩: ଦେଶର ଶିଳ୍ପଗୁଡ଼ିକର ସୁରକ୍ଷା ଓ ଏହାର ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ଏବଂ କ୍ୟାବିନେଟ୍‌ ସଚିବଙ୍କୁ ମଧ୍ୟ ଚିଠି ଲେଖି ସେମାନଙ୍କ ଜରୁରୀ ହସ୍ତକ୍ଷେପ…

୪୦୦ ବିଲିୟନ ଡଲାର ରପ୍ତାନି କଲା ଭାରତ

ନୂଆଦିଲ୍ଲୀ,୨୪।୩: ଭାରତ ପ୍ରଥମ ଥର ପାଇଁ ୪୦୦ ବିଲିୟନ ଡଲାର ମାଲ୍‌ ରପ୍ତାନି ଲକ୍ଷ୍ୟ ହାସଲ କରିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହି ସଫଳତା ପାଇଁ ସେ ଦେଶର କୃଷକ, ବୁଣାକାର, ଏମ୍‌ଏସ୍‌ଏମ୍‌ଇ, ନିର୍ମାଣକାରୀ…

ଭଲ ମାନସିକତା ସଫଳତା ଆଣିଦିଏ: ଶିଳ୍ପପତି ପ୍ରମୋଦ ଚନ୍ଦ୍ର ରଥ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଅନେକ ପ୍ରମୁଖ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ସଫଳତାର ସହ ସମ୍ପନ୍ନ କରି ସେ ଉଚ୍ଚ ପ୍ରଶଂସିତ। ବୈଷୟିକ ଶିକ୍ଷା ବିସ୍ତାର କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେଇଛନ୍ତି। ସ୍ବାସ୍ଥ୍ୟସେବା, ହସ୍ପିଟାଲିଟି ଓ ହୋଟେଲ ଶିଳ୍ପରେ…

ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆଇଟି ଚଢ଼ାଉ

ଗୁରଗାଓଁ,୨୩।୩: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ…

ଗୁଣାତ୍ମକ ସାମଗ୍ରୀ ପାଇଁ ବ୍ୟବସାୟ ତିଷ୍ଠିରହେ

ପାରିବାରିକ ବ୍ୟବସାୟରୁ ପର୍ସନାଲ ବିଜ୍‌ନେସର ଯାତ୍ରା କିଭଳି ଜାରି ରହିଛି? ଭଦ୍ରକରେ ବାପାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଥିଲା। ଉଚ୍ଚଶିକ୍ଷା ଶେଷ ପରେ ବାପାଙ୍କୁ ସହଯୋଗ କରିବା ପାଇଁ ବ୍ୟବସାୟରେ ସାମିଲ ହୋଇଥିଲି। ବେପାର ଅଭିଜ୍ଞତା ହାସଲ ପରେ ୯୦ ଦଶକରେ ଆଉ…

ଜୋମାଟୋର ଘୋଷଣା: ୧୦ ମିନିଟ୍‌ରେ ପହଞ୍ଚିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୩: ଅନଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ‘ଜୋମାଟୋ’ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବର୍ତ୍ତମାନ ଏହା ମାତ୍ର ୧୦ ମିନିଟରେ ଲୋକଙ୍କୁ ଖାଦ୍ୟ ଯୋଗାଇବ ବୋଲି କମ୍ପାନୀ କହିଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ନିଜେ ଏନେଇ ସୂଚନା…

ସିବିଆଇ ପକ୍ଷରୁ ମୁଦ୍ରା ମେଳା

ଭୁବନେଶ୍ୱର,୨୨ ।୩ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଆଇ)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସୋମବାର ଏକ ମୁଦ୍ରା ମେଳାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଓଡ଼ିଶା ଶାଖା ମହାପ୍ରବନ୍ଧକ କେଶବ କୋରକୋରା ମୁଖ୍ୟ ଅତିଥି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?