ଏଫ୍ଏମ୍ସିଜି କମ୍ପାନୀଙ୍କ କାରବାର ୨୧% ବଢ଼ିଲା
ନୂଆଦିଲ୍ଲୀ,୧୮।୧୧: ଅକ୍ଟୋବର ମାସରେ ଦେଶର ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍ଏମ୍ସିଜି) କମ୍ପାନୀଗୁଡ଼ିକର କାରବାରରେ ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି। ବାର୍ଷିକ ଆଧାରରେ କମ୍ପାନୀଗୁଡ଼ିକର କାରବାର ପ୍ରାୟ ୨୧% ବୃଦ୍ଧି ଘଟିଛି। ଏହା ମଧ୍ୟରେ ପ୍ୟାକେଟ୍ ଫୁଡ, ଚାଉଳ, ଡାଲି, ଅଟା,…
ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ
ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶିଳ୍ପ ଜଗତକୁ ବୁଧବାର ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, ଶିଳ୍ପଗୁଡ଼ିକୁ ଆମଦାନୀ…
ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା
ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ ରହିଛନ୍ତି। ଉକ୍ତ ସ୍ଥାନଗୁଡ଼ିକୁ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ…
ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ
ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍ ଆନାଲିଷ୍ଟ କମ୍ପାନୀ ଏପ୍ ଏନି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦୈନିକ ୫.୫ ଘଣ୍ଟା ସମୟ ସହ ତାଲିକାରେ ଇଣ୍ଡୋନେସିଆ ପ୍ରଥମ…
୩୪ କୋଟିର ଜିଏସ୍ଟି ଠକେଇ ଠାବ
କୋଲକାତା,୧୫ା୧୧: ଜିଏସ୍ଟି ଅଧିକାରୀମାନେ ୩୪ କୋଟିର ଇନ୍ପୁଟ୍ ଟାସ୍କ କ୍ରେଡିଟ ଠକେଇ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଠକେଇରେ ୭ ଫାର୍ମ ଜଡ଼ିତ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। ଜାଲ୍ ଜିଏସ୍ଟି ଇନ୍ଭଏସ ଦ୍ୱାରା ଇନ୍ପୁଟ ଟାସ୍କ…
ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ
ନୂଆଦିଲ୍ଲୀ,୧୫ା୧୧: ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଏହା ପରେ ରାଜ୍ୟ ସରକାରଗୁଡିକ ମଧ୍ୟ କିଛି ପରିମାଣରେ ଭାଟ୍ ହ୍ରାସ କରିଛନ୍ତି। ଏହି ଘଟଣା ପରଠାରୁ…
ଅଭିବୃଦ୍ଧି ୨ ଅଙ୍କ ଛୁଇଁପାରେ
କୋଲକାତା,୧୫ା୧୧: ଚଳିତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୨ ଅଙ୍କ ଛୁଇଁପାରେ। ଆସନ୍ତା ଆର୍ଥତ୍କ ବର୍ଷରେ ଏହା ୫.୭%ରୁ ୬ % ରହିପାରେ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କେ.ଭି.ସୁବ୍ରମଣ୍ୟନ ରବିବାର କହିଛନ୍ତି। ମୁଦ୍ରାସ୍ଫୀତି…
ଭାରତରେ ୭୪,୪୫୦ କୋଟି ନିବେଶ କରିବ ସଫ୍ଟ ବ୍ୟାଙ୍କ
ଜାପାନର ସଫ୍ଟ ବ୍ୟାଙ୍କ ଗ୍ରୁପ କର୍ପୋରେଶନ ଆସନ୍ତା ବର୍ଷ ଭାରତରେ ପ୍ରାୟ ୩୭,୨୨୫ କୋଟିରୁ ୭୪,୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସଫ୍ଟ ବ୍ୟାଙ୍କ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସର ସିଇଓ ରାଜୀବ ମିଶ୍ର କହିଛନ୍ତି, ଭାରତ ବଜାରରେ ନିବେଶର ସୁଯୋଗ…
ଶେଷରେ ଶେୟାର ବିକିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି
ଓ୍ବାଶିଂଟନ,୧୧।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସ୍ଲାର ସିଇଓ ଏଲନ ମସ୍କ ଶେଷରେ ଶେୟାର ବିକିଛନ୍ତି। ନିଜ କମ୍ପାନୀର ୧.୧ ଆରବ ଡଲାର ଅର୍ଥାତ୍ ୮୧୯୦ କୋଟି ଟଙ୍କାର ଶେୟାର ବିକ୍ରି କରିବାକୁ ସେ…
୭ ମାସର ସର୍ବୋଚ୍ଚ ସ୍ତରରେ ତୈଳ ଚାହିଦା
ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପାର୍ବଣ ଯୋଗୁ ବିଶ୍ୱର ତୃତୀୟ ବୃହତ୍ ତୈଳ ବ୍ୟବହାରକାରୀ ଦେଶ ଭାରତରେ ଯାନବାହନ…
ଉତ୍ପାଦ ଟିକସ ହ୍ରାସ ଲାଭକାରୀ ହେବ: ଶକ୍ତିକାନ୍ତ
ନୂଆଦିଲ୍ଲୀ,୧୧।୧୧: ନିକଟରେ କେନ୍ଦ୍ର ସରକାର ଉପରେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଟିକସ ହ୍ରାସ ହୋଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦରଦାମକୁ…
ଜିଏସ୍ଟି ଲାଗିଲେ ତେଲ ଟିକସ ବୋଝ କମିବ:ଗଡକରି
ନୂଆଦିଲ୍ଲୀ,୧୧।୧୧: ପେଟ୍ରୋଲ, ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ପ୍ରଡକ୍ଟକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ପରିସରଭୁକ୍ତ କଲେ ତେଲ ଉପରେ ଲାଗୁ ହେଉଥିବା କମିବ। ଏହା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ରାଜସ୍ବ ବଢ଼ିବ ବୋଲି କେନ୍ଦ୍ର ସଡକ ଏବଂ…

