‘ପାରିଓ୍ବେର’ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୨ ।୩ ଦେଶର ଅଗ୍ରଣୀ ସାନିଟାରୀ ସାମଗ୍ରୀ ଉତ୍ପାଦକ କମ୍ପାନୀ ‘ପାରିଓ୍ବେର’ ପକ୍ଷରୁ ପାଇପ୍ସ ଆଣ୍ଡ୍ ଫିଟିଂ ରେଞ୍ଜ୍ ଆରମ୍ଭ କରାଯାଉଛି। ଏହାଛଡ଼ା ପୂର୍ବ ଓଡ଼ିଶା ବଜାରର ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଫିଟିଂ ରେଞ୍ଜ୍ ସହିତ ନୂତନ ସାମଗ୍ରୀ କ୍ରୟ…
୧୪ରୁ ଜୀ ସାର୍ଥକରେ ‘ସର୍ବଜିତା ଅନୁ’
କଟକ,୧୨ ।୩ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ଦଶନ୍ଧି ଧରି ୬୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ…
ଟୟୋଟାର କୁଲ ନ୍ୟୁ ଗ୍ଲାନଜାର ବୁକିଂ ଆରମ୍ଭ
ନୂଆଦିଲ୍ଲୀ,୧୨ ।୩ ଟୟୋଟା କିଲୋସ୍କର ମୋଟରର ବହୁ ପ୍ରତୀକ୍ଷିତ ଷ୍ଟାଇଲିଶ ଏବଂ ସ୍ପୋର୍ଟି କୁଲ୍ ନ୍ୟୁ ଟୟୋଟା ଗ୍ଲାନ୍ଜା ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ନିକଟରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ଟୟୋଟାର ନିଜସ୍ବ କାର୍ ଟେକ୍ନୋଲୋଜି ଦ୍ୱାରା…
ପେଟିଏମ୍ ଉପରେ ଆର୍ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର ଆର୍ବିଆଇ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଦେଶକୁ ତତ୍କାଳ ପାଳନ କରିବାକୁ କହିଛନ୍ତି। ଏହା ସହିତ…
ଚାହିଦା ଅନୁସାରେ ପ୍ରଡକ୍ଟ ଚୟନ: ଦେବେଶ ପ୍ରସାଦ ନନ୍ଦ
ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଦେବେଶ ପ୍ରସାଦ ନନ୍ଦ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ସେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ବଜେଟ୍ ଫାଇନାନ୍ସ ପାଠ ପଢ଼ି କର୍ପୋରେଟ୍ ସେକ୍ଟରରେ କ୍ୟାରିୟର ଆରମ୍ଭ କରିଥିଲେ।…
୫୫ହଜାର ଛୁଇଁଲା ସୁନା ଦର
ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ପୁଣି ଥରେ ସୁନାା ଦର ୫୫ ହଜାର ଟଙ୍କା ଛୁଇଁଛି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ଏବଂ ତା’ର ସହଯୋଗୀ ଦେଶ ପକ୍ଷରୁ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଯିବା…
ପ୍ରଫେଶନାଲ ଟ୍ୟାକ୍ସ ବ୍ୟବସ୍ଥା ସହଜ ହୋଇଛି
ବୃତ୍ତିଗତ ଟିକସ (ପ୍ରଫେଶନାଲ ଟ୍ୟାକ୍ସ) ରାଜ୍ୟ ସରକାରଙ୍କର ନିଜସ୍ବ ଟିକସର ଏକ ଅଂଶ। ରାଜ୍ୟର ସାମୂହିକ ବିକାଶରେ ଏହି ଟିକସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାରୀ ଚାକିରିଆଙ୍କଠାରୁ ଆରମ୍ଭ କରି ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) କିମ୍ବା ଭାଟ୍ ଆଇନ…
ସ୍ଥିରତା ଉପରେ ବିଶ୍ୱାସ
ସି ଫୁଡ୍ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଏକ ପ୍ରତିଷ୍ଠିତ ନାମ ରାମ୍ସ। ସୂର୍ଯ୍ୟ ଗ୍ରୁପ୍ ଅଫ୍ କମ୍ପାନିଜ୍ର ଏହି ୟୁନିଟ୍ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାମୁଦ୍ରିକ ଖାଦ୍ୟ ଶିଳ୍ପ ସହ ଜଡ଼ିତ। ରାମ୍ସ ପକ୍ଷରୁ ବନ୍ନାମେୟୀ ଚିଙ୍ଗୁଡ଼ି ପ୍ରଜାତିର…
ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା
ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ ଅଶୋଧିତ ତୈଳ ରେକର୍ଡସ୍ତରରେ ପହଞ୍ଚିଛି। ବିଶେଷକରି ସୁନା ୧୮ ମାସର ରେକର୍ଡ ଭାଙ୍ଗିଛି। ବୁଧବାର…
ଶେଷରେ କ୍ଷମା ମାଗିଲା ଫ୍ଲିପ୍କାର୍ଟ
ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍ଲାଇନ୍ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି। ଏଭଳି କିଛି ଘଟିଛି ଅନ୍ଲାଇନ୍ ସପିଂ କମ୍ପାନୀ ଫ୍ଲିପ୍କାର୍ଟ ସହ। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା…
ସରକାରୀ କମ୍ପାନୀର ଜମି ବିକିବେ ସରକାର…
ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ କରି ପାଣ୍ଠି ସଂଗ୍ରହ କରିବାର ଯୋଜନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର…
‘ଇମୋଶନାଲ ଟଚ୍’ ବଜାୟ ରଖୁ
ରିୟଲ୍ ଇଷ୍ଟେଟ୍ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ କରିଥିଲେ ହଲ୍ମାର୍କ ଅର୍ନାମେଣ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍। ଜୁଏଲେରି କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ଅନେକ…

