ବାଣିଜ୍ୟ

ଭିକେସିର‘ଶପ୍‌ ଲୋକାଲ୍‌’ ଅଭିଯାନ

ନୂଆଦିଲ୍ଲୀ,୨୨ ।୩ ଦେଶର ଅଗ୍ରଣୀ ପିୟୁ ଫୁଟ୍‌ଓ୍ବେର୍‌ କମ୍ପାନୀ ଭିକେସି ପ୍ରାଇଡ୍‌ ପକ୍ଷରୁ ‘ଶପ୍‌ ଲୋକାଲ୍‌’ ନାମରେ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ବର୍ତ୍ତମାନ ଗ୍ରାହକ ଅନ୍‌ଲାଇନ୍‌ ଶପିଂକୁ ପସନ୍ଦ କରୁଥିବା ବେଳେ ଭିକେସିର ଏହି ଅଭିଯାନ ଅଫ୍‌ଲାଇନ୍‌ ବ୍ୟବସାୟ…

ଭଲ ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୨ ।୩ କୋଭିଡ୍‌ ମହାମାରୀ ସାଙ୍ଗକୁ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ସେହିଭଳି ପରିବା ହାଟରୁ ପରିବହନ ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ଓ ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା…

ଏନ୍‌ପିଏ ଆକାଉଣ୍ଟ ବିକ୍ରି କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୧।୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ପକ୍ଷରୁ ୮୨୦କୋଟି ଟଙ୍କାର ଋଣ ବକେୟାର ଭରଣା ପାଇଁ ୧୨ଟି ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଏନ୍‌ପିଏ) ଆକାଉଣ୍ଟ ବିକ୍ରି କରାଯିବ। ବ୍ୟାଙ୍କ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ଏନ୍‌ପିଏ ଆକାଉଣ୍ଟଗୁଡ଼ିକୁ ସମ୍ପତ୍ତି ପୁନର୍ଗଠନ…

୧୦୪ ବିଲିୟନ ଟଙ୍କା ନିବେଶ କରିବ ଏମ୍‌ଏସ୍‌

ନୂଆଦିଲ୍ଲୀ,୨୧।୩: ବିଶ୍ୱର ପ୍ରମୁଖ ଅଟୋ ଶିଳ୍ପ କମ୍ପାନୀ ସୁଜୁକି ମୋଟର କର୍ପୋରେଶନ (ଏସ୍‌ଏମ୍‌ସି) ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ କମ୍ପାନୀର ଗୁଜୁରାଟ କାରଖାନାରେ ଏକ ଇଲେକ୍‌ଟ୍ରିକ୍‌ ଯାନ(ଇଭି) ଏବଂ ବ୍ୟାଟେରୀ ନିର୍ମାଣ ୟୁନିଟ୍‌ ଖୋଲିବା ସମ୍ପର୍କରେ ରବିବାର ମାରୁତି ସୁଜୁକି…

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି। ୨୦୧୩ରେ ପଙ୍କଜ ବର୍ମାନୀ, ନେହା କାନ୍ତ ଏବଂ ସୁମନ ଚୌଧୁରୀଙ୍କ…

୨୨୪ କୋଟି ଟଙ୍କାର କଳାଧନ ଠାବ

ନୂଆଦିଲ୍ଲୀ,୨୧।୩: ଆୟକର ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁନେ ଏବଂ ଠାଣେର ଏକ ୟୁନିକର୍ନ ଷ୍ଟାର୍ଟ ଅପ୍‌ ଗ୍ରୁପ୍‌ ଉପରେ ଚଢ଼ାଉ କରି ୨୨୪ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ କରାଯାଇଛି। ରବିବାର ଏ ନେଇ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ…

ଇପିଏଫ୍‌ଓ ସହ ଯୋଡ଼ି ହୋଇଛନ୍ତି ୧୫.୨୯ ଲକ୍ଷ ଲାଭାର୍ଥୀ

ନୂଆଦିଲ୍ଲୀ,୨୧।୩: ସର୍ବଶେଷ ବେତନ ତଥ୍ୟ ଅନୁସାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ସହିତ ୨୦୨୨ ଜାନୁୟାରୀରେ ୧୫.୨୯ଲକ୍ଷ ନୂତନ ଲାଭାର୍ଥୀ ଯୋଡ଼ି ହୋଇଛନ୍ତି। ପୂର୍ବ ମାସ ଅର୍ଥାତ୍‌ ୨୦୨୧ ଡିସେମ୍ବରରେ ସଂଗଠନ ସହିତ ୧୨.୬୦ ଲକ୍ଷ ଲାଭାର୍ଥୀ ଯୋଡ଼ି ହୋଇଥିବା ବେଳେ…

‘କ୍ରିପ୍ଟୋ’ର ବର୍ଗୀକରଣ କରିବେ ସରକାର

ନୂଆଦିଲ୍ଲୀ,୨୧।୩: ଜିଏସ୍‌ଟି ଆଇନ ଅନୁସାରେ ‘କ୍ରିପ୍ଟୋକରେନ୍ସି’ର ଶ୍ରେଣୀବିଭାଗ କରି ଏହାର କାରବାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ‘କ୍ରିପ୍ଟୋ ଏକ୍ସଚେଞ୍ଜସ୍‌’ ଦ୍ୱାରା ଉପଲବ୍ଧ କରାଯାଇଥିବା ସେବାଗୁଡ଼ିକ ଉପରେ କେବଳ ୧୮%…

ବିକ୍ରି ପର ସେବାକୁ ଗୁରୁତ୍ୱ: ପିଏମ୍‌ଜି ମୋଟର୍ସ ମ୍ୟାନେଜିଂ ପାର୍ଟନର ମନୋରଞ୍ଜନ ଦାସ

ଇଚ୍ଛା ଥିଲା, ସ୍ବପ୍ନ ବି ଥିଲା। ଯାନବାହନ ପ୍ରତି ଦୁର୍ବଳତା ତାଙ୍କୁ ବୈଷୟିକ ବିଦ୍ୟା ଆଡ଼କୁ ଟାଣିନେଇଥିଲା। ଇଞ୍ଜିନିୟରିଂ ସାରି ସର୍ଭିସ ସେଣ୍ଟର ଓ ପରେ ଗାଡ଼ି ଶୋ’ରୁମ୍‌ ଖୋଲିଥିଲେ। ଦୁଇଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଥିବାବେଳେ ଗ୍ରାହକଙ୍କୁ ସର୍ଭିସ୍‌ ଦେବା…

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ଆଣିବାକୁ ଅମଙ୍ଗ ହୋଇଛନ୍ତି। ଅପରପକ୍ଷରେ ଆମେରିକାରୁ ଅଶୋଧିତ ତୈଳ…

ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮ା୩: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଖାଦ୍ୟ ଉତ୍ପାଦ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ ଏକ ଆରବ ଡଲାର ଋଣ ସୁବିଧା ଯୋଗାଇଦେବାରୁ ଭାରତ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର…

ହୋଣ୍ଡାର ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌

ନୂଆଦିଲ୍ଲୀ,୧୮ା୩ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂଆ ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ ବାଇକର ଉନ୍ମୋଚିତ ସହ ସାରା ଭାରତରେ କମ୍ପାନୀର ସ୍ବତନ୍ତ୍ର ବିଗ୍‌ ୱିଙ୍ଗ୍‌ ଟପ୍‌ଲାଇନ୍‌ ଶୋ’ରୁମ୍‌ରେ ବୁକିଂ ଆରମ୍ଭ ମଧ୍ୟ ହୋଇଥିବା ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?