ବାଣିଜ୍ୟ

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। କ୍ୟୁଏସ୍‌ ସବ୍‌ଜେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱର ୪୫୦ ବିଶ୍ୱ ବିଦ୍ୟାଳୟକୁ ସାମିଲ କରାଯାଇଥିଲା।...

କ୍ଷତ ଛାଡ଼ିଯାଇଛି ମହାମାରୀ

ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି ଚାଷୀମାନଙ୍କ ଜୀବନ ଓ ଜୀବିକା ପାଇଁ କୋଭିଡ୍‌-୧୯ କିପରି ବିପର୍ଯ୍ୟୟ ଆଣିପାରେ ସେ...

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ

୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍‌-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଠିକ୍‌ ଭାବରେ ହୋଇପାରିନାହିଁ, ଯାହାକୁ ନେଇ ସମସ୍ତେ ଚିନ୍ତିତ। ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଆମ ପାଖରେ ସବୁ...

ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ। କରୋନା କିଛି ସମୟ ବ୍ୟବସାୟିକ ଭଟ୍ଟାର କାରଣ ସାଜିଥିଲେ ହେଁ ସକାରାତ୍ମକ ଭାବେ...

ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ ଲୋଡ଼ା

କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି। ଡିଜିଟାଲ ଉପାୟରେ ଶିକ୍ଷା ପଦ୍ଧତି ବିକଶିତ ହେବା ସହ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ...

ଅରୁନ୍ଧତୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର,୯ । ୩: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସୋମବାର ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ସତ୍ୟନଗର ସ୍ଥିତ ସଂସ୍ଥାର ଫ୍ଲାଗସିସ ଶୋ’ରୁମ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଦୌଡରାଣୀ ଦୂତୀ ଚାନ୍ଦ, ଯୁବ ପ୍ରତିଭା ଅନୁଷ୍କା ଅନ୍ୟନ୍ୟା ଏବଂ...

୭ ବର୍ଷରେ ଏଲ୍‌ପିଜି ଦର ୨ ଗୁଣା

ନୂଆଦିଲ୍ଲୀ,୯।୩ ଗତ ୭ ବର୍ଷରେ ରନ୍ଧନ ଗ୍ୟାସ ବା ଏଲ୍‌ପିଜି ଦର ୨ ଗୁଣ ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରୁ ଟିକସ ସଂଗ୍ରହ ୪୫୯% ବଢିଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସୂଚନା ଦେଇଛନ୍ତି।...

ଭେଇକିଲ ସ୍କ୍ରାପିଂରେ ମିଳିବ ରିହାତି

ନୂଆଦିଲ୍ଲୀ: ପୁରୁଣା ଯାନ ସ୍କ୍ରାପିଂ କରି ନୂଆ ଯାନ କିଣିବାକୁ ଥିବା ଗ୍ରାହକଙ୍କୁ ରିହାତି ମିଳିବ। ନୂଆ ଭେଇକିଲ ସ୍କ୍ରାପିଂ ନୀତି ଅନୁସାରେ ପୁରୁଣା ଯାନ ବାଦ ଦେଇ ନୂଆ ଯାନ କ୍ରୟ କ୍ଷେତ୍ରରେ ଅଟୋମୋବାଇଲ କମ୍ପାନୀଗୁଡିକ ୫% ରିହାତି ପ୍ରଦାନ...

ରୂପେ ସଫ୍ଟପିଓଏସ୍‌ ସମାଧାନ ଉନ୍ମୋଚନ

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଏସ୍‌ବିଆଇ ପେମେଣ୍ଟସ ସହଯୋଗରେ ଭାରତର ନିୟୁତାଧିକ ମର୍ଚ୍ଚାଣ୍ଟଙ୍କ ପାଇଁ ରୂପେ ସଫ୍‌ଟପିଓଏସ୍‌କୁ ଉନ୍ମୋଚନ କରାଯାଇଛି। ଏହି ଅଭିନବ ସମାଧାନରେ ଏନ୍‌ଏଫ୍‌ସି ସୁବିଧା ଥିବା ସ୍ମାର୍ଟଫୋନ୍‌କୁ ପଏଣ୍ଟ ଅଫ୍‌ ସେଲ୍‌...

ଆମାଜନ ଲୋକାଲ ସପ୍ସରେ ୫୦ ହଜାର ଷ୍ଟୋର

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଆରମ୍ଭ ହୋଇଥିବା ଲୋକାଲ ଶପ୍ସ କାର୍ଯ୍ୟକ୍ରମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଅଫଲାଇନ ରିଟେଲ ଷ୍ଟୋର ଯୋଡି ହୋଇଛନ୍ତି। ଦେଶର ୪୫୦ ସହରରୁ କିରାନା ଏବଂ ରିଟେଲ ଏଥିରେ ସାମିଲ ହୋଇଥିବା କମ୍ପାନୀ...

ଇ-ଯାନ ନିର୍ମାଣକୁ ଟାଟାର ଗୁରୁତ୍ୱ

ନୂଆଦିଲ୍ଲୀ:  ଟାଟା ଗ୍ରୁପ ଭାରତରେ ଇ-ଯାନ (ବିଦ୍ୟୁତ) ଯାନବାହନ ନିର୍ମାଣ କରିବା ସପକ୍ଷରେ ରହିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଛି। ବିଦ୍ୟୁତ ଯାନ ନିର୍ମାଣ ପାଇଁ ଭାରତର ଟାଟା ମୋଟର୍ସ ଆମେରିକାର ଟେସ୍ଲା ସହିତ ମିଳିତ ହୋଇ...

ବୟସ୍କଙ୍କୁ ଉବରର ସହାୟତା

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ୨ୟ ପର୍ଯ୍ୟାୟରେ ସହଯୋଗ କରିବା ପାଇଁ ଉବର ପକ୍ଷରୁ ୧୦କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍‌ ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ , ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri