ବାଣିଜ୍ୟ

ଅଡୁଆରେ ମସ୍କ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଲା ଟୁଇଟର…

ଓ୍ବାଶିଂଟନ, ୧୫।୫ : ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କଙ୍କ ପାଇଁ ଟୁଇଟର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ପ୍ରମାଣିତ ହେଉଛି। କମ୍ପାନୀ ନକଲି ବ୍ୟବହାରକାରୀଙ୍କ ବିଷୟରେ ଭୁଲ ତଥ୍ୟ ଦେଇଥିବାରୁ ଏହି ସମ୍ପୂର୍ଣ୍ଣ ଚୁକ୍ତିନାମା…

ନିବେଶକଙ୍କ ୨୯ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୧୫।୫: ଗତ ୧ମାସ ହେଲା ଶେୟାର ବଜାରରେ ଲଗାତର କ୍ଷତି ଦେଖିବାକୁ ମିଳିଛି। ବିଶେଷ ଭାବରେ ଚଳିତ ମେ’ ପ୍ରଥମ ସପ୍ତାହରେ ଭାରତର ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପକ୍ଷରୁ ରେପୋ ରେଟ୍‌ ଏବଂ ସିଆର୍‌ଆର୍‌ ବୃଦ୍ଧି କରାଯିବା ପରେ ଭାରତୀୟ ବଜାରରେ…

ୟୁକୋ ବ୍ୟାଙ୍କର ୯୨୯.୭୬ କୋଟି ଲାଭ

ଭୁବନେଶ୍ୱର,୧୫।୫: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୯୨୯.୭୬ କୋଟି ଟଙ୍କା ନେଟ୍‌ ଲାଭ ଉପାର୍ଜନ କରିଛି। ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ଜାନୁୟାରୀ-ମାର୍ଚ୍ଚରେ ୩୧୨.୧୮ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ…

ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ ଘରୋଇ ଦରବୃଦ୍ଧି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଛି। ଦେଶରେ…

ଫ୍ୟୁଚର ରିଟେଲରୁ ତୋଷନୀଓ୍ବାଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୫।୫: ଋଣଭାରରେ ବୁଡ଼ି ରହିଥିବା ଫ୍ୟୁଚର ରିଟେଲ ଗ୍ରୁପ୍‌ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍‌ଓ) ସି.ପି. ତୋଷନୀଓ୍ବାଲ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ମେ’ ୧୨ରୁ କାର୍ଯ୍ୟକାରୀ ହୋଇଛି। ତୋଷନୀଓ୍ବାଲଙ୍କ ପୂର୍ବରୁ କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି।…

୧୭ରୁ ପିପିଏଲ୍‌ ଆଇପିଓ

ନୂଆଦିଲ୍ଲୀ, ୧୫।୫ : ସାର କମ୍ପାନୀ ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ (ପିପିଏଲ୍‌) ପକ୍ଷରୁ ଆସନ୍ତା ୧୭ରେ ପ୍ରାରମ୍ଭିକ ସାର୍ବଜନୀନ ଅଫର (ଆଇପିଓ)ର ଶୁଭାରମ୍ଭ ହେବ। ଏହି ଆଇପିଓ ୩ ଦିନ ପାଇଁ ନିବେଶ ଉଦ୍ଦେଶ୍ୟରେ ଖୋଲା ରହିବ ଓ ୧୯ ତାରିଖରେ…

ଗହମ ରପ୍ତାନୀ ବନ୍ଦ, ଦୋଷୀ କିଏ ? ସରକାର ନା ବ୍ୟବସାୟୀ…

ନୂଆଦିଲ୍ଲୀ, ୧୪।୫ : ଶନିବାର ସକାଳେ ଭାରତ ସରକାର ଅନ୍ୟ କୌଣସି ଦୋକୁ ଗହମ ରପ୍ତାନୀ କରିବେନି ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ଗହମ ଉତ୍ପାଦନରେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ। ସରକାରଙ୍କ…

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି। ୫୦ ବର୍ଷୀୟ କ୍ୟାମ୍ପବେଲ୍‌ ଏବେ ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗ ବିସ୍ତାରାର…

ହ୍ରାସ ହୋଇପାରେ ଜିଡିପି ଆକଳନ

ନୂଆଦିଲ୍ଲୀ,୧୨।୫: ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଧିମାବସ୍ଥାକୁ ନଜରରେ ରଖି ଆମେରିକାର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ‘ମୋର୍ଗାନ୍‌ ଷ୍ଟାନ୍‌ଲେ’ ପକ୍ଷରୁ ଦେଶର ସମଗ୍ର ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ଅନୁମାନକୁ ହ୍ରାସ କରାଯାଇଛି। ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ…

ପିଭି ବିକ୍ରିରେ ୪% ହ୍ରାସ

ନୂଆଦିଲ୍ଲୀ,୧୨।୫: ଗତ ଏପ୍ରିଲରେ ଦେଶରେ ପାସେଞ୍ଜର ଭେହିକିଲ୍‌(ପିଭି) ବିକ୍ରିରେ ୪% ହ୍ରାସ ଦେଖିବାକୁ ମିଳିଛି। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକ୍‌ଚରର୍ସ (ସିୟାମ) ପକ୍ଷରୁ ବୁଧବାର ଦିଆଯାଇଥିବା ସୂଚନା ଅନୁସାରେ, ସପ୍ଲାଇ ଚେନ୍‌ରେ ବିଭିନ୍ନ ଚ୍ୟାଲେଞ୍ଜ ଦେଖାଦେଇଥିବା କାରଣରୁ ଏହି ହ୍ରାସ…

ମୁଦ୍ରାସ୍ଫୀତି ଅନୁମାନ ବୃଦ୍ଧି କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୨।୫: ଦେଶରେ ବଢ଼ି ଚାଲିଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଆସନ୍ତା ମାସରେ ଥିବା ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକରେ ଚଳିତ ବର୍ଷ ପାଇଁ ପୂର୍ବ ଧାର୍ଯ୍ୟ ମୁଦ୍ରାସ୍ଫୀତି ଅନୁମାନକୁ ବୃଦ୍ଧି କରାଯାଇପାରେ। ଏଥିସହିତ…

ବିନିତା କରିଥିଲେ ଟୁଇଟର ଡିଲ୍‌…

ଓ୍ବାଶିଂଟନ୍‌, ୧୦।୫ : ଟେସ୍‌ଲା ସିଇଓ ଏଲନ୍‌ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍‌ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍‌ରେ ଟୁଇଟର ସିଇଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?