ବାଣିଜ୍ୟ

ସରକାରୀ ବାସଭବନ ଛାଡ଼ିବେ ଏୟାର ଇଣ୍ଡିଆ କର୍ମଚାରୀ, ଜୁଲାଇ ୨୬ ପର୍ଯ୍ୟନ୍ତ ସମୟ…

ନୂଆଦିଲ୍ଲୀ, ୨୪।୫ : ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କର ସରକାରୀ ବାସଭବନ ଖାଲି କରିବାକୁ ପଡିପାରେ। ଏକ ସରକାରୀ ତଥ୍ୟ ଅନୁଯାୟୀ, ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ଏହାର କର୍ମଚାରୀମାନଙ୍କୁ ଜୁଲାଇ ୨୬ ସୁଦ୍ଧା ସରକାରୀ କଲୋନୀରେ ଘର…

୨ ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୨୪।୫ ଚଳିତବର୍ଷ ମେ ୩୦ ଓ ୩୧ କ୍ରମାଗତ ୨ଦିନ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ କରିବେ । ବ୍ୟାଙ୍କସ୍ତରୀୟ ଦ୍ୱିପାକ୍ଷିକ ରାଜିନାମା ଓ ସେଣ୍ଟ୍ରାଲ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ମାନ୍ୟତାପ୍ରାପ୍ତ ସର୍ବଭାରତୀୟ କର୍ମଚାରୀ ସଂଗଠନ ସହ…

ଦି ନ୍ୟୁ ‘ସ୍ପ୍ଲେଣ୍ଡର+ଏକ୍ସଟେକ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୨୪।୫ ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ର ବହୁ ପ୍ରତୀକ୍ଷିତ ତଥା ଆଇକନିକ୍‌ ମୋଟରସାଇକେଲ୍‌ ସ୍ପ୍ଲେଣ୍ଡରର ନୂତନ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ‘ଦି ନ୍ୟୁ ସ୍ପ୍ଲେଣ୍ଡର+ ଏକ୍ସଟେକ୍‌’ର ବଜାର ପ୍ରବେଶ ନିକଟରେ ଥେହାଇଯାଇଛି।…

ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚର ଫୋନ୍‌, ଜିଓ ଫୋନ୍‌ କିମ୍ବା…

କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ ଘଟିଛି। ଭାରତୀୟ ବଜାରରେ ବିଭିନ୍ନ ଖାଇବା ତୈଳ ଦରରେ ଲିଟର ପିଛା ୭ରୁ ୧୦ଟଙ୍କା…

ଶୁଳ୍କ ହ୍ରାସ ସତ୍ତ୍ୱେ ୧୦୦ ଉପରେ ପେଟ୍ରୋଲ

ଭୁବନେଶ୍ୱର,୨୩।୫: ବର୍ତ୍ତମାନ ସାରା ଦେଶରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା, ଆଲୋଚନା ଓ ଆନ୍ଦୋଳନ ଜାରି ରହିଛି। ଏପରିକି ବିରୋଧୀ ଦଳଗୁଡ଼ିକ ଦରବୃଦ୍ଧିକୁ ଅସ୍ତ୍ର କରି ସରକାରଙ୍କୁ ଅକଳରେ ପକାଇ ଆସୁଛନ୍ତି। ମେ ୨୧ରେ…

ଡ୍ରିମ୍‌ଫକ୍ସ ଆଇପିଓକୁ ମଞ୍ଜୁର ଦେଲା ସେବି

ନୂଆଦିଲ୍ଲୀ,୨୩।୫: ଦେଶର ପ୍ରମୁଖ ବିମାନବନ୍ଦର ସେବା ଏଗ୍ରିଗେଟର ସଂସ୍ଥା ଡ୍ରିମ୍‌ଫକ୍ସ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମଞ୍ଜୁରୀ ହାସଲ କରିଛି। କମ୍ପାନୀ ୨୧,୮୧୪,୨୦୦ ପର୍ଯ୍ୟନ୍ତ ଇକ୍ୱିଟି…

ଦରଦାମ୍‌ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ…

ମୁଦ୍ରାସ୍ଫୀତି, ୟୁକ୍ରେନ୍‌ ସମସ୍ୟା ପ୍ରମୁଖ ପ୍ରସଙ୍ଗ

ଡାଭୋସ୍‌, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍‌ ରହିଛି ‘ଓ୍ବାର୍କିଂ…

କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍‌ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ କରିଛନ୍ତି। ତାହାର ପ୍ରଭାବରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ୯.୫୦ଟଙ୍କା ଏବଂ ଡିଜେଲ ୭ଟଙ୍କା…

ହ୍ୟୁଣ୍ଡାଇର ଇଭି ଚାର୍ଜିଂ ରାଜିନାମା

ନୂଆଦିଲ୍ଲୀ,୨୨ା୫: ଦେଶର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁସନ ପ୍ରଦାନକାରୀ ତଥା ସର୍ବବୃହତ୍‌ ରପ୍ତାନିକାରୀ ଯାନ ‘ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌’ ଭାରତର ଏକ ବୃହତ୍‌ ଇଣ୍ଟିଗ୍ରେଟେଡ ପାୱାର କମ୍ପାନୀ ତଥା ଅଗ୍ରଣୀ ଇଭି ଚାର୍ଜିଂ ଭିତ୍ତିଭୂମି ପ୍ରଦାନକାରୀ ସଂସ୍ଥା ଟାଟା ପାୱାର…

ବିମାନଯାତ୍ରାରେ ବୃଦ୍ଧି

ନୂଆଦିଲ୍ଲୀ, ୨୨ା୫: ଗତ ମାସ ଅର୍ଥାତ୍‌ ଏପ୍ରିଲରେ ପ୍ରାୟ ୧.୦୮ କୋଟି ଯାତ୍ରୀ ଘରୋଇ ବିମାନ ଯାତ୍ରା କରିଛନ୍ତି। ମାର୍ଚ୍ଚ ତୁଳନାରେ ବିମାନଯାତ୍ରାରେ ୨% ବୃଦ୍ଧି ଘଟିଛି। ମାର୍ଚ୍ଚରେ ୧.୦୬ କୋଟି ଘରୋଇ ଯାତ୍ରୀ ବିମାନଯାତ୍ରା କରିଥିଲେ। ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?