ଇଣ୍ଡିଗୋକୁ ୫ଲକ୍ଷ ଟଙ୍କାର ଜରିମାନା
ନୂଆଦିଲ୍ଲୀ,୨୯।୫: ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ(ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନଯାତ୍ରା କରିବାକୁ ରୋକିବା ଘଟଣାରେ ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି…
ଉଡ଼ାଣ ବାତିଲ୍ କରିବ ଇଜି ଜେଟ୍
ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ସମୟରେ ଦେଖାଦେଇଥିବା ପ୍ରତିବନ୍ଧକ କାରଣରୁ ସ୍ବଳ୍ପ ମୂଲ୍ୟଯୁକ୍ତ ଇଜିଜେଟ୍ ଏୟାରଲାଇନ୍ ପକ୍ଷରୁ ଆସନ୍ତା ୧୦ ଦିନ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ୍ କରିବ ବୋଲି ସୂଚନା ମିଳିଛି। ଅନେକ ବ୍ରିଟିଶ୍ ବିମାନ ବନ୍ଦରରେ ପର୍ଯ୍ୟାପ୍ତ ପରିମାଣରେ ଗ୍ରାଉଣ୍ଡ୍…
କୋଇଲା ସଙ୍କଟର ସାମ୍ନା କରିପାରେ ଭାରତ
ନୂଆଦିଲ୍ଲୀ,୨୯।୫: ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଭାରତକୁ ବ୍ୟାପକ କୋଇଲା ଅଭାବର ସାମ୍ନା କରିବାକୁ ପଡ଼ିପାରେ। ବିଦ୍ୟୁତ୍ ଚାହିଦା ଅଧିକ ହେବାକୁ ଥିବା କାରଣରୁ ଦେଶକୁ ଏହି ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ବୋଲିି ରଏଟର୍ସ…
ଭାରତର ପ୍ରଥମ ପବନ-ସୌର ହାଇବ୍ରିଡ୍ ପ୍ଲାଣ୍ଟ
ନୂଆଦିଲ୍ଲୀ,୨୯।୫: ଭାରତରେ ଗ୍ରୀନ୍ ଏନର୍ଜି ଡ୍ରାଇଭ୍କୁ ଆଗକୁ ନେବା ଉଦ୍ଦେଶ୍ୟରେ ଆଦାନୀ ଗ୍ରୀନ୍ର ସହାୟକ ଆଦାନୀ ହାଇବ୍ରିଡ୍ ଏନର୍ଜି ଜୈସାଲମେର ଓ୍ବାନ୍ ଲିମିଟେଡ୍ ପକ୍ଷରୁ ରାଜସ୍ଥାନର ଜୈସାଲମେରଠାରେ ୩୯୦ ମେଗାଓ୍ବାଟ୍ ବିଶିଷ୍ଟ ପବନ-ସୌର ହାଇବ୍ରିଡ୍ ପ୍ଲାଣ୍ଟ ଚାଲୁ କରାଯାଇଛି। ଏହି ନୂତନ…
ନୂଆ ରୂପରେ ଫେରିବ ଆମ୍ବାସଡର କାର
ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର କରାଯାଉଥିବା…
ନାଲ୍କୋର ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର,୨୬।୫: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ) ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟବସାୟିକ ଉତ୍କର୍ଷ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ସମସ୍ତ ବ୍ୟବସାୟ ୟୁନିଟ୍ରେ ଉଚ୍ଚତ୍ତମ…
ଦର ବୃଦ୍ଧି ରୋକିବାକୁ ସରକାରଙ୍କ ପ୍ରୟାସ
ନୂଆଦିଲ୍ଲୀ,୨୬।୫: ସରକାରଙ୍କ ପକ୍ଷରୁ ଚିନି ରପ୍ତାନିର ସର୍ବାଧିକ ସୀମା ନିର୍ଦ୍ଧାରଣ ସମ୍ପର୍କିତ ନିଷ୍ପତ୍ତି ଠିକ୍ ସମୟରେ ନିଆଯାଇଥିବା ବୁଧବାର କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଏହି ନିଷ୍ପତ୍ତି ସତର୍କତା ଆଧାରରେ ନିଆଯାଇଛି। ଫଳରେ ଅକ୍ଟୋବର-ନଭେମ୍ବର ପର୍ବପର୍ବାଣି ଋତୁରେ ଚିନି…
ବିଳମ୍ବ ହେବ ଜିଏସ୍ଟି ସ୍ଲାବ୍ ସଂରଚନା
ନୂଆଦିଲ୍ଲୀ,୨୬।୫: ଦର ବୃଦ୍ଧି କାରଣରୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି)କୁ ଯୁକ୍ତିଯୁକ୍ତ କରିବାରେ ବିଳମ୍ବ ଘଟିପାରେ। ଜିଏସ୍ଟି ବ୍ୟବସ୍ଥା ଅନୁସାରେ ଦ୍ରବ୍ୟ ଏବଂ ସେବା ଉପରେ ୫%, ୧୨%, ୧୮%, ୨୮% ଅନୁସାରେ କର ଲାଗୁ କରାଯାଇଥାଏ। ଏହି ୪ଟି…
ହ୍ରାସ ହୋଇପାରେ ପାମ୍ ତୈଳ ଆମଦାନୀ
ନୂଆଦିଲ୍ଲୀ,୨୬।୫: ବିଶ୍ୱରେ ସର୍ବାଧିକ ପାମ୍ ତୈଳ ଆମଦାନୀ କରୁଥିବା ଭାରତ ଅନେକ ମାତ୍ରାରେ ଏହା ହ୍ରାସ କରିବା ସମ୍ଭାବନା ଦେଖାଦେଇଛି। ଡିଲରମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତର ପାମ୍ ତୈଳ ଆମଦାନୀରେ ୧୯% ହ୍ରାସ ଘଟି ୧୧ ବର୍ଷରେ ସର୍ବନିମ୍ନ…
ହଟିବନି ଗହମ ରପ୍ତାନି କଟକଣା
ନୂଆଦିଲ୍ଲୀ,୨୬।୫: ଭାରତର ଗହମ ରପ୍ତାନି ଉପରେ ଲଗାଯାଇଥିବା କଟକଣା ହଟାଯିବାର କୌଣସି ତତ୍କାଳ ଯୋଜନା ନ ଥିବା ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ସୂଚନା ଦେଇଛନ୍ତି। କଟକଣା ହଟାଯିବା ଦ୍ୱାରା କଳାବଜାରକାରୀ ଏବଂ ଜମାଖୋରୀଙ୍କୁ ସୁବିଧା ହେବ ବୋଲି ମନ୍ତ୍ରଣାଳୟ…
ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…
ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା ୫୪ ତମ ସ୍ଥାନକୁ ଖସି ଆସିଛି। ଏହାପୂର୍ବରୁ ୨୦୧୯ରେ ଭାରତ ୪୬ ତମ ସ୍ଥାନ…
ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…
ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଚିନିର ଘରୋଇ ମୂଲ୍ୟ ବୃଦ୍ଧିକୁ ରୋକିବା…

