Posted inଜାତୀୟ

ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…

ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍‌ ବୃଦ୍ଧି ନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସେ ସମାଲୋଚନା କରି ସାରିଛନ୍ତି। ଦରଦାମ ବୃଦ୍ଧି ପାଇଁ ଏବେ ସେ ସରକାରଙ୍କୁ ଦାୟୀ କରିଛନ୍ତି।

ସେ କହିଛନ୍ତି ଯେ କେବଳ ଅତ୍ୟାବଶ୍ୟକ ତଥା ବ୍ୟବହାର ଯୋଗ୍ୟ ଔଷଧର ଦାମ୍‌ରେ ବୃଦ୍ଧି ହୋଇନାହିଁ, ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରିବା ମଧ୍ୟ ମହଙ୍ଗା ହୋଇ ପଡିଛି। ସେ କହିଛନ୍ତି ଯେ ୮୦୦ ଅତ୍ୟାବଶ୍ୟକ ତଥା ସାଧାରଣ ବ୍ୟବହାର ଔଷଧର ଦାମ୍‌ ବୃଦ୍ଧି ପରେ ବର୍ତ୍ତମାନ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଠାରୁ ଅଧିକ ମହଙ୍ଗା ହୋଇ ପଡିଛି।

ରୁଟି ମହଙ୍ଗା, ପୋଷାକ ମହଙ୍ଗା, ଘର ମହଙ୍ଗା ଏବଂ ବର୍ତ୍ତମାନ ଚିକିତ୍ସା ବି ମହଙ୍ଗା ହୋଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା। ମାତ୍ର ଏହା ଏବେ ଏହାର ଖର୍ଚ୍ଚ ଢ଼େର ବୃଦ୍ଧି ପାଇଛି। ଦରଦାମ୍‌ ବୋଝରେ ଚାପି ହୋଇଥିବା ହୋଇଥିବା ସାଧାରଣ ଲୋକ କେବେ ଆରାମ ପାଇବେ? ତାହାର ଅନୁସନ୍ଧାନ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ଜାପାନ ସମ୍ବାଦ କନଫରେନ୍ସ: ମୋଦି କହିଲେ ସମ୍ବାଦ ଏମିତି ହେବା ଦରକାର ଯାହା ସକରାତ୍ମକ, ଏକତା, କରୁଣାର ଭାବନା ପ୍ରସାର କରିବ

ନୂଆଦିଲ୍ଲୀ,୨୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳ ୯ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୬ଷ୍ଠ ଇଣ୍ଡୋ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ।...

ଛଦ୍ମ ରାଷ୍ଟ୍ରବାଦକୁ ‘ଝାଡୁ’:ଏକ ଅଙ୍କରେ ସୀମିତ ଭାଜପା, କଂଗ୍ରେସ ଏଥର ବି ମୂଳପୋଛ

ନୂଆଦିଲ୍ଲୀ,୧୨।୨ :ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ

ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ ।...

ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ,୧।୧୦: ସରକାରୀ ବିମାନ ଏୟାର ଇଣ୍ଡିଆକୁ ଏଣିକି ଟାଟା ଗ୍ରୁପ୍‌ ନିୟନ୍ତ୍ରଣକୁ ଆସିଛି। ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ ସବୁଠୁ ଅଧିକ ଟଙ୍କା...

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି...

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ… କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ...

ଏଲ୍‌ଏସିରେ ଯୁଦ୍ଧ ଭଳି ସ୍ଥିତି

ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ...

Advertisement
Archives

Model This Week