ଖୁବ୍‌ଶୀଘ୍ର ଖୋଲିବ ଆସିଷ୍ଟାଣ୍ଟ ସେସନ୍ସ କୋର୍ଟ

ପୁରୁଷୋତ୍ତମପୁର,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଖୁବ୍‌ଶୀଘ୍ର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଖୋଲିବାକୁ ଯାଉଛି। ଏନେଇ ସୋମବାର ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଓ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ପୁରୁଷୋତ୍ତମପୁର ଜେଏମ୍‌ଏଫ୍‌ସି କୋର୍ଟକୁ ଯାଇ ସେଠାକାର ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଉପର ମହଲାରେ ନିର୍ମିତ ହୋଇଥିବା କୋର୍ଟ ହଲ୍‌, ଅଫିସ, ରେକର୍ଡ ରୁମ ସମେତ ପାରିପାଶର୍‌ବିକ ସ୍ଥିତିର ଅନୁଧ୍ୟାନ କରି ପ୍ରଥମ ଶ୍ରେଣୀ ବିଚାରପତି ପୂଜା ପ୍ରିୟଦର୍ଶନୀ ପତି ଏବଂ ଓକିଲମାନଙ୍କ ସହ ସେମାନେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଏଠାରେ କୋର୍ଟ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ୬ମାସରୁ ଚାବି ପକାଇ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାର ଗତ ଜୁନ ୫ ତାରିଖରେ ଆଇନ ବିଭାଗର ଚିଠି ନଂ ୭୫୦୮ରେ କୋର୍ଟ ଖୋଲିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକଡାଉନ ନ ମାନି ୧୦ ଗିରଫ

ଢେଙ୍କାନାଳ ଅଫିସ୍, ୨୫ା୩- ସାରା ଦେଶରେ ଲକଡାଉନ ଜାରିଥିବାବେଳେ ଅନେକ ଲୋକେ ଏହାକୁ ନ ମାନି ବାହାରକୁ ବାହାରୁଥିବା  ଦେଖାଯାଉଛି। ଏହି ନିୟମ ନ ପାଳିବା...

ଟ୍ରକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକୋ: ପୋଲିସ ଉପସ୍ଥିତିରେ ଟ୍ରକକୁ ଜାଳିଲେ ଲୋକେ

ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଦର୍ଜିଂଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏକ ଦୁର୍ଘଟଣା...

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ; ମୃତକାଙ୍କ ଭାଇଙ୍କ ଥାନାରେ ଅଭିଯୋଗ

ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ମଙ୍ଗଳବାର ବିବାହର ୭ ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ...

ରବିଧାନର ଅଭାବୀ ବିକ୍ରି

ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ...

ସୁଶାନ୍ତ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ପୋଲସରା,୩୦ା୮(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଜୁନ ୧୮ ତାରିଖ ରାତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ପୋଲିସ...

ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯...

ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ...

ଲୁଟେରାଙ୍କଠୁ ମିଳିଲା ୨୨ ବୋଲେରୋ

ବଲାଙ୍ଗୀର ଅଫିସ,୨୨।୩: ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ସକ୍ରିୟ ବୋଲେରୋ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର...

Advertisement
Archives

Model This Week