ଲକ୍‌ଡାଉନ୍‌ରେ ପ୍ରଶଂସକଙ୍କୁ ମା’ବାପା ହେବା ଖବର ଦେଇଛନ୍ତି ଏହିସବୁ ସେଲିବ୍ରିଟି

ସାରା ବିଶ୍ୱ କରୋନା ମହାମାରୀ ମୁକାବିଲା କରୁଥିବାବେଳେ କିଛି ସେଲିବ୍ରିଟି ଘରେ ରହି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଲକ୍‌ଡାଉନ୍‌ରେ ମାତା/ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସେହି ସେଲିବ୍ରିଟିଙ୍କ ବିଷୟରେ..

ବିରାଟ କୋହଲି-ଅନୁଷ୍କା ଶର୍ମା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ବିରାଟ କହିଛନ୍ତି ୨୦୨୧ରେ ଆମେ ୨ରୁ ୩ ହେବାକୁ ଯାଉଛୁ।

କରିନା କପୁର ଖାନ୍‌- ସୈଫ ଅଲ୍ଲୀ ଖାନ୍‌
ଅଭିନେତ୍ରୀ କରିନା କପୁର ଖାନ୍‌ ଏବଂ ସୈଫ ଅଲ୍ଲୀ ଖାନ୍‌୍‌ ଦ୍ୱିତୀୟଥର ମାତା/ପିତା ହେବେ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ଉଭୟଙ୍କ ତୈମୁର ଅଲ୍ଲୀ ଖାନ୍‌ ନାମରେ ଏକ ପୁଅ ଅଛି।

ନତାଶା ଷ୍ଟାନକୋଭିକ-ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତା ହୋଇଛନ୍ତି। ସେ ନିଜ ପ୍ରେମିକା ନତାଶା ଷ୍ଟାନକୋଭିକ୍‌ଙ୍କୁ ଲକ୍‌ଡାଉନ୍‌ରେ ବିବାହ କରିଥିଲେ। ପରେ ସେ ପିତା ହେବା ଖବର ସୋସିଆଲ ମିଡିଆରେ ଦେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

ସୋଫି ଟର୍ନର- ଜୋ ଜୋନାସ
ହଲିଉଡ୍‌ ଅଭିନେତ୍ରୀ ସୋଫି ଟର୍ନର ଲକ୍‌ଡାଉନ୍‌ରେ ମା’ ହେବା ଖବର ପ୍ରଶଂସକଙ୍କୁ ଜଣାଇଥିଲେ। ଗତ ଜୁଲାଇରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

କ୍ୟାଟି ପେରି- ଅର୍ଣ୍ଣନାଣ୍ଡୋ ବ୍ଲୁମ
ଆମେରିକାର ସିଙ୍ଗର କ୍ୟାଟି ପେରୀ ଅଗଷ୍ଟ ୨୭ରେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ଅର୍ଜୁନଙ୍କୁ ଏନ୍‌ସିବିର ସମନ

ବମ୍ବେ: ବଲିଉଡ୍‌ରେ ଡ୍ରଗ୍ସ ମାମଲାର ଖୋଳତାଡ଼ କରୁଛି ଏନ୍‌ସିବି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କମେଡିଆନ୍‌ ଭାରତୀ ସିଂହଙ୍କ ପରେ ଏବେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍‌ସିବି...

ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...

ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌...

ମା’ କୋଳ ସ୍ବର୍ଗ

ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ...

ଭାବି ସ୍ବାମୀଙ୍କ ସହ ଅମୃତସରରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଆମ ଆଦମୀ ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ଏବଂ ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା ଶିଖମାନଙ୍କ ପବିତ୍ର ମନ୍ଦିର ସ୍ବର୍ଣ୍ଣ...

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ...

୧୦ ବର୍ଷ ତଳେ ଶାହାରୁଖ୍‌ କହିଥିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି...

ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ...

Advertisement
Archives

Model This Week