Posted inVideo

ଐଶ୍ବର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍

Featured Video Play Icon

ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Nandini Satpathy Birth Anniversary Celebration

Minister of Steel Dharmendra Pradhan pays floral tributes to Nandini Satpathy, the first woman Chief Minister of Odisha on...

Featured Video Play Icon

ବାବୁ ମହଲ: ଅନଲାଇନ୍ ପାଠପଢ଼ା

ପରିସ୍ଥିତି ଅନେକ ବଦଳିଛି ଏବଂ ବଦଳିଛି ଶିକ୍ଷା ବ୍ୟବସ୍ଥା। ଏବେ ହେଉଛି ଅନଲାଇନରେ ପାଠ ପଢ଼ା। କିନ୍ତୁ କେଉଁଠି ମୋବାଇଲ ନେଟୱର୍କ ନାହିଁ ତ ଆଉ...

Featured Video Play Icon

ବିଦାୟ ଦିଲୀପ କୁମାର

୧୯୨୨ ମସିହା ଡିସେମ୍ବର ୧୧ , ସେତେବେଳର ବ୍ରିଟିସ୍ ଶାସନରେୂ ଥିବା ଭାରତର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ କଳାକାର । ଯାହା...

Featured Video Play Icon

Special Story I Price rise hits hard I ହାଟରୁ ବାଟ ସବୁ ମହଙ୍ଗା

ଦେଶରେ ଏବେ ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଲ ରୁ ଲୁଣ , ହାଟରୁ ବାଟ ସବୁକିଛି ହୋଇଯାଇଛି ମହଙ୍ଗା...

Featured Video Play Icon

କେମିତି ଧ୍ବଂସ ହେଲା ଯଦୁବଂଶ

ଦ୍ୱାରିକା ନଗରୀ ଶ୍ରୀକୃଷ୍ଣଙ୍କ କର୍ମଭୂମି । ଯେଉଁଥିପାଇଁ ଶ୍ରୀକୃର୍ଷ୍ଣଙ୍କୁ ଦ୍ୱାରିକାଧୀଶ ବୋଲି କୁହାଯାଏ । ମହାଭାରତର କିମ୍ବଦନ୍ତୀ ଅନୁସାରେ ଯେବେ ଶ୍ରୀକୃର୍ଷ୍ଣ କଂସଙ୍କୁ ବଦ୍ଧ କରିଥିଲେ...

Featured Video Play Icon

କେତେ ସମୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି? | Smartphone addiction

ପିଲାଙ୍କ ଠାରୁ ଆରମ୍ଭ କରି, ୟଙ୍ଗଷ୍ଟାର ଏବଂ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଆଜିର ଯୁଗରେ ଫୋନ୍ ସହ ଆମେ ଏଭଳି ଯୋଡି...

Featured Video Play Icon

୨ ଆହତ ଯବାନଙ୍କୁ ଏୟାର ଲିଫ୍ଟ କଲେ ଡିଜି

କନ୍ଧମାଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଜି ଡିଜିପି ତାଙ୍କୁ ଭୁବନେଶ୍ୱରକୁ...

Featured Video Play Icon

Yoga for heart

The ‘Yoga Week’ is in full swing across many nations in the run up to 5th International day of...

Advertisement
Archives

Model This Week