ଖଇରା,୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ପାଇକପଡା ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ପୀଉସାଙ୍କ ଭୁଜାଲି ଆକ୍ରମଣରେ ଝିଆରୀ ଦୀପାଳି(୨ବର୍ଷ ୬ମାସ)ର ଡାହାଣ ହାତ କଟିଯାଇଛି। ସେହିଭଳି ଦୀପାଳିଙ୍କୁ କାଖେଇଥିବା ତାଙ୍କ ବାପାଙ୍କ ମଧ୍ୟ ହାତ ପାପୁଲି କଟିଯାଇଛି। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଖଇରା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
Posted inଆମ ଜିଲା ଖବର, ବାଲେଶ୍ୱର View All

ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ
ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ...

ଦିବ୍ୟାଙ୍ଗଙ୍କ ବଗିଚା, ପରିବା ଚାଷ ନଷ୍ଟ
ପାଟଣା,୧୩ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଧନୁର୍ଯ୍ୟୟପୁର ଗାଁର ପଟାସ ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁ ଲାଗି ଗ୍ରାମର ଦିବ୍ୟାଙ୍ଗ ଚାଷୀ...

ପୋଖରୀରେ ପଶିଲା ସ୍କୁଲଭ୍ୟାନ୍
ଦିଗପହଣ୍ଡି, ୩୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ
ମାଲକାନଗିରି,୭ା୪(ଡି.ଏନ୍.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ...

ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା: ବଦଳିଲା ପ୍ରଶ୍ନପତ୍ର ପହଞ୍ଚିବା ସମୟ
କଟକ ଅଫିସ, ୧୫ା୩: ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବା ସମୟ ପରିବର୍ତ୍ତନ ହୋଇଛି। ବାକିଥିବା ୩ଟି ପରୀକ୍ଷା...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥିନୀ ରୀତା ସାହୁ
ବରଗଡ଼ ଅଫିସ/ବରପାଲି,୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି...
ପୁଣି ୩୨ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନୋଟିସ
ଦାରିଙ୍ଗବାଡ,୪।୫(ଡି.ଏନ.ଏ)- ଲକ୍ଡାଉନ ପରେ ସମସ୍ତ ବିଦ୍ୟାଳୟ ସମେତ ଅଙ୍ଗନାୱାଡ଼ିକେନ୍ଦ୍ର, କଲେଜ ଆଦିକୁ ସରକାର ଛୁଟି ଘୋଷଣା କରିଥିଲେ। ମାତ୍ର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ହେଡକ୍ୱାଟରରେ ରହିବାକୁ ନିର୍ଦ୍ଦେଶ...