SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ଗ୍ରାହକଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି ହେବା କାରଣରୁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି।

ତେବେ ସାଧାରଣ ସଞ୍ଚୟ ଖାତା ଗ୍ରାହକମାନେ ପୂର୍ବଭଳି ପ୍ରତି ମାସରେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୫ଟି ମାଗଣା କାରବାର କରିପାରିବେ। ଏହି ସୀମା ପରେ ନୂଆ ଶୁଳ୍କ ଲାଗୁ ହେବ। ପୂର୍ବରୁ ଦରମା ଆକାଉଣ୍ଟଧାରୀଙ୍କ ପାଇଁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଅସୀମିତ ମାଗଣା କାରବାର ସୁବିଧା ଥିଲା। ଏବେ ଏହାକୁ ମାସିକ ୧୦ଟି ମାଗଣା କାରବାରକୁ ସୀମିତ କରାଯାଇଛି।

ନିମ୍ନଲିଖିତ କ୍ଷେତ୍ରରେ ଗ୍ରାହକଙ୍କୁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବ ନାହିଁ:

SBI ATM ବ୍ୟବହାର: SBI କାର୍ଡଧାରୀମାନେ SBI ଏଟିଏମ୍ ବ୍ୟବହାର କଲେ ତାହା ସମ୍ପୂର୍ଣ୍ଣ ମାଗଣା ରହିବ।

କାର୍ଡଲେସ୍ ସୁବିଧା: SBI ଏଟିଏମ୍‌ରୁ କାର୍ଡଲେସ୍ ଉଠାଇବା ସୁବିଧା ଅସୀମିତ ଏବଂ ମାଗଣା ରହିବ।

BSBD ଏବଂ କିସାନ କ୍ରେଡିଟ୍ କାର୍ଡ (KCC): ଏହି ଆକାଉଣ୍ଟଗୁଡ଼ିକ ପାଇଁ ଚାର୍ଜରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଟ୍ରମ୍ପ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୧ ଲକ୍ଷରୁ ଅଧିକ ଭିସା ରଦ୍ଦ, ଚିନ୍ତାରେ ଭାରତୀୟ

ନୂଆଦିଲ୍ଲୀ,୧୨ା୧: ଆମେରିକାରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧...

ବାପା-ମା’ଙ୍କ ସେବା ନକଲେ କଟିବ ଦରମା: ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୧: ବାପା-ମା’ଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବଡ ଝଟକା। ଏଣିକି ଯେଉଁ କର୍ମଚାରୀମାନେ ନିଜ ବୃଦ୍ଧ ବାପା-ମା’ଙ୍କ ଯତ୍ନ ନେବେ ନାହିଁ, ସେମାନଙ୍କ ଦରମାରୁ...

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ...

ମୟୂରଭଞ୍ଜରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି…

ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା।...

କରୁର ଦଳାଚକଟା ମାମଲା: ଅଭିନେତା ବିଜୟଙ୍କୁ ୬ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ,୧୨ା୧: ତାମିଲ ସୁପରଷ୍ଟାର ତଥା TVK ମୁଖ୍ୟ ବିଜୟ ସୋମବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। କରୁର ଦଳାଚକଟା ଘଟଣାରେ ତାଙ୍କର ଏବଂ ତାଙ୍କ...

‘ରୋମିଓ-ଜୁଲିଏଟ୍’ କ୍ଲଜ୍ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ସହମତିରେ ପ୍ରେମ ସମ୍ପର୍କ…

ନୂଆଦିଲ୍ଲୀ,୧୨ା୧: ପକ୍ସୋ ଆଇନର ଅପବ୍ୟବହାର ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କିଶୋର ବୟସରେ ପରସ୍ପର ସହମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କକୁ...

ଆଜି ୫ ମହିଳାଙ୍କୁ ଗାଡି ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଏହି ଯୋଜନାରେ ମହିଳାଙ୍କୁ କାର୍‌ ଦେଉଛନ୍ତି ସରକାର

ଭୁବନେଶ୍ୱର,୧୨।୧: ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ ପ୍ରାୟ ୫,୬୩୦...

ବାଥରୁମରେ ଦୁଇଥର ବେହୋସ ହୋଇଗଲେ ପୂର୍ବତନ ଉପରାଷ୍ଟ୍ରପତି, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ,୧୨ା୧: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଦୁଇଥର ଅଚେତ ହେବା ପରେ ସୋମବାର ଦିଲ୍ଲୀର ଅଖିଳ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri