Posted inଜାତୀୟ

ମହାରାଷ୍ଟ୍ର କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ

ମୁମ୍ବାଇ,୨୪।୫: ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେ କଟୋଲର ପୂର୍ବତନ ବିଧାୟକ।

ଆଶିଷ ଦେଶମୁଖ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ’ମୋଦି ସରନେମ’ ମନ୍ତବ୍ୟ ପାଇଁ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ। ଏଥିସହ ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମୁହାଁମୁହିଁ ହୋଇଥିବା ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗଡୀଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ବିରୋଧ କରି ଆଶିଷ ଦେଶମୁଖ ୨୦୨୨ରେ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ଏହି ବୈଠକ ପରେ ରାଜନୈତିର ପାଣିପାଗ ବେଶ ସରଗରମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହା ନାଁ ନ ନେଇ ଜୋର୍‌ଦାର ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ନିରନ୍ତର ନିୟୋଜିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି...

୧୧ ବର୍ଷ ପରେ ରାୟ: ନରେନ୍ଦ୍ର ଡୋଭାଲକର ହତ୍ୟାକାଣ୍ଡରେ ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୩ ଖଲାସ

ପୁଣେ,୧୦।୫: ନରେନ୍ଦ୍ର ଢୋଭାଲକର ହତ୍ୟା ମାମଲାରେ କୋର୍ଟଙ୍କ ରାୟ ୧୧ ବର୍ଷ ପରେ ଆସିଛି। ମହାରାଷ୍ଟ୍ର ପୁଣେର ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ଅନ୍ଧବିଶ୍ୱାସ ବିରୋଧରେ ଲଢୁଥିବା...

ମଣି ଶଙ୍କରଙ୍କ ବିବାଦୀୟ ବୟାନ, କହିଲେ ପାକିସ୍ତାନ ପାଖରେ ରହିଛି ପରମାଣୁ ବୋମା ତାକୁ ଭାରତ ସମ୍ମାନ ଦେଉ

ନୂଆଦିଲ୍ଲୀ,୧୦।୫: ସାମ ପିଟ୍ରୋଡାଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି। ଏକ ୟୁଟ୍ୟୁବ ଚ୍ୟାନେଲକୁ ଏକ ସାକ୍ଷାତକାର ଦେବାବେଳେ...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

”ଆନ୍ଧ୍ରପ୍ରଦେଶରେ ୪% ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ନୂଆଦିଲ୍ଲୀ,୧୦।୫: ସଂରକ୍ଷଣ ଏବଂ ସଂଖ୍ୟାଲଘୁ କୋଟାକୁ ନେଇ ଭାଜପା ଏବଂ ବିରୋଧୀଦଳର ନେତାଙ୍କ ମଧ୍ୟରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ...

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍‌ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ...

ଚାଇନାକୁ ଝଟ୍‌କା ଦେଲା ମାଳଦ୍ୱୀପ

ବେଜିଂ/ମାଲେ,୧୦।୫: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରିୟ ବନ୍ଧୁ କହୁଥିବା ଚାଇନାକୁ ଚକିତ କରିଦେଇଛନ୍ତି। ମାଳଦ୍ୱୀପ ଚାଇନାର ଗୁପ୍ତଚର ଜାହାଜକୁ ଅଟକାଇ ଦେଇଛି, ଏହାକୁ ଅନୁମତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri