ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌: ଗୋଟିଏ ରିଚାର୍ଜରେ ଚାଲିବ ୪ ଲୋକଙ୍କ ସିମ୍‌, ସାଥିରେ ନେଟ୍‌ଫ୍ଲିକ୍ସ-ହଟ୍‌ଷ୍ଟାର ବି…

ନୂଆଦିଲ୍ଲୀ,୧୭।୧୨: ଦେଶର ଦ୍ୱିତୀୟ ବୃହତ ଟେଲିକମ୍‌ କମ୍ପାନୀ ହେଉଛି ଭାରତୀ ଏୟାରଟେଲ। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଅନେକ ପ୍ରକାର ପ୍ଲାନ୍‌ ଉପଲବ୍ଧ କରାଇଥାଏ। ସେଥିମଧ୍ୟରୁ ଦୁଇଟି ଏପରି ପ୍ଲାନ ରହିଛି ଯେଉଁଥିରେ ଗୋଟିଏ ରିଚାର୍ଜରେ ୪ ଜଣ ଲୋକଙ୍କ ସିମ୍‌ ଚାଲିବ। ଏଥିସହ ଗ୍ରାହକ ନେଟଫ୍ଲିକ୍ସ ଏବଂ ହଟ୍‌ଷ୍ଟାର ଭଳି ଓଟିଟି ସବ୍‌ସ୍କ୍ରିପଶନ ପାଇପାରିବେ।

ଏୟାରଟେଲର ୧୧୯୯ ଟଙ୍କିଆ ପ୍ଲାନ:-
-ଏୟାରଟେଲ୍‌ର ଏହି ପୋଷ୍ଟପେଡ୍‌ ପ୍ଲାନରେ ମିଳିଥାଏ ପ୍ରମୁଖ ଓଟିଟି ସୁବିଧା । ଯେଉଁଥିରେ ରହିଛି ଡିଜନୀ ପ୍ଲସ ହଟ୍‌ଷ୍ଟାର, ଆମାଜନ ପ୍ରାଇମ ଭିଡିଓ ଏବଂ ନେଟଫ୍ଲିକ୍ସ ଆଦି ପ୍ଲାଟଫର୍ମ।
-ଏହି ପ୍ଲାନରେ ୧ ରେଗୁଲାର ଏବଂ ୩ ଆଡ୍‌ ଅନ୍‌ କନେକ୍ସନ ମିଳିଥାଏ। ପ୍ଲାନ ସହ ୧୫୦ ଜିବି ଡାଟା ଏବଂ ପ୍ରତି ଆଡ ଅନ୍‌ କନେକ୍ସନ ସହ ୩୦ ଜିବି ଡାଟା ମିଳିଥାଏ। ଏହାଛଡ଼ା ଅନ୍‌ଲିମିଟେଡ୍‌ କଲିଂ ଏବଂ ପ୍ରତ୍ୟେହ ୧୦୦ ଏସ୍‌ଏମ୍‌ଏସ୍‌ ଆଦିର ସୁବିଧା ମିଳିଥାଏ।
-ପ୍ଲାନରେ ୬ ମାସ ଯାଏ ଆମାଜନ ପ୍ରାଇମ୍‌ ଭିଡିଓ ମିଳିଥାଏ। ସେହିଭଳି ନେଟ୍‌ଫ୍ଲିକ୍ସ ବେସିକ୍‌ ଏବଂ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ୍‌ ବର୍ଷକ ଯାଏ ମିଳିଥାଏ। କମ୍ପାନୀ ପ୍ଳାନ ସହ wynk ପ୍ରିମିୟମର ସବ୍‌ସ୍କ୍ରିପଶନ୍‌ ଦେଇଥାଏ।

ଏୟାରଟେଲର ୧୪୯୯ ଟଙ୍କିଆ ପ୍ଲାନ:
ଏୟାରଟେଲର ଏହି ପୋଷ୍ଟପେଡ୍‌ ପ୍ଲାନରେ ୧ ରେଗୁଲାର ଏବଂ ୪ ଫାମିଲି ଆଡ ଅନ୍‌ କନେକ୍ସନ ମିଳିଥାଏ। ଏଥିରେ ଗ୍ରାହକଙ୍କୁ ମାସକୁ ୨୦୦ଜିବି ଡାଟା ଏବଂ ପ୍ରତି ଆଡ ଅନ୍‌ କନେକ୍ସନଙ୍କ ଲାଗି ୩୦ ଜିବି ଡାଟା ଦିଆଯାଇଥାଏ।

-ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଭଏସ୍‌ କଲିଂ ଏବଂ ପ୍ରତ୍ୟେହ ୧୦୦ ଏସ୍‌ଏମ୍‌ଏସ୍‌ ମିଳିଥାଏ। ପ୍ଲାନରେ ୬ ମାସ ଯାଏ ଆମାଜନ ପ୍ରାଇମ୍‌ ଭିଡିଓ ମିଳିଥାଏ। ସେହିଭଳି ନେଟ୍‌ଫ୍ଲିକ୍ସ ଷ୍ଟାଣ୍ଡାର୍ଡ ଏବଂ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ୍‌ ବର୍ଷକ ଯାଏ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri