Posted inଫୁରସତ

‘ବଚପନ୍‌ କା ପ୍ୟାର୍‌..’ ଗାଇ ସମସ୍ତଙ୍କ ହୃଦୟ ଜିତିଥିଲେ ଏହି କୁନି ଗାୟକ: ଏବେ ବାଦ୍‌ଶାହଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଫ୍ୟାନ୍‌…

ନୂଆଦିଲ୍ଲୀ: ସ୍କୁଲ ପୋଷାକ ପିନ୍ଧି ପ୍ରେମ ଗୀତଟିଏ ଗାଇଦେଲେ। ପରେ ତାହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଗଲା ଯେ ଏବେ ସେ ସବୁଆଡେ ଚର୍ଚ୍ଚାରେ। ଆମେ କଥା ହେଉଛୁ କୁନି ଗାୟକ ସହଦେବଙ୍କ କଥା। ଛତିଶଗଡ଼ରେ ରହୁଥିବା ଏହି କୁନି ପ୍ରତିଭା ‘ବଚପନ୍‌ କା ପ୍ୟାର୍‌ ମେରା ଭୁଲ ନେହିଁ ଜାନା ରେ’ ଗୀତଟି ଗାଇଥିଲେ। ଏହା ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବଢ଼ାଉଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ସେ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି। ସେଠାରେ ସହଦେବଙ୍କ ଗୀତ ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଶଂସକ ହୋଇଛନ୍ତି।

ଯାହା ଜଣାପଡ଼ିଛି, ଛତିଶଗଡ଼ ସୁକମାର ସହଦେବଙ୍କ ପାଖରେ ନା ମୋବାଇଲ ଫୋନ ଅଛି, ନା ଅନ୍ୟ କୌଣସି ସାଧନ। ସେ ତାଙ୍କର ଶିକ୍ଷକଙ୍କ କହିବାନୁଯାୟୀ ଗୀତଟିକୁ ରେକର୍ଡ କରିଥିଲେ। ଏହା ତାଙ୍କ ଦୁନିଆ ବଦଳାଇଦେଇଛି।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଇରାଲ ଭିଡିଓଟି ବଲିଉଡ୍‌ ଗାୟକ ବାଦଶାହଙ୍କ ନିକଟରେ ପହଞ୍ଚିଥିଲା। ସେତେବେଳେ ସେ ସହଦେବଙ୍କୁ ଏକାଠି ଗୀତ ଗାଇବାକୁ ଅଫର ଦେଇଥିଲେ। ସେ ଭିଡିଓ କଲ୍‌ ମାଧ୍ୟମରେ ସହଦେବଙ୍କ ସହ କଥା ହୋଇ ତାଙ୍କୁ ଚଣ୍ଡିଗଡ଼କୁ ଡାକିଥିଲେ। ଏବେ ସହଦେବ ତାହା ପୂରଣ କରି ପୁଣିଥରେ ଛତିଶଗଡ଼ ଫେରିଛନ୍ତି। ଧିରେ ଧିରେ ତାଙ୍କର ଖ୍ୟାତି ଯଥେଷ୍ଟ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri