ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ମୁଖ୍ୟତଃ ଲେମନଗ୍ରାସ୍‌ ଟି ଉପତ୍ାଦନ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ଜମିରେ ଲୋକମାନେ ବେଆଇନ ଭାବେ ଗଞ୍ଜେଇ ଓ ଅଫିମ ଚାଷ କରୁଥିଲେ ସେ ସେମାନଙ୍କୁ ସେହି ଚାଷରୁ ନିବୃତ କରୁଛନ୍ତି। ସେମାନଙ୍କୁ ନିଶା ସେବନରୁ ମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ଜମିକୁ ଲିଜରେ ନେଇ ଚାଷ କରି ସେମାନଙ୍କୁ ପ୍ରାପ୍ୟ ଦେଉଛନ୍ତି। ପ୍ରଥମେ ରାଜେଶ ୧ ଏକର ଜମିରେ ଚାଷ ଆରମ୍ଭ କରି ଏବେ ୩୫୦ ଏକର ପର୍ଯ୍ୟନ୍ତ ଏହାକୁ ବଢାଇପାରିଛନ୍ତି। ମଣିପୁରର ୪ଟି ଜିଲାରେ ସେ ଏହି ଚାଷ କରୁଛନ୍ତି। ସେ ଯେଉଁଠାରେ ଫାର୍ମ କରୁଛନ୍ତି ସେଠାକାର ଗରିବ ଲୋକମାନଙ୍କୁ ହିଁ ତାଙ୍କ ଫାର୍ମରେ ନିଯୁକ୍ତି ଦେଉଛନ୍ତି। ଏଭଳି ନିଯୁକ୍ତି ପାଇଥିବା ୨,୦୦୦ ଲୋକଙ୍କୁ ଚାଷ, ପ୍ୟାକେଜିଂ ଓ ସେଲିଂ କାର୍ଯ୍ୟରେ ଲଗାଇଛନ୍ତି। ଯାହାଙ୍କ ଜମିକୁ ସେ ଲିଜ୍‌ ନେଉଛନ୍ତି ତାଙ୍କୁ ଫାର୍ମର ଦାୟିତ୍ୱରେ ରଖୁଛନ୍ତି। ବର୍ଷକୁ ଏଥିତ୍ରୁ ସେ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। ୯ ବର୍ଷ ହେବ ସେ ଏହି ଚାଷ କରୁଛନ୍ତି ଓ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଆଗ୍ରୋମି କମ୍ପାନୀ ଦ୍ୱାରା ଏହାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ବାତ୍ୟାର ବୈଜ୍ଞାନିକ ବିଶ୍ଳେଷଣ

ଡ. ସଞ୍ଜୟ କୁମାର ସାମନ୍ତରାୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ଓଡ଼ିଶା ପ୍ରାୟ ପ୍ରତ୍ୟେକ ବର୍ଷ ଗଭୀର ଭାବେ ପ୍ରଭାବିତ ହୋଇ ଆସୁଛି। କେଉଁ ବର୍ଷ...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ ବହୁ ସମୟରେ ଆମମାନଙ୍କର ଚିନ୍ତା ବଢ଼ାଇ ଦେଉଥିବାବେଳେ ଏହାର ରିସାଇକ୍ଲିଂ ପ୍ରୋସେସର ଅଭିନବ ପଦ୍ଧତି ଆମକୁ କିଛିଟା ସାନ୍ତ୍ୱନା ଦେଉଛି। ଏଭଳି ଏକ...

ଆର୍ଦ୍ରା ନକ୍ଷତ୍ରର ଇତିବୃତ୍ତ

ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ହେଲେ ରାତି ଆକାଶରେ ଦୃଶ୍ୟମାନ ସୁନ୍ଦର ତାରାଗୁଡ଼ିକର ବି ମୃତ୍ୟୁ...

ଏଇ ଭାରତରେ

ବୟସର ଅପରାହ୍ନରେ ଥିବା ବହୁ ଜୀବନ ପାରିବାରିକ ଅବହେଳାରୁ ଛଟପଟ ହେଉଛନ୍ତି। ପାଳିପୋଷିି ବଡ଼ କରିଥିବା ପିଲାମାନେ ପ୍ରତିପୋଷଣର ବୋଝ ବୋହିବା ଲାଗି ଅମଙ୍ଗ ହେବା...

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...

ଆଜିର ଅର୍ଥନୀତି/ ଗଳାବାଟ ବନ୍ଦ

ବିଭିନ୍ନ ଆର୍ଥିକ ସଂସ୍ଥାର ଉପଭୋକ୍ତାମାନଙ୍କର ଋଣ ସମ୍ବନ୍ଧୀୟ ସୂଚନା ଅନିୟନ୍ତ୍ରିତ ଭାବରେ ପ୍ରଘଟ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କ...

ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ...

Advertisement
Archives

Model This Week