ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ
ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ ଏବେ ରିଜୱାନଙ୍କୁ ସୀମିତ ଓଭର ମୂଳବୀଲା ପାଇଁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ…
ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନ
ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଦଳରେ ସାମିଲ କରାଯାଇନାହିଁ। ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଏବଂ ନସିମ ଶାହାଙ୍କୁ ମଧ୍ୟ…
ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ
ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏସ୍ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ମିଛ କୁହାଯାଉଛି। ଇସଲାମାବାଦରେ ସେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ କ୍ରିକେଟ୍ ଡିପ୍ଲୋମାସି ଉପରେ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର
ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ଶାହାବାଜ ସରିଫ ଆଗକୁ…
ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ…
ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…
ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା…
ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ…
ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ ସ୍ମାର୍ଟ ଅଟନ୍ତି। ଏହା ମଧ୍ୟ ଦେଖାଯାଇଛି ଯେ, ଆଇଆଇଟି ପଢ଼ିଥିବା ଛାତ୍ରମାନେ ଆଜି ବିଶ୍ୱରେ…
ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…
ଢାକା,୧୬ା୯: ଶେଖ୍ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣିବା ପରେ ଲାଗୁଛି ଯେ; ବାଂଲାଦେଶ ବର୍ତ୍ତମାନ ପାକିସ୍ତାନ ସହ ବନ୍ଧୁତା ସ୍ଥାପନ କରିବାକୁ…
‘ଚାଇନା ନାଗରିକ ତୁରନ୍ତ ପାକିସ୍ତାନ ଛାଡ଼ନ୍ତୁ, ନଚେତ୍ ଯେଉଁଠି ଦେଖିବୁ ସେଠି ସିଧାସଳଖ ହତ୍ୟା କରିବୁ’
ଇସଲାମାବାଦ୍,୨୯ା୮: ପାକିସ୍ତାନ ଭିତରେ ଦୁଇଦିନ ମଧ୍ୟରେ ବାଲୁଚ ଲିବରେଶନ ଆର୍ମି ଦ୍ୱାରା ସୃଷ୍ଟି ହୋଇଥିବା ବିଦ୍ରୋହ ପାକିସ୍ତାନୀ ସେନାର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ବାଲୁଚ ଲିବରେଶନ ଆର୍ମି (ବିଏଲ୍ଏ) ବର୍ତ୍ତମାନ ପାକିସ୍ତାନ ଭିତରେ ରହୁଥିବା ଚାଇନା ନାଗରିକମାନଙ୍କୁ ପାକିସ୍ତାନ ଛାଡ଼ିବାକୁ…
ପାକିସ୍ତାନକୁ ଭୁଲ୍ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍
ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍ ଭୁଲ୍ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍ଟିକୁ ପାଇଥିବା…
ରେକର୍ଡ କରିବା ଦିଗରେ ବାବର ଆଜମ୍
ନୂଆଦିଲ୍ଲୀ, ୨୦।୦୮: ପାକିସ୍ତାନ କ୍ରିକେଟ ଷ୍ଟାର ବାବର ଆଜାମ ପୁଣିଥରେ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି। ବାଂଲାଦେଶ ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ରହିଛି । ପାକିସ୍ତାନ ଏବଂ ବାଂଲାଦେଶ ସିରିଜର ପ୍ରଥମ ମ୍ୟାଚ ୨୧ ଅଗଷ୍ଟରୁ ଖେଳାଯିବ । ଯଦିଓ…
ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?
ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି ।…

